Daily Archives

ପ୍ରଶାସନ ଓ ଚାଷୀଙ୍କ ମଧ୍ୟରେ ଆଲୋଚନା : ରାସ୍ତାରୁ ହଟିଲେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଂଗଠନ, ପଦ୍ମପୁର ତରଫରୁ ଦୀର୍ଘ ଏଗାର ଦିନ ହେବ ଟ୍ରାକ୍ଟର ବୋଝେଇ ଧାନ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ରଖି କୋୖଣସି ନିଷ୍କର୍ଷ ନ ବାହାରିବାରୁ ଆନ୍ଦୋଳନ ରତ ଚାଷୀମାନେ ପଦ୍ମପୁର ବରଗଡ଼ ମୁଖ୍ୟ ରାସ୍ତା କନସିଙ୍ଗା ଛକଠାରେ…
Read More...

ତହଁକ ପକ୍ଷରୁ କୋଶଲୀ ସ୍ୱାଭିମାନ ଦିବସ ପାଳିତ

ବଲାଙ୍ଗୀର, (କେପିଏନ୍‌ଏସ୍‌) : ସ୍ଥାନୀୟ କଳାଧାମ ଇନଷ୍ଟିଚ୍ୟୁଟ ଠାରେ ତହଁକ କୁଟୁମ ପକ୍ଷରୁ କୋଶଲୀ ସ୍ୱାଭିମାନ ଦିବସ ପାଳନ ହୋଇଯାଇଛି । ଆଜି ହେଉଛି ପଣ୍ଡିତ କୋଶଲରତ୍ନ ପ୍ରୟାଗଦତ୍ତ ଯୋଷୀଙ୍କ ଜନ୍ମଦିନ । ଏହି ଦିନକୁ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ କୋଶଲୀ ସ୍ୱାଭିମାନ ଦିବସ ରୂପେ ପାଳନ…
Read More...

ବ୍ୟବସାୟୀ ସଂଘ ପକ୍ଷରୁ ଦିଆଯାଇଛି ଆସନ୍ତାକାଲି ଭାରତ ବନ୍ଦ ଡାକରା, ଅଖ ଚକ ଜାମ୍

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ଜିଏସଟି ସରଳୀକରଣ ଇ -କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦୀ ନୀତି ନିୟନ୍ତ୍ରଣ ପାଇଁ ଦାବୀ କରି ଏହି ବନ୍ଦ ଡାକରା ଦିଆଯାଇଥିବା କୁହାଯାଇଛି । ସେହିପରି ବନ୍ଦ ଡାକରାକୁ ଓଡିଶା…
Read More...

ମୃତ ଚାଷୀ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କର : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ଧାନ ଅବିକ୍ରୀ ଏବେ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିଜ ଦାଇତ୍ୱରୁ ଓହରି ଯାଉଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଏହି ସମୟରେ ଧାନ ବିକ୍ରି କରି ନପାରି ମାନସିକ ଦୁଶ୍ଚିନ୍ତାରୁ ଜଣେ ଚାଷୀଙ୍କ ହୃଦଘାତରେ…
Read More...

ନରସିଂହଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର : ଲୋୟର ସୁକତେଲ ପ୍ରକଳ୍ପ କାମ ଚାଲୁ ରହିବ, ନିର୍ଦ୍ଧାରିତ ସମୟରେ ସରିବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ବିଧାନସଭା ଗୃହରେ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ପ୍ରଶ୍ନ ପ·ରିଥିଲେ । ପ୍ରଶ୍ନଥିଲା ଲୋୟର ସୁକତେଲ ପ୍ରକଳ୍ପ ସେଣ୍ଟ୍ରାଲ ୱାଟର କମିଶନକୁ ରେଫର କରାଯାଇଥିଲା କି,…
Read More...

ନିଆରା ବାହାଘର

ଦେଓଗାଁ, (ମନୀଷ କୁମାର ସାହୁ) : ବିବାହ ଦିନ ରକ୍ତଦାନ ଶିବିର କରିବାକୁ ଇଚ୍ଛା କରିଥିଲେ ଦେଓଗାଁ ବ୍ଲକ ରାଏପାଲି ଗାଁର ସଞ୍ଜୟ ମିଶ୍ର । ତାଙ୍କର ଇଚ୍ଛା ପୂରଣ କରି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟମାନେ ରାଏପାଲିରେ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହି ଅବସରରେ ଵିଙ୍ଗ ହ୍ୟୁମାନ…
Read More...

ରାଷ୍ଟ୍ରୀୟ ଆତ୍ମନିର୍ଭର ଭାରତ ଅଭିଯାନରେ ଗ୍ରାମୀଣ ମହିଳାଙ୍କୁ ଇ-ଅଟୋ ଚାଳନା ତାଲିମ ଆରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା "ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା" ଅନ୍ତର୍ଗତ ରାଷ୍ଟ୍ରୀୟ ଆତ୍ମନିର୍ଭର ଭାରତ ଅଭିଯାନରେ ଗ୍ରାମୀଣ ମହିଳାଙ୍କୁ ଇ-ଅଟୋ ଚାଳନା ତାଲିମ ଆରମ୍ଭ ହୋଇଛି । ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ…
Read More...

ସାଗରପାଲିରେ ହେଲା ସାମୁହିକ ଔଷଧ ସେବନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ବ୍ଲକ ସାଗରପାଲି ଗ୍ରାମରେ ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ସାମୁହିକ ଔଷଧ ସେବନ କାର୍ୟ୍ୟକ୍ରମର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନୀଷା ବାନାର୍ଜୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଅନ୍ୟ ଉପସ୍ଥିତ…
Read More...

ନାଟ୍ୟ ଅଭିନୟ ମାଧ୍ୟମରେ ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମରେ ନିଧି ପ୍ରମୁଖ ଲଲିତ ଜଗତଙ୍କ ନେତୃତ୍ବରେ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ଗାଁର ପ୍ରତ୍ୟେକ ଘରକୁ ଘର ବୁଲି ଅଯୋଧ୍ୟାରେ ନିର୍ମାଣ ହେଉଥିବା ଶ୍ରୀରାମ ମହାପ୍ରଭୁଙ୍କ ମନ୍ଦିର ପାଇଁ ନିଧି ସଂଗ୍ରହ କରିଥିଲେ ।…
Read More...

ଆରଏମସି କର୍ମଚାରୀଙ୍କ ନାଁରେ ଅଭିଯୋଗ କଲେ ଚାଷୀ ତୋଷରାଜ ମେହେର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମର ବ୍ଲକ ଅନ୍ତର୍ଗତ ବୁଡାମାଲ ମଣ୍ଡିରେ କାର୍ୟ୍ୟରତ ଆରଏମସି କର୍ମଚାରୀଙ୍କ ନାଁରେ ଅଭିଯୋଗ ଆଣିଲେ ଖଇରପାଲି ଗ୍ରାମର ଚାଷୀ ତୋଷରାଜ ମେହେର । ଆଜି ବରଗଡ଼ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଡାକ ଯୋଗେ । ସେ ଅଭିଯୋଗ…
Read More...