Daily Archives

ଆସନ୍ତାକାଲି ବିବାହ କରିବେ ଓଲିଉଡ କ୍ୱିନ୍ ଅର୍ଚ୍ଚିତା ଏବଂ ସୁପରଷ୍ଟାର ସବ୍ୟସାଚୀ

ଭୁବନେ‌ଶ୍ୱର : ଆସନ୍ତାକାଲି ଓଲିଉଡ କ୍ୱିନ୍ ଅର୍ଚ୍ଚିତାଙ୍କୁ ବିବାହ କରିବେ ସୁପରଷ୍ଟାର ସବ୍ୟସାଚୀ ମିଶ୍ର । ପୂର୍ବରୁ ତାଙ୍କର ନିର୍ବନ୍ଧ ହୋଇଛି । ତେବେ ବିବାହ ନେଇ ଦୁହେଁ ଆଜି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏପରିକି ସୋସିଆଲ ମିଡିଆରେ ପୋଷ୍ଟ କରି ସବ୍ୟସାଚୀ ଲେଖିଛନ୍ତି, ପ୍ରଭୁ
Read More...

ଗଇଁନ୍ତଲା ବିଏସ୍‌ଏସ୍‌.ରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ପୁଇଁନ୍ତଲା, (ଶ‌ମ୍ଭୁନାଥ ସାହୁ) : ଆମ ଦୈନନ୍ଦିନ ଜୀବନରେ ବିଜ୍ଞାନର ମହତ୍ତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସମାଜକୁ ବାର୍ତ୍ତା ଦେବା ଏବଂ ବୈଜ୍ଞାନିକ ମନୋଭାବ ଜାଗ୍ରତ କରିବା ସଂଗେ ସଂଗେ ଛାତ୍ରଛାତ୍ରୀମାନଙ୍କୁ ନୂତନତ୍ୱର ସଂଧାନ ତଥା ନବୋନ୍ମେଷ ପଥରେ ଅଗ୍ରସର ହେବା ପାଇଁ ପ୍ରେରଣା ଦେବା
Read More...

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ରବିବାର ଦିନ ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଉଦ୍ୟମରେ ଏକ କମ୍ପ୍ୟୁଟରୀକୃତ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ମାତୃଛାୟାର ପ୍ରତିଷ୍ଠାତା ତଥା ସମାଜସେବୀ ଦେବଦତ୍ତ ତ୍ରିପାଠୀଙ୍କ ମାଁ ହରିମତୀ
Read More...

ରମାଇ ପାହାଡ ମହୋତ୍ସବ ଲୋଇସିଂହା ଆଞ୍ଚଳିକ କମିଟିର ବୈଠକ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ରବିବାର ସନ୍ଧ୍ୟା ୫ ଟା ସମୟରେ ରମାଇ ପାହାଡ ମହୋତ୍ସବ ଲୋଇସିଂହା ଆଞ୍ଚଳିକ କମିଟିର କାର୍ୟ୍ୟକର୍ତ୍ତା ଓ ସଦସ୍ୟ ମାନଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ସ୍ୱାଗତ ଭାଷଣ ଦେବାପରେ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା
Read More...

ଜାତୀୟ ବିଜ୍ଞାନ ମେଳା ପାଳିତ

ପୁଇଁନ୍ତଲା, (ଶ‌ମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଳକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡା ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀର ନିୟମ ପାଳନ କରି ଏ ବର୍ଷର ଵିଷୟ 'ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା
Read More...

ଶିକ୍ଷକ ଏକାଦଶ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଶ୍ରୀ ଦୁର୍ଗେ‌ଶ୍ୱରୀ ଖେଳପଡିଆରେ ଚାଲିଥିବା ଶିକ୍ଷକ ଏକାଦଶ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି ଟୁର୍ନାମେଣ୍ଟରେ ୧୨ ଟି ଦଳ ଅଂଶଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚରେ
Read More...

ଓବିସି ଜନଗଣନା ସରକାରଙ୍କ ସ୍ୱାଗତଯୋଗ୍ୟ ପଦକ୍ଷେପ : ଜିଲ୍ଲା ଓବିସି ମଂଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓବିସି ଜନଗଣନା ସରକାରଙ୍କ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଜିଲ୍ଲା ଓବିସି ମଂଚ ପକ୍ଷରୁ କୁହାଯାଇଛି । ଆହୁରି କୁହାଯାଇଛି ଯେ, ବିଳମ୍ବରେ ହେଲେ ହେଁ କେନ୍ଦ୍ର ସରକାରଙ୍କ ଅନିଛା ସତ୍ୱେ ଓଡିଶା ରାଜ୍ୟ ସରକାର “ପଛୁଆ ବର୍ଗ ଚିହ୍ନଟ ପାଇଁ ଜନଗଣନା” କରିବାକୁ
Read More...

ବରଗଡ଼ର ସ୍ୱାତୀ କୌର : ଶ୍ରୀମତୀ ଭାରତ ପ୍ରତିଯୋଗୀତାରେ ମିସେସ ଡ଼େଜଲିଙ୍ଗ ପାର୍‌ଫର୍‌ମର୍‌ ଘୋଷିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ଝିଅ ସ୍ୱାତୀ କୌର ନିକଟରେ ଗୁଜରାଟର ଅହମଦାବାଦ ଠାରେ ବିପିଆର ଏଣ୍ଟରଟେଣ୍ଟମେଣ୍ଟ ସଂସ୍ଥା ପକ୍ଷରୁ ଆୟୋଜିତ ଶ୍ରୀମତୀ ଭାରତ ପ୍ରତିଯୋଗୀତାରେ ମିସେସ ଡ଼େଜଲିଙ୍ଗ ପାରଫରମର ଘୋଷିତ ହୋଇଛନ୍ତି । ଏହାର ଫାଇନାଲ ଇଭେଣ୍ଟ ଅହମଦାବାଦ ଠାରେ ୧୭ ଫେବୃଆରୀରୁ ୨୦
Read More...

ବିଲେଇସର୍ଡା ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର ‘ମଣିଷକୁ ଆଗେଇବାରେ ବିଜ୍ଞାନ’ ଶୀର୍ଷକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପୁରୋହିତଙ୍କ
Read More...

ଅଖିଳ ଭାରତ କାୟସ୍ଥ ମହାସଭା ସଭାପତିଙ୍କ ବିୟୋଗରେ ବଲାଙ୍ଗିର କରଣ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତ କାୟସ୍ଥ ମହାସଭାର ସଭାପତି ରବି ନନ୍ଦନ ସହାୟଙ୍କ ବିୟୋଗରେ ବଲାଙ୍ଗିର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ସ୍ୱର୍ଗତ ସହାୟଙ୍କ ଅମର ଆତ୍ମାର ଶାନ୍ତି ପାଇଁ କରଣ ସମାଜ ପକ୍ଷରୁ ସ୍ଥାନୀୟ ଚିତ୍ରଗୁପ୍ତ
Read More...