pakka

ଜୈବ ବିବିଧତା କମିଟିର ସଭ୍ୟସଭ୍ୟା ଏବଂ ପାରମ୍ପରିକ ବୈଦ ମାନଙ୍କୁ ନେଇ ଦକ୍ଷତା ବୃଦ୍ଧି ସମ୍ପର୍କିତ କର୍ମଶାଳା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୈବ ବିବିଧତା କମିଟିର ସଭ୍ୟସଭ୍ୟା ଏବଂ ପାରମ୍ପରିକ ବୈଦମାନଙ୍କୁ ନେଇ ବଲାଙ୍ଗିର ସ୍ଥିତ ମେଗା ନର୍ସରୀ ଠାରେ ଦକ୍ଷତା ବୃଦ୍ଧି ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଓଡିଶା ଜୈବ ବିବିଧତା ବୋର୍ଡ ଭୁବନେଶ୍ୱରର ପିସିସିଏଫ୍‌ ତଥା ବୋର୍ଡର ଚ୍ୟାରମେନ୍ ଓ ବୈଜ୍ଞାନିକମାନେ ଯୋଗଦାନ କରି ଲୋପ ପାଇ ଯାଉଥିବା ବିବିଧତାର ସୁରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ବଲାଙ୍ଗୀର, ବରଗଡ଼ ର ଜୀବନରେଖା ଭାବେ ପରିଚିତ ଐତିହ୍ୟ ଗନ୍ଧମାର୍ଦନ ଜଙ୍ଗଲକୁ ଜୈବ ବିବିଧତାର ଐତିହ୍ୟ ସ୍ଥଳି ଘୋଷଣା କରିବାକୁ ବାୟୋ ଡାଇଭରସିଟି ବୋର୍ଡ଼ ଓଡିଶା ତରଫରୁ ଘୋଷଣା କରିବାକୁ ପଦକ୍ଷେପ ନିଆଯାଇଛି ବୋଲି ପିସିସିଏଫ୍‌ ତଥା ବୋର୍ଡର ଚ୍ୟାରମେନ୍ ତାଙ୍କ ବକ୍ତବ୍ୟରେ କହିଥିଲେ ।

jay balangir
Leave A Reply

Your email address will not be published.

8 + fifteen =

error: Content is protected !!