Daily Archives

ଜୟ କିଷାନ ଆନ୍ଦୋଳନ ବଲାଙ୍ଗିର କେନ୍ଦ୍ର ସରକାରଙ୍କ ଚାଷୀ ଶୋଷଣ ବିରୋଧରେ ରାସ୍ତାକୁ ଓହ୍ଲାଇବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୪ ସେପ୍ଟେମ୍ବର ୨୦୨୦ଦିନ କେନ୍ଦ୍ର ସରକାର ୩ଟି କୃଷି ଅଧ୍ୟାଦେଶକୁ ଆଇନରେ ପରିଣତ କରିଛନ୍ତି । ଏହି ଆଇନ ଆସିବା ପରେ ଏହା ବିରୁଦ୍ଧରେ ସାରା ଦେଶର କୃଷକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି ଓ ଗତ ୨୬ ନଭେମ୍ବରରୁ ହରିୟାନା, ପଞ୍ଜାବ, ଉତ୍ତରାଖଣ୍ଡ, ଓଡିଶା,
Read More...

ସପ୍ତାହ ପାରାୟଣ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବୁବେଲ ପଞ୍ଚାୟତ ଅନ୍ତର୍ଗତ ବେଲବାହାଲି ଗାଁରେ ସପ୍ତାହ ପାରାୟଣ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ବ୍ୟାସ ଭାବେ ସହଦେବ ମିଶ୍ର ଓ କର୍ତ୍ତା ଭାବେ ବାଳକୃଷ୍ଣ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ । ଗୁରୁ ମହାରାଜ କୃଷ୍ଣ ଚିନ୍ତନ ମହାରାଜଙ୍କ
Read More...

କାମ ଦେଲାନି ପଞ୍ଚାୟତ ସମିତି ବୈଠକରେ ବିଧାୟକଙ୍କ ତାଗିଦ୍ : ବୈଠକ ପରେ ଭୁଲି ଯାଉଛନ୍ତି ଅଧିକାରୀ

ଦେଓଗାଁ ସଦର ପଞ୍ଚାୟତକୁ ଶତପ୍ରତିଶତ ପାନୀୟ ଜଳ ଯୋଗାଣ ପାଇଁ ଆଉ କେତେ ଦିନ?ଦେଓଗାଁ, (ମନୀଷ କୁମାର ସାହୁ): ପଞ୍ଚାୟତ ସମିତି ବୈଠକରେ ବିଧାୟକ ଉପସ୍ଥିତି ଦେଓଗାଁ ବ୍ଲକ୍‌ବାସୀଙ୍କ ପାଇଁ ଶୁଭଙ୍କର । ଯେତେବେଳେ ସମିତି ବୈଠକରେ ବିଧାୟକ ଯୋଗଦେବା ନିଶ୍ଚିତ ହୋଇଥାଏ ସେତେବେଳଠାରୁ ବ୍ଲକ ଅଧିକାରୀ
Read More...

ବୁଡ଼ ପକାଇବା ନ‌େଇ ପ୍ରଶାସନ ପକ୍ଷରୁ କଟକଣା ଜାରି : ପବିତ୍ର ମାଘ ସପ୍ତମୀ

କୋଣାର୍କ : କର‌ୋନା ମହାମାରୀକୁ ଦୃଷ୍ଟିରେ ରଖି କୋଣାର୍କ ନିକଟ ଚନ୍ଦ୍ରଭାଗା ବେଳାଭୂମିରେ ପବିତ୍ର ମାଘ ସପ୍ତମୀରେ ବୁଡ଼ ପକାଇବା ନ‌େଇ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । ଜିଲ୍ଲା ପ୍ରଶାସନ ସହ ଏକ ବୖ‌େଠକ ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇ କହିଛନ୍ତି ଯେ, ଏଥିପାଇଁ କେବଳ
Read More...

ଯାଦବ ସମାଜର ଦୋଳ ମହୋତ୍ସବ ରୈାପ୍ୟ ଜୟନ୍ତି ପାଇଁ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ପରିସରରେ ଦୋଳ ମହୋତ୍ସବ ରୈାପ୍ୟ ଜୟନ୍ତି ଉପଲକ୍ଷେ ଲୋଗୋ ଉନ୍ମୋଚିତ ହୋଇଯାଇଛି । ପୈାରାଞ୍ଚଳ ସଭାପତି ପଙ୍କଜ ସେଲମାଙ୍କ ସଭାପତିତ୍ୱରେ ଅନୁଷ୍ଠିତକାର୍ଯ୍ୟକ୍ରମରେ ପ୍ରଥମେ ସମଲେଶ୍ୱରୀ ମନ୍ଦିରରୁ ଆଜ୍ଞାମାଳ ଆଣି ଯାଦବ ଭବନ ପରିସରରେ
Read More...

