pakka

ବଲାଙ୍ଗିର ଜିଲ୍ଲାରେ ଆଜି ମାତ୍ର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ମାତ୍ର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧୦ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୮୭୮୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୮୭୩୫ ଜଣ ସୁସ୍ଥ ହୋଇ ସାରିଛନ୍ତି । ମାତ୍ର ୭ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଏବେ ଜିଲ୍ଲାରେ ଚିକିତ୍ସାଧୀନ ରହିଥିବା ସୂଚନାରେ କୁହାଯାଇଛି ।

jay balangir
Leave A Reply

Your email address will not be published.

18 − 9 =

error: Content is protected !!