Daily Archives

ସାଲେଭଟା ପ୍ରାଥମିକ ବିଦ୍ୟାଳୟ ତରଫରୁ ଜାତୀୟ ସଡକ ସୁରକ୍ଷା ସଚେତନତା ମାସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ମାନବ ଜୀବନ ଆଜିର ଦିନରେ କରୋନାରେ ଭୟତ୍ରସ୍ତ । କରୋନା ଯୋଗୁଁ ଆମ ଦିନଚର୍ୟ୍ୟା ବେଶ ପ୍ରଭାବିତ । ଲକ୍ଷ୍ୟାଧିକ ବ୍ୟକ୍ତି ଆମ ଗହଣରେ ଆଉ ନାହାନ୍ତି । ଏଥିରେ ମର୍ମ୍ମାହତ । କିନ୍ତୁ ଚିରାଚରିତ ଭାବରେ ସଡକ ଦୁର୍ଘଟଣାରେ କେତେ ଯେ ପ୍ରାଣ ଚାଲିଯାଉଛି ସେକଥାକୁ ଆମେ…
Read More...

ସାବିତ୍ରୀ ବାଇଙ୍କ ସ୍ମରଣ ଦିବସ ପାଳନ

ଖପ୍ରାଖୋଲ, ( କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନ ଲାଠୋର ଗୋଷ୍ଠୀ କେନ୍ଦ୍ର ଠାରେ ମୂଳ ନିବାସୀ ମହିଳା ସଂଘର୍ଷ ସମିତି ଆନୁକୁଲ୍ୟରେ ତଥା ହେମବତି ସୁନାଙ୍କ ନେତୃତ୍ବରେ ରାଷ୍ଟ୍ରମାତା ଜ୍ଞାନ ଜ୍ୟୋତି ସାବିତ୍ରୀ ବାଇ ଫୁଲେଙ୍କ ସ୍ମରଣ ଦିବସ ପାଳନ ହୋଇ ଯାଇଛି ।…
Read More...

ସାଇବର ଠକେଇର ଶିକାର ହେଲେ ଡାକ୍ତର

କଟକ : କଟକ ସିଡ଼ିଏ ସେକ୍ଟର ୭ର ଡାକ୍ତର ସନାତନ ମହାନ୍ତି । ମୋବାଇଲ ସିମ ଆକ୍ଟିଭ ବାହାନାରେ ସାଇବର ଠକମାନେ ଡାକ୍ତର ମହାନ୍ତିଙ୍କୁ ଠକିବାକୁ ଜାଲ ବିଛାଇଥିଲେ । ଆଉ ସେଇ ଜାଲରେ ଡାକ୍ତର ବାବୁ ବି ପଡ଼ିଗଲେ ବୋଲି ଡାକ୍ତର ସନାତନ ମହାନ୍ତି ଅଭିଯୋଗ କରିଛ‌ନ୍ତି । ମୋବାଇଲ ସିମ ଆକ୍ଟିଭ ପାଇଁ…
Read More...

ରାଜେନ୍ଦ୍ର କଲେଜ ପ୍ଲାଟିନମ ଗେଟ୍‌ ଭଙ୍ଗା ଘଟଣା : ସିସିଟିଭି ଭିଡିଓ ଜାରି କଲା ବିଜୁ ଛାତ୍ର ଜନତା ଦଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବ୍‌ଲି ଗେଟ୍‌ ତଥା ରାଜେନ୍ଦ୍ର ୟୁନିଭର୍ସିଟିର ମାଷ୍ଟର ପ୍ଲାନ ଫଳକ ଭଙ୍ଗା ଘଟଣାରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ସହ ଏକ ସିସିଟିଭି ଭିଡିଓ ଜାରି କରିଛି । ବିଜୁ ଛାତ୍ର ଜନତା ଦଳର…
Read More...