ଖୋଲିଲା ଅଙ୍ଗନୱାଡି : କେତେ ସୁରକ୍ଷିତରେ ଯାଉଛନ୍ତି ଛାତ୍ରଛାତ୍ରୀ ଗୌଡଗୋଠ ପଞ୍ଚାୟତ ଅଫିସ୍ ଓ ଅଙ୍ଗନୱାଡିର ସାମ୍ନା…

ଦେଓଗାଁ, (ମନୀଷ କୁମାର ସାହୁ): ଦୀର୍ଘ ୧୦ମାସ ପରେ ପର୍ୟ୍ୟାୟ କ୍ରମେ ଖୋଲିବାରେ ଲାଗିଛି ଶିକ୍ଷାନୁଷ୍ଠାନ। ଛାତ୍ରଛାତ୍ରୀମାନେ ଏବେ ଉତ୍ସାହର ସହ ଶିକ୍ଷାଲାଭ କରିବାକୁ ଯାଉଛନ୍ତି। ହେଲେ ପଢିବାକୁ ଯିବା ବେଳେ ସେମାନେ କେତେ ସୁଖିତ ଭାବେ ଯିବା ଆସିବା କରୁଛନ୍ତି ତାକୁ ନେଇ ଚିନ୍ତାରେ ପରିବାର
Read More...

ଜୈବ ବିବିଧତା କମିଟିର ସଭ୍ୟସଭ୍ୟା ଏବଂ ପାରମ୍ପରିକ ବୈଦ ମାନଙ୍କୁ ନେଇ ଦକ୍ଷତା ବୃଦ୍ଧି ସମ୍ପର୍କିତ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୈବ ବିବିଧତା କମିଟିର ସଭ୍ୟସଭ୍ୟା ଏବଂ ପାରମ୍ପରିକ ବୈଦମାନଙ୍କୁ ନେଇ ବଲାଙ୍ଗିର ସ୍ଥିତ ମେଗା ନର୍ସରୀ ଠାରେ ଦକ୍ଷତା ବୃଦ୍ଧି ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଓଡିଶା ଜୈବ ବିବିଧତା ବୋର୍ଡ ଭୁବନେଶ୍ୱରର ପିସିସିଏଫ୍‌ ତଥା
Read More...

ଘର ଉପରକୁ ମାଡିଗଲା ଦଶଚକିଆ ଟ୍ରକ : ୩ଗୁରୁତର

ଯାଜପୁର : ଦଶରଥପୁର ବ୍ଲକର ମାଉଁରିଚୁଆରେ ଘର ଉପରକୁ ମାଡିଗଲା ଦଶଚକିଆ ଟ୍ରକ । ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ରାସ୍ତା କଡରେ ଥିବା ଅଶୋକ ଜେନାଙ୍କ ଛାତଘର ଉପରକୁ ଆଜି ହଠାତ ଟ୍ରକଟି
Read More...

ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ : ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ସହାୟୀକାମାନଙ୍କ ସହାୟତାରେ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟୀକା ଦିଆଯାଉଛି । ପ୍ରଥମ ଦିନରେ ୮୮ଜଣ, ‌ଦ୍ୱିତୀୟ ଦିନରେ ୧୧୭ଜଣ, ତୃତୀୟ ଦିନ ୯୯ଜଣ ଓ ଚତୁର୍ଥ ଦିନରେ ୧୨୦ଜଣଙ୍କୁ ମୋଟ ଭାବେ ୪୨୪ଜଣଙ୍କୁ କରୋନା ଟିକାଦାନ କରାଯାଇଛି । ବ୍ଲକର
Read More...

୨୦୨୧-୨୨ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୬୯୯୫.୫୮ କୋଟିର ଅନୁଦାନ : ରାଜ୍ୟରେ ରେଳ ଭିତିଭୂମି ସୁଦୃଢ କରିବା ସହ ଯାତ୍ରୀ…

 ପୂର୍ବବର୍ଷ ଅପେକ୍ଷା ଅଧିକ ଅନୁଦାନ ପାଇଁ ପ୍ରଧାନମନ୍ତ୍ରୀ ଏବଂ ରେଳମବୀଙ୍କୁ ଧନ୍ୟବାଦ ଓଡିଶା ତଥା ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରାଥମିକତା ରାଜ୍ୟରେ ରେଳ ପ୍ରକଳ୍ପକୁ ଶୀଘ୍ର ସାରିବା ପାଇଁ ବଜେଟ୍‌ରେ ଗୁରୁତ୍ୱ କଂଗ୍ରେସ ସରକାର ତୁଳନାରେ ମୋଦି ସରକାରରେ
Read More...