Daily Archives

ପଦ୍ମପୁର ବ୍ଲକ ଡଙ୍ଗାଘାଟ ପଞ୍ଚାୟତରେ ଗୁରୁତ୍ୱ ଦିଆଯାଉନି ହିତାଧିକାରୀଙ୍କ ହିତକୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଡଙ୍ଗାଘାଟ ପଞ୍ଚାୟତରେ ହିତାଧିକାରୀଙ୍କ ହିତକୁ ଗୁରୁତ୍ବ ଦିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପରିଲକ୍ଷିତ ହେଉଛି। ବର୍ତ୍ତମାନ ଓଡ଼ିଶାରେ ମୋ' ସରକାର ଓ ୫ଟି ଯୋଜନା ସମସ୍ତ ବିଭାଗରେ କାର୍ୟ୍ୟକାରୀ ହେଉଛି । ସରକାରୀ ଯୋଜନା ଯେଭଳି ଭାବେ
Read More...

ଶେଷ ହେଉନି ସମ୍ବଲପୁର- ଟିଟଲାଗଡ ରେଳ ଲାଇନ ଦୋହରିକରଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ ବରଗଡ଼) : ସମ୍ବଲପୁର ଟିଟଲାଗଡ ରେଳ ଲାଇନ ଦୋହରିକରଣ କାର୍ୟ୍ୟ ଦୀର୍ଘ ବର୍ଷ ଧରି ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ନାଁ ଧରୁନି । ଦୀର୍ଘ ୧୦ ବର୍ଷରୁ ଅଧିକ ହେବ ଏହି କାର୍ୟ୍ୟ ଆରମ୍ଭ ହୋଇଛି । ତେବେ କାର୍ୟ୍ୟରେ ଶିତଳତା ଯୋଗୁଁ ଏହା ଶେଷ ହୋଇ ପାରୁନଥିବା
Read More...

ବରଗଡରେ ହୋଲଡିଂ ଟ୍ୟାକ୍ସ ଆପତ୍ତି ସମୟ ସୀମା ବୃଦ୍ଧି କରାଯାଉ : ଆପ୍

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ପୋୖର ପରିଷଦରେ ସେବା କର ହୋଲଡିଂ ଟେକ୍ସ ଅହେତୁକ ଭାବେ ବୃଦ୍ଧିକୁ ଆମ୍ ଆଦମୀ ପାର୍ଟି ବିରୋଧ କରିଆସୁଛି । ଆସନ୍ତା ୨୫ ତାରିଖ ଆପତ୍ତି ଅଭିଯୋଗର ଶେଷ ଦିନ ହୋଇଥିବାରୁ ବହୁ ଲୋକ ଏ ବିଷୟରେ ଅବଗତ ନୁହନ୍ତି ତେଣୁ ଆଗାମୀ ୩୦ ଦିନ ପାଇଁ ସମୟ ବୃଦ୍ଧି
Read More...

ଜରାସିଂହା ଶାଶ୍ଵତ ଡିଗ୍ରୀ କଲେଜରେ ମଣ୍ଡଳ ସ୍ତରୀୟ ୟୁଥ୍‌ ରେଡ଼କ୍ରସର ୩ଦିନିଆଁ ତାଲିମ ଶିବିର ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ଶାଶ୍ଵତ ଡ଼ିଗ୍ରୀ ମହାବିଦ୍ୟାଳୟରେ ୩ଦିନିଆ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଇତିହାସ ଅଧ୍ୟାପକ ଜଗଦୀଶ ସିଂ ବାବୁ ସଭାପତିତ୍ବ କରିଥିବା ବେଳେ ୟୁଥ୍‌ ରେଡ଼କ୍ରସ ସଂଯୋଜକ ଗୋପାଳ
Read More...