ଇସ୍‌ଲାମିକ୍‌ କଟ୍ଟରବାଦ ବିରୋଧରେ ଫ୍ରାନ୍ସର କଡ଼ା ପଦକ୍ଷେପ : ମସ୍‌ଜିଦ୍‌ ମାଦ୍ରାସା ଉପରେ କଡ଼ା ନଜର ପାଇଁ ନିୟମ…

ପ୍ୟାରିସ୍ : ଦେଶରେ ବଢ଼ୁଥିବା ଇସଲାମ ଆତଙ୍କବାଦକୁ ଶେଷ କରିବା ପାଇଁ ଫ୍ରାନ୍ସ ଏକ ନୂତନ ନିୟମକୁ ଅନୁମୋଦନ କରିଛି । ଏହି ନିୟମ ଅନୁଯାୟୀ, ଯେତେବେଳେ ସେମାନେ ଚାହିଁବେ ଫ୍ରାନ୍ସର ମସଜିଦ ଏବଂ ମଦ୍ରାସା ବନ୍ଦ କରିବାକୁ ପୋଲିସର ଅଧିକାର ରହିବ । ଆହୁରି ମଧ୍ୟ ମୁସଲମାନମାନଙ୍କର ଏକରୁ ଅଧିକ…
Read More...

ରାଜେନ୍ଦ୍ର କଲେଜ ପ୍ଲାଟିନମ ଗେଟ୍‌ ଭଙ୍ଗା ଘଟଣା : ଛାତ୍ର କଂଗ୍ରେସ ଭେଟିଲା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବଲି ଗେଟ୍‌ ତଥା ରାଜେନ୍ଦ୍ର ୟୁନିଭର୍ସିଟିର ମାଷ୍ଟର ପ୍ଲାନ ଫଳକକୁ ଦୁର୍ବୁତ୍ତମାନେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ରାଜେନ୍ଦ୍ର କଲେଜ ପରିସରରେ ବାରମ୍ବାର ଅସାମଜିକ କାର୍ୟ୍ୟକଳାପ ଦିନକୁ ଦିନ ବଢି ବଢି…
Read More...

ପାକିସ୍ତାନରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ଅପରାଧ ୨୦୦ ପ୍ରତିଶତ ବୃଦ୍ଧି ପାଇଛି

ଇସ୍‌ଲାମାବାଦ : ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଗତ ମାର୍ଚ୍ଚରେ ପାକିସ୍ତାନରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧରେ ୨୦୦ ପ୍ରତିଶତ ବୃଦ୍ଧି ଘଟିଛି । ଯେତେବେଳେ ଦେଶରେ କରୋନା ଜୀବାଣୁ ମହାମାରୀ ବ୍ୟାପିଗଲା ଏହି ଅପରାଧ ସେତେବେଳେ ବେଶୀ ଘଟିଥିଲା । ଦେଶର ମାନବ…
Read More...

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଭାପତି ଆଲୋକ ନାୟକଙ୍କ ତତ୍ତ୍ଵାବଧାନରେରେ ଆୟୋଜିତ ଏହି ସମ୍ମିଳନୀରେ ଜନସଂଖ୍ୟା ସମାଧାନ…
Read More...

ସ୍ତ୍ରୀକୁ ସନ୍ଦେହ କରି ବିଚ୍ ବଜାରରେ ନିଜ ହାତ କାଟିଦେଲା ସ୍ୱାମୀ

ଢେଙ୍କାନାଳ : ସ୍ୱାମୀ ସ୍ତ୍ରୀ‌ଙ୍କ କଳହ ଏମିତି ଏକ ମୋଡରେ ଆସି ପହ‌ଞ୍ଚିଲା ଶେଷରେ ସ୍ତ୍ରୀକୁ ସନ୍ଦେହ କରି ବିଚ୍ ବଜାରରେ ନିଜ ହାତ କାଟିଦେଲା ସ୍ୱାମୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଦିନ ୧୧ଟା ସମୟରେ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବସ୍ ଷ୍ଟାଣ୍ଡ ନିକଟରେ ସ୍ତ୍ରୀ ସହିତ…
Read More...

ନାବାଳକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ପରେ ସବ୍-ଇନ୍ସପେକ୍ଟରଙ୍କୁ ନିଲମ୍ବିତ କଲେ ଏସ୍‌ପି

ରାଉରକେଲା : ନାବାଳକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ପରେ ସବ୍-ଇନ୍ସପେକ୍ଟର ନିଲମ୍ବିତ ହୋଇଛ‌ନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତ ଡ଼ିସେମ୍ବର ୨୬ ତାରିଖ ଅପରାହ୍ନରେ ରାଉରକେଲା ଉଦିତ ନଗର ପୋଲିସ ମୋବାଇଲ ଚୋରୀ ଅଭିଯୋଗରେ ରାଉରକେଲା ଟିମ୍ବର କଲୋନୀର ୧୪ ବର୍ଷର ନାବାଳକଙ୍କୁ…
Read More...