Daily Archives

ନିରାଡ଼ମ୍ବରରେ ପାଳନ ହେଲା ସରସ୍ୱତୀ ପୂଜା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ନିରାଡ଼ମ୍ବର ଭାବେ ସ୍ୱରସ୍ୱତୀ ପୂଜା ପାଳନ ହୋଇଛି । ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ମାଆ ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସକାଳୁ ଉଠି ଛାତ୍ରଛାତ୍ରୀମାନେ
Read More...

ବିମଲାରେ ବାଘ ଆତଙ୍କ : ବନ ବିଭାଗର ସର୍ଚ୍ଚ ଅପରେସନ ଜାରି

କଳାହାଣ୍ଡି, (ଭରତ ବିଶି) : କଳାହାଣ୍ଡି ଜିଲ୍ଲା ଜୟପାଟଣା ରେଞ୍ଜ ବିମଲା ଗାଁରେ ମଙ୍ଗଳବାର ବାଘ ଆତଙ୍କ ଦେଖାଦେଇଛି । ଘଟଣା ପରେ ବନ ବିଭାଗର ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେଙ୍କୁ ଘରୁ ପଦାକୁ ନ ବାହାରିବା ପାଇଁ ସତର୍କ କରାଯାଇଛି । ସୂଚନା ଯୋଗ୍ର ଯେ, ବିମଲା
Read More...

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ COP 26 ଅଧ୍ୟକ୍ଷ ଆଲୋକ ଶର୍ମା ଏମପି

ନୂଆଦି‌ଲ୍ଲୀ, (ପିଆଇବି) : ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମେଳନର ଅଧ୍ୟକ୍ଷ ମାନନୀୟ ଆଲୋକ ଶର୍ମା ଏମପି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । COP ହେଉଛି ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ବ୍ୟବସ୍ଥା ସମ୍ମିଳନୀ (UNFCCC)ର
Read More...

ଭୁବନେଶ୍ୱର ସମେତ ୧୦ଟି ସହରରେ ଆରମ୍ଭ ହେବ ପେୟ ଜଳ ସର୍ବେକ୍ଷଣ ପାଇଲଟ୍ ପ୍ରକଳ୍ପ

● ପାଇଲଟ୍ ପ୍ରକଳ୍ପରୁ ପ୍ରାପ୍ତ ଅଭିଜ୍ଞତା ଆଧାରରେ ଅମୃତ ସହରରେ କାର୍ୟ୍ୟକାରୀ ହେବ ସର୍ବେକ୍ଷଣ● ସମାନତାପୂର୍ଣ୍ଣ ଜଳ ବିତରଣ, ବର୍ଜ୍ୟଜଳ ପୁନଃଉପଯୋଗ ସମ୍ପର୍କରେ ସୂଚନା ସଂଗ୍ରହ କରିବା ଏବଂ ପ୍ରତିଯୋଗିତାମୂଳକ ପ୍ରକ୍ରିୟାରେ ଜଳଉତ୍ସଗୁଡ଼ିକର ମ୍ୟାପିଂ ଲାଗି ହେବ ଏହି ସର୍ବେକ୍ଷଣ
Read More...

କନ୍ଧମାଳରେ ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ବ୍ୟାଡ଼ମିଣ୍ଟନ ପିଚ୍‌ର ଉନ୍ନତିକରଣ କରାଯିବ, କହିଲେ…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସଟଲର୍ସ୍ ଫୁଲବାଣୀ ଆନୂକୂଲ୍ୟରେ ରବିବାର ଠାରୁ ସ୍ଥାନୀୟ ଇନଡୋର ଷ୍ଟାଡିୟମ ଆରମ୍ଭ ହୋଇଥିବା ଜିଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଡ଼ବଲ୍ସରେ ମୋଟ ୪୮ଜଣ ଭାଗନେଇଥିବା ବେଳେ
Read More...

ଜନନାୟକ ଓ ଯୋଦ୍ଧାମାନଙ୍କୁ ଇତିହାସ ସମ୍ମାନ ଦେଇ ନ ଥିବାରୁ ଆମେ ଭ୍ରମ ସଂଶୋଧାନ କରୁଛୁ : ପ୍ରଧାନମନ୍ତ୍ରୀ

ଔପନିବେଶିକ ଶକ୍ତି ଏବଂ ସେହି ମନୋବୃତ୍ତିର ଲେଖକଙ୍କ ଦ୍ୱାରା ରଚିତ ଇତିହାସ, ଭାରତର ଇତିହାସ ନୁହେଁ ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ପ୍ରଦାର୍ପଣ କରୁଥିବା ସମୟରେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହାରାଜ ସୁହେଲ ଦେବ ସ୍ମାରକ ଓ ଚିତ୍ତୌରା ହ୍ରଦ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ

ଭାରତୀୟତାର ପରିଚୟ ସୁରକ୍ଷାରେ ମହାରାଜ ସୁହେଲ ଦେବଙ୍କ ଅବଦାନକୁ ଉପେକ୍ଷା କରାଯାଇଛି : ପ୍ରଧାନମନ୍ତ୍ରୀଇତିହାସ ନିର୍ମାତାଙ୍କ ପ୍ରତି ଲେଖକମାନେ କରିଥିବା ଅନ୍ୟାୟକୁ ଏବେ ସଂଶୋଧନ କରାଯାଉଛି : ଶ୍ରୀ ମୋଦୀଏହି ବସନ୍ତ ଭାରତ ପାଇଁ ନୂଆ ଆଶା ଆଣିଛି ଏବଂ ମହାମାରୀର ନୈରାଶ୍ୟକୁ ପଛରେ ପକାଇ
Read More...

ଶ୍ରୀରାମଚନ୍ଦ୍ର ମିଶନର ୭୫ତମ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଗୃହସ୍ଥ ଜ୍ଞାନ ଏବଂ ଯୋଗ-ଆୟୁର୍ବେଦ କରୋନା ମୁକାବିଲାରେ ବଡ଼ ଭୂମିକା ନିର୍ବାହ କରିଥିଲା : ପ୍ରଧାନମନ୍ତ୍ରୀଭାରତୀୟ ସ୍ୱସ୍ଥ ଓ ନିରାମୟ ବିଚାର ରୋଗର କେବଳ ଚିକିତ୍ସା ମଧ୍ୟରେ ସୀମିତ ନୁହେଁ : ଶ୍ରୀ ମୋଦୀଯୋଗ ଓ ଆୟୁର୍ବେଦ ସମଗ୍ର ବିଶ୍ୱକୁ ସେମାନେ ବୁଝୁଥିବା ଭାଷାରେ ଉପସ୍ଥାପିତ କରାଯିବା
Read More...

ଦିଲ୍ଲୀ କୋର୍ଟର ବଡ ମନ୍ତବ୍ୟ : ଅସ‌ନ୍ତୁଷ୍ଟ‌ଙ୍କୁ ଚୁପ୍ କରିବା ପାଇଁ ଦେଶଦ୍ରୋହ ଆଇନ ଲାଗୁ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ : ଦେଶଦ୍ରୋହ ଆଇନକୁ ନେଇ ଦିଲ୍ଲୀ କୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ଅଦାଲତ କହିଛନ୍ତି ଯେ, ଆନ୍ଦୋଳନକାରୀଙ୍କୁ ରୋକିବା ନାମରେ ବିଦ୍ରୋହୀଙ୍କୁ ନୀରବ କରିବା ପାଇଁ ଦେଶଦ୍ରୋହ ଆଇନ ବ୍ୟବହାର କରାଯାଇପାରିବ ନାହିଁ । ଦେବୀ ଲାଲ ବୁଡ଼ଦାକ ଏବଂ ସ୍ୱରୂପ ରାମଙ୍କୁ କୋର୍ଟ ଜାମିନ
Read More...

ଗାଳ୍ପିକ ବିଜୟ ପ୍ରଧାନଙ୍କ ‘ସରିଯାଇଥିବା ଋତୁ’ ଏବଂ ‘ହୃଦୟର ହାତଗୋଡ଼’ ପୁସ୍ତକ ଉନ୍ମୋଚିତ

ଭବାନୀପାଟଣା, (ପି.କେ. ସାହୁ) : ଗାଳ୍ପିକ ବିଜୟ ପ୍ରଧାନଙ୍କ ଗଳ୍ପ କେବଳ ଏକ ଆନନ୍ଦର ବିଷୟ ନୁହେଁ, ବରଂ ଏକ ଦାୟିତ୍ବବୋଧ ନିର୍ବାହନ କରୁଥିବା ଦସ୍ତାବିଜ । ମଣିଷ ମନର ବିଭିନ୍ନ ଆବେଗକୁ ନୂଆ ଏକ ଢଙ୍ଗରେ ସେ ପରଷି ପାରନ୍ତି । ତେବେ କଥାବସ୍ତୁ ବ୍ୟତୀତ ତାଙ୍କର ଗଢଣକଳା ଗପକୁ ଆହୁରି ଜୀବନ୍ତ ଓ
Read More...