ls

୨୧ତାରିଖ ରିଲିଜ ହେବ ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲର ପ୍ରଥମ ସମଲପୁରୀ ସର୍ଟ ଫିଲ୍ମ ‘ଦଦା’

2020

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲର ପ୍ରଥମ ସମଲପୁରୀ ସର୍ଟ ଫିଲ୍ମ ‘ଦଦା’ ଆସନ୍ତା ରବିବାର ୨୧ତାରିଖ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ଟି ଦୁଇଟି ଭାଇର ବନ୍ଧନ ଉପରେ ଆଧାରିତ। ଏହି ଫିଲ୍ମକୁ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି ପରେଶ ରାଣା । ଫିଲ୍ମର ପ୍ରଯୋଜକ ଅଛନ୍ତି ଜନକ ସେଠ୍ । ମୁଖ୍ୟ ଭୁମିକାରେ ଅଛନ୍ତି ପରେଶ, ମାନସ ଏବଂ ଗ୍ରୁପ । ଆସ‌ନ୍ତା ରବିବାର ଦିନ ସନ୍ଧ୍ୟା ୭ଟାରେ ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲରେ ମୁକ୍ତିଲାଭ କରିବ ।

Leave A Reply

Your email address will not be published.