ପେତାର ଘାଟିରେ ବସ ଓଲଟି ୭ ଜଣ ଆହତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅଧୀନସ୍ତ ପେତାରବାଡ଼ି ଘାଟିରେ ଏକ ବସ ଓଲଟି ୭ ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ବର୍ତ୍ତମାନ ଚିକିତ୍ସା ନିମନ୍ତେ ଦାରିଙ୍ଗବାଡ଼ି ହସ୍ପିଟାଲରେ
Read More...

ରାଜ୍ୟ ସ୍ତରୀୟ କ୍ରୀଡା ପାଇଁ ଜିଲ୍ଲା ସ୍ତରୀୟ କ୍ରୀଡାବିତ୍‌ ଚୟନ ମାର୍ଚ୍ଚ ୬ ଓ ୭ରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ପ୍ରତି ବର୍ଷ ଆୟୋଜିତ ହୋଇ ଆସୁଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଆୟୋଜନ ହୋଇପାରିଲା ନାହିଁ । ଏଣୁ ରାଜ୍ୟସ୍ତରୀୟ କ୍ରୀଡାରେ ଜିଲ୍ଲା ପକ୍ଷରୁ ଭାଗ ନେବା ପାଇଁ ୧୪,୧୬ ଓ ୧୮ ବର୍ଷ
Read More...

ଦୟା ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ନେଇ ଜନ ଅସନ୍ତୋଷ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପଶ୍ଚିମ ପାଶ୍ୱର୍ରେ ପ୍ରବାହିତ ଦୟାନଦୀର ଗୋପଘାଟ ଠାରେ ହେବାକୁ ଥିବା ବହୁ ପ୍ରତିକ୍ଷତ ଘୋରଡିଆ-ଯୋରକଣୀ ରାସ୍ତାକୁ ସଂଯୋଗ କରୁଥିବା ଦୟା ସେତୁ ନିର୍ମାଣରେ ବିଳମ୍ବ ଯୋଗୁଁ ସ୍ଥାନୀୟ ଗ୍ରାମବାସୀ
Read More...

୧୪ତମ ପାର୍ଥ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇରେ ଶ୍ରୀ ସତ୍ୟସାଇ କ୍ରିକେଟ କ୍ଳବ୍ ମହାଲାଇ ପକ୍ଷରୁ ଅନୁଷ୍ଠିତ ହେଉଥିବା ୧୪ବାର୍ଷିକ ପାର୍ଥ ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ଚତୁର୍ଥ ଦିନର ୨ଟି ଲିଗ ମ୍ୟାଚରେ ପାଣ୍ଡେଲ ଓ ବଡଙ୍ଗୋମୁଣ୍ଡା ଦଳ ଜିତି କ୍ଵାଟରଫାଇନାଲ ଖେଳିଥିଲେ ।
Read More...

ବୁଢ଼ାରାଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ସଦାନନ୍ଦପୁର ଠାରେ ବୁଢ଼ାରାଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଭେଙ୍ଗରାଜପୁର ସରପଞ୍ଚ ଭିଷ୍ମଦେବ ବିଶ୍ୱାଳ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ
Read More...

ବୁକୁରାମୁଣ୍ଡାରରେ ଫାଇଲେରିଆ ନିରାକରଣ ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଫାଇଲେରିଆ ନିରାକରଣ ଅଭିଯାନ କାର୍ୟ୍ୟକ୍ରମ ସମଗ୍ର ଜିଲ୍ଲାରେ ଆରମ୍ଭ ହୋଇଯାଇଛି । ତେବେ ଏହି ପରିପ୍ରେକ୍ଷୀରେ ପଦ୍ମପୁର ଉପଖଣ୍ଡ ପାଇକମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୁକୁରାମୁଣ୍ଡାର ସଭାଗୃହ ପରିସରରେ ଦୁଇଗୋଟି ପର୍ୟ୍ୟାୟରେ ସମୁଦାୟ ୮୫ ଜଣ ଔଷଧ ସେବନ
Read More...