Daily Archives

ଜାତୀୟ ରାଜପଥ କଡ଼ର ନିମ୍ବ ଗଛକୁ ପିଟି ଇନୋଭା ଗାଡ଼ି ଦୁର୍ଘଟଣା ହେବା ଘଟଣା : ଡାବୁଗାଁ ଏସବିଆଇ ବ୍ୟାଙ୍କ୍ ମ୍ୟାନେଜର,…

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଭୋର ପ୍ରାୟ ସାଢ଼େ ୪ଟା ସମୟରେ କଲାହାଣ୍ଡି ପଟରୁ ବଲାଙ୍ଗିର ପଟକୁ ଯାଉଥିବା ଏକ ଇନୋଭା ଗାଡି (ଓଡି୦୨କ୍ବୁ୨୦୭୯) ଭାରସାମ୍ୟ ହରାଇ ଦେଓଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖରେ ଥିବା ଏକ ନିମ୍ନ ଗଛକୁ ଧକ୍କା ଦେବାରୁ ଦୁର୍ଘଟଣାଗ୍ରସ୍ତ
Read More...

ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଅନ୍ତର୍ଗତ ଉପରଝର ଗ୍ରାମ ପଞ୍ଚାୟତର ଫଟାମୁଣ୍ଡା ଗାଁର ଜୟ ଜଗନ୍ନାଥ ଫୁଟବଲ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ପାଞ୍ଚ ଦିନ ଧରି ଚାଲିଥିବା ବାରତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ଦିନ ଥିଲା । ଫାଇନାଲ୍ ମ୍ୟାଚ୍ ମାଙ୍କଡଚୁଆଁ VS
Read More...

ମୀରା ମହାକୁରଙ୍କୁ ମାଁ ମାହେଶ୍ୱରୀ ସେନା ପକ୍ଷରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଅନ୍ତର୍ଗତ ବୁର୍ଡା ଗ୍ରାମର ଶ୍ରୀଯୁକ୍ତ ଗୌରାଙ୍ଗ ମହାକୁରଙ୍କ ଝିଅ ମୀରା ମହାକୁର ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ଏସ୍‌ଏସ୍‌ସି(ସିଆଇଏସ୍‌ଏଫ୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜକୁ ଦେଶ ସେବାରେ ନିୟୋଜିତ କରି ଆମ
Read More...

୨ୟ ପର୍ଯ୍ୟାୟ ଟୀକା କରଣ ସକାଶେ ଟାକ୍ସଫୋର୍ସ କମିଟୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକା ସକାଶେ ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ଉପଖଣ୍ଡ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ମଧ୍ୟରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଟାକ୍ସଫୋର୍ସ କମିଟୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଜୟ ନିଗମ ବସିବେ ଆମରଣ ଅନଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାରବନ୍ଧ ବ୍ଳକ ସ୍ଥିତ ଅମଠୀ ଗ୍ରାମରେ ଥିବା ଷ୍ଟେଟ୍ ବ୍ୟାଙ୍କ ଶାଖାରେ ହିତାଧିକାରୀମାନଙ୍କ ଜମାଖାତାରୁ ହିତାଧିକାରୀମାନଙ୍କ ଅଜାଣତରେ ଟଙ୍କା ଗାୟବ ନେଇ ଚର୍ଚ୍ଚା ଲାଗି ରହିଛି । ଏ ସମ୍ପର୍କରେ ଶାଖା ପରିଚାଳକଙ୍କୁ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ମାତ୍ର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ମାତ୍ର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧୦ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୮୭୮୩ ଜଣ
Read More...

ପି.ଆର. ହାଇସ୍କୁଲ ଓ ଚନ୍ଦନଭାଟି ହାଇସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଚାଲିଥିବା ମୋ ସ୍କୁଲ ଯୋଜନା ଅନ୍ତର୍ଗତ ପୌଷ୍ୟ ସ୍କୁଲ ଗ୍ରହଣ କାର୍ୟ୍ୟକ୍ରମରେ ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ସହରର ପୃଥ୍ୱୀରାଜ ହାଇସ୍କୁଲ ଏବଂ
Read More...

ବଲାଙ୍ଗିର ଷ୍ଟିଲ ରାଲିଂ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରାଲିଂ ଆସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯିବା ସହିତ ରାଲିଂର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥିଲା । ବୈଠକରେ ସର୍ବସମ୍ମତ କ୍ରମେ ସଭାପତି
Read More...

ବଙ୍ଗୋମୁଣ୍ଡାରେ ନୂତନ ଏବିଇଓଙ୍କ ଯୋଗଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ଏବିଇଓ ଭକ୍ତଚରଣ ବାଗଙ୍କୁ ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବଙ୍ଗୋମୁଣ୍ଡା ପ୍ରାଥମିକ ଶିକ୍ଷକ
Read More...

ଆଗଲପୁର ବ୍ଲକ ସ୍ତରୀୟ ବିଜ୍ଞାନ କର୍ମଶାଳା

ଆଗଲପୁର, (କେପିଏନ୍‌ଏସ୍‌) : ଶୁକ୍ରବାର ସ୍ଥାନୀୟ ପଲ୍ଲିଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଡୁଡୁକା ଠାରେ ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ମଞ୍ଜୁଲତା ଭୋଇଙ୍କ ଅଧ୍ୟକ୍ଷତାରେ ଆଗଲପୁର ବ୍ଲକ ସ୍ତରୀୟ ବିଜ୍ଞାନ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି, ଉକ୍ତ କାର୍ଯ୍ୟକ୍ରମରେ ଏବିଇଓ ଆରୁଣୀ
Read More...