Daily Archives

ସହରରେ ପଶିଲା ଦନ୍ତା ହତୀ : ଲୋକେ ଆତଙ୍କିତ

ଢ଼େଙ୍କାନାଲ : ଦିନକୁ ଦିନ ବଢି ଚାଲିଛି ଆତୀପଲ‌ଙ୍କ ଉପଦ୍ରବ । ସୂଚନା ଯୋଗ୍ୟ ଯେ, ଢେଙ୍କାନାଳ ସହରରେ ପଶିଲା ଦନ୍ତା ଆତୀ । ଏହି ଦନ୍ତା ହାତୀ ଗତ ତିନି ଦିନ ଧରି ଜାରି ରଖିଛି ଉପଦ୍ରବ । ଯାହାକୁ ନେଇ ଢ଼େଙ୍କାନାଲ ସହରର ଶ୍ୟାମଚରଣପୁରବାସୀ ଆତଙ୍କିତ ହୋଇପଡିଛନ୍ତି । ସନ୍ଧ୍ୟା ହେଲେ ହାତୀ
Read More...

ଅସହାୟ ଦିବ୍ୟାଙ୍ଗକୁ ସାହାଯ୍ୟ କେବେ ?

ଟିଟିଲାଗଡ, (ଗୌରବ ଦର୍ଜୀ) : ପରିବାରରେ ପୁଅ ଟିଏ ହେଲେ ଅନେକ ହସ ଖୁସିର ମାହୋଲ ରହିଥାଏ । ଆଉ ପୂର୍ବରୁ ଦୁଇ ଗୋଟି ଝିଅ ପରେ ଯଦି ପୁଅ ଟିଏ ଆସିଥାଏ ତ ଖୁସି ଆଉ କାହିଁରେ କେତେ । ହେଲେ ସେହି ପୁଅ ଯଦି ସୁସ୍ଥ ସବଳ ନ ରହେ ତ ପରିବାର ଉପରେ ଅଦିନିଆ ଝଡ଼ ବୋହି ଆସେ । ଯାହାର ଏକ ଜ୍ଵଳନ୍ତ
Read More...

ବଲାଙ୍ଗିର କପ୍‌ ପ୍ରତିଯୋଗିତାର ସେମିଫାଇନାଲ ମ୍ୟାଚ୍‌ : ଗାନ୍ଧୀନଗର ପଡା ଏବଂ ପାଟଣାଗଡ ଦଳ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମିଶନ ପଡିଆ ଠାରେ ଚାଲିଥିବା ବଲାଙ୍ଗିର କପ୍‌ ପ୍ରତିଯୋଗିତା ସ୍ମାଇଲ୍‌ ଫର୍‌ ଅଲ୍‌ ଫାଉଣ୍ଡେସନ ତରଫରୁ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଗାନ୍ଧୀନଗର ପଡା ଏବଂ ୟଙ୍ଗ୍‌ ଷ୍ଟୁଡେଣ୍ଟ କଲେଜ ଛକ ଦଳ ମଧ୍ୟରେ ଖେଳାଯାଇଥିଲା । ୟଙ୍ଗ୍‌ ଷ୍ଟୁଡେଣ୍ଟ
Read More...

ଉପରଝର ୫ମ ମହା ଶିବରାତ୍ରି ଓ ୧୬ ପ୍ରହରୀ ଜାଗରଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝରରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା ପାଇଁ ବୁଧବାର ସନ୍ଧ୍ୟାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାଶିବରାତ୍ରି ଜାଗର ଯାତ୍ରାର ସଭାପତି ଅନନ୍ତ ବିଶ୍ଵାଳଙ୍କ ସଭାପତିତ୍ବ ଓ ସମ୍ପାଦକ ବିରଞ୍ଚି ନାଏକଙ୍କ ନେତୃତ୍ୱରେ ସ୍ଥାନୀୟ ମାଁ ପାଟଖଣ୍ଡା
Read More...

ତେଲନଦୀ ଖଣ୍ଡିରେ ବିଜେଡିର କର୍ମୀ ସମାବେଶ : ବ୍ଲକର ବିକାଶ କାମରେ ବାଧା ହେଉଥିବାରୁ ଆଗାମୀ ଦିନରେ ହେବ ବ୍ଲକ ଘେରାଉ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅର୍ଜୁନପୁର ବ୍ରାମଣିପଳା ସ୍ଥିତ ତେଲନଦୀ ଖଣ୍ଡିରେ ବୁଧବାର ଦିନ ୧୧ଟା ସମୟରେ ଏକ ବିଜେଡ଼ି କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମାବେଶକୁ ଦେଓଗାଁ ବ୍ଳକ ବିଜେଡି ଯୁବ ସଭାପତି ଶୈଳେନ୍ଦ୍ର ସାହୁ ପରିଚାଳନା କରି ସଭାପତିତ୍ୱ
Read More...

ଭିନ୍ନକ୍ଷମ ମାନଙ୍କ ଅଧିକାର ସଂପର୍କିତ ସଚେତନତା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆମେ ସୁସ୍ଥ ସବଳ ସବୁ କାମରେ ସକ୍ଷମ ବୋଲି ଅହଂ ଭାବ ଦେଖାଇବା ଅନୁଚିତ । କାରଣ ଦିନେ ନା ଦିନେ ପ୍ରତ୍ୟେକ ମଣିଷକୁ ଭିନ୍ନକ୍ଷମ ଅବସ୍ଥା ଦେଇ ଗତି କରିବାକୁ ପଡିବ । ଆମର ବୃଦ୍ଧାବସ୍ଥାରେ ହୁଏତ ଆଖି ଠିକରେ ଦେଖା ଯାଉନଥିବ କିମ୍ବା କଥା ଶୁଭୁନଥିବ । ଯେଭଳି
Read More...

ମା’ ଦୁଲ୍ଲାଦେଇଙ୍କ ପୀଠରେ ଅଷ୍ଟପ୍ରହରୀ ଓ ନାମଯଜ୍ଞ ମହାସମାରୋହରେ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ସୁଜନପୁର ଗ୍ରାମ ପଞ୍ଚାୟତର ଗୋଡ଼ିସାହି ଗ୍ରାମରେ ଆରାଧ୍ୟା ଦେବୀ ମା’ ଦୁଲ୍ଲାଦେଇଙ୍କ ପୀଠରେ ଅଷ୍ଟପ୍ରହରୀ ଓ ନାମଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ମା’ ଦୁଲ୍ଲାଦେଇ କମିଟିର ସଭାପତି ସଂଜୟ କୁମାର ଶ୍ରୀଚନ୍ଦନ,
Read More...

କମଳିନୀ ଏସଏଚଜିରେ ଚାଷୀଙ୍କ ନାଁରେ ଧାନ ବିକୁଛନ୍ତି ବେପାରୀ : ତଦନ୍ତ ହେବ, କହିଲେ ଜିଲ୍ଲାପାଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଧାର କରଜ ଆଣି ଚାଷୀ ବିଲରେ ଧାନ ବୁଣି ଅମଳ କରିଥାଏ । ଭଲ ଅମଳ ହେଲେ କିଛି ଟଙ୍କା ମିଳିବ ଓ ପରିବାର ପୋଷଣ କରିବ । ଏଭଳି ଅନେକ ଆଶା ନେଇ ଚାଷୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଲିଥାଏ । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଗ୍ରାମରