Daily Archives

କୁମୋଦିନୀ ବେହେରା ସ୍ମାରକୀ କ୍ରିକେଟ ପ୍ରତଯୋଗିତା : ଫାଇନାଲରେ ବ୍ଲୁ ଡାଇମଣ୍ଡ ୨ ଦଳ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ମିନି ଷ୍ଟାଡିୟମରେ ବ୍ଲୁ ଡାଇମଣ୍ଡ କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା ପ୍ରଥମ କୁମୋଦିନୀ ବେହେରା ସ୍ମାରକୀ କ୍ରିକେଟ ପ୍ରତିଯୋଗିତାରେ ବ୍ଲୁ ଡାଇମଣ୍ଡ ୨ ଦଳ ଆଜି ଅନୁଷ୍ଠିତ ସେମିଫଇନାଲରେ ବିଜୟୀ ହୋଇ ପ୍ରତିଯଗିତାର ପ୍ରଥମ ଦଳ ଭାବରେ ଫାଇନାଲକୁ
Read More...

ଜିଲ୍ଲା କ୍ରୀଡା ପ୍ରତିଯୋଗିତା ଆସନ୍ତା ୬ ଓ ୭ ତାରିଖରେ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ବରଗଡ଼ ଜିଲ୍ଲା କ୍ରୀଡା ପ୍ରତିଯୋଗିତା ଆସନ୍ତା ୬ ଓ ୭ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥିରେ ଭାଗ ନେବାକୁ ଥିବା ପ୍ରତିଯୋଗୀମାନେ ନିର୍ଦ୍ଧାରିତ ଦିବସରେ ସକାଳ ୭ ଘଣ୍ଟା ସମୟରେ
Read More...

ଓଡ଼ିଆ ସୀନେ ଜଗତ ପାଇଁ ଖୁସି ଖବର : ପ୍ରଥମ ଥର ପାଇଁ ଓସ୍କାର ଦୌଡରେ ସାମିଲ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘କାଲିର…

ଭୁବନେ‌ଶ୍ୱର : ଓଡ଼ିଆ ସୀନେ ଜଗତ ପାଇଁ ଖୁସି ଖବର । ପ୍ରଥମ ଥର ପାଇଁ ଓସ୍କାର ଦୌଡରେ ସାମିଲ ହୋଇଛି ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଓଡ଼ିଆ ଚଳଚ୍ଚିତ୍ର 'କାଲିର ଅତୀତ' । ନୀଳ ମାଧବ ପଣ୍ଡାଙ୍କ ଦ୍ବାରା ନିର୍ମିତ ଏହି ଫିଲ୍ମକୁ ଜେନେରାଲ କାଟେଗୋରୀର
Read More...

ଯାତ୍ରୀବାହୀ ବସ ଉପରେ ଖସି ପଡ଼ିଲା ଲୁହାପଥର ବୋଝେଇ ଟ୍ରକ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଶାଳପଡ଼ା ଠାରେ ଥିବା ଓଭର ବ୍ରିଜ ତଳେ ବସ ଟି ଅତିକ୍ରମ କରିଥିବା ସମୟରେ ବ୍ରିଜ ଉପରେ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ତଳକୁ ଖସି ବସ୍‌ ଉପରେ ପଡିଥିଲା । ସୌଭାଗ୍ୟ ବଶତଃ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ
Read More...

୨୧ତାରିଖ ରିଲିଜ ହେବ ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲର ପ୍ରଥମ ସମଲପୁରୀ ସର୍ଟ ଫିଲ୍ମ ‘ଦଦା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲର ପ୍ରଥମ ସମଲପୁରୀ ସର୍ଟ ଫିଲ୍ମ 'ଦଦା' ଆସନ୍ତା ରବିବାର ୨୧ତାରିଖ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ଟି ଦୁଇଟି ଭାଇର ବନ୍ଧନ ଉପରେ ଆଧାରିତ। ଏହି ଫିଲ୍ମକୁ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି ପରେଶ ରାଣା ।
Read More...

ଘୁନସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସମାଚୁଆ ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମ ସ୍ଥିତ ବଣା ବିଜାର ଖେଳ ପଡିଆ ଠାରେ ଆଜି ‌ଦ୍ୱିତୀୟ ଦିନରେ ସମାଚୁଆ ଓ ଘୁନସର ଦଳ ମଧ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳ ଅନୁଷ୍ଠିତ ହୋଇଥିଲା । ତେବେ ଘୁନସର ଦଳକୁ ହରାଇ ୧-୦ରେ ସମାଚୁଆ ଦଳ ବିଜୟୀ ହୋଇଥିଲା
Read More...

ହରିଣକୁଲି ସରସ୍ବତୀପୂଜା କମିଟି ଓ ‘ଆମ ଓଡିଶା’ ଆନୁକୂଲ୍ୟରେ ରକ୍ତ ଦାନ ଶିବିର

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଳକ ଅନ୍ତର୍ଗତ ଖରିଦପିପଳ ପଞ୍ଚାୟତ ହରିଣକୁଲି ଗ୍ରାମ ସର‌ସ୍ୱତୀ ପୂଜା କମିଟି ଆନୁକୂଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ଦଶନ୍ଧି ଧରି ଅନୁଷ୍ଠିତ ହୋଇ ଆସୁଥିବା ଉକ୍ତ ଅନୁଷ୍ଠାନର ମୁଖ୍ୟ ଉଦ୍ୟକ୍ତା ଦିବଂଗତ ଉଭୟ ଭ୍ରାତା
Read More...

କନ୍ଦରପୁରରେ ଆଧ୍ୟାତ୍ମିକ ସ୍ମରଣୀକା ‘ରତ୍ନବଟ’ ଲୋକାର୍ପିତ

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ଓ ଜଗତସିଂହପୁର ଜିଲ୍ଲାର ଦରଡାଶାସନ ଆଉ ସିଦ୍ଧେଶ୍ୱରପୁର ଉପକଣ୍ଠ ଶ୍ରୀ ଶ୍ରୀ ରତ୍ନବଟ ମହାପୁରୁଷ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ପବିତ୍ର ମାଘ ସପ୍ତମୀ ବୁଡ଼ ମହୋତ୍ସବ ଅବସରରେ ଡ଼ଃ.ସୁଦର୍ଶନ ଶତପଥୀଙ୍କ ସମ୍ପାଦନାରେ ପ୍ରକାଶିତ ଟ୍ରଷ୍ଟର ଆଧ୍ୟାତ୍ମିକ ସ୍ମରଣୀକା
Read More...

ପରମପୂଜ୍ୟ ଶ୍ରୀ ଗୁରୁଜୀ ମାଧବ ସଦାଶିବ ଗୋଲୱାଲକରଙ୍କ ୧୧୫ ତମ ଜନ୍ମ ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଯୁଗଦ୍ରଷ୍ଟା ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ପରିଚାଳକ ପରମପୁଜ୍ୟ ଶ୍ରୀ ଗୁରୁଜୀ ମାଧବ ସଦାଶିବ ଗୋଲୱାଲକରଙ୍କ ୧୧୫ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା
Read More...

ରାଢୁଅ ବସଷ୍ଟାଣ୍ଡ ଛକଠାରୁ ଶିଶୁଆପଡା ଛକ ପର୍ଯ୍ୟ‌ନ୍ତ ରାସ୍ତା ପାଲଟିଛି ମରଣଯନ୍ତା

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗରୁ କଣାସ ରାସ୍ତାର ରାଢୁଅ ଗ୍ରାମ୍ୟ ଛକଠାରୁ ଶିଶୁଆପଡା କେନାଲ ବନ୍ଧକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାଟି ଏବେ ପାଲଟିଛି ମରଣଯନ୍ତା । ଏହି ରାସ୍ତା ଅଧିନରେ ରାଢୁଅ, ବାଲିହୁଙ୍କା, ଶିଶୁଆପଡା, ନୁଆହା, ଘୋରଡିଆ, ତିଗିରିଆ,
Read More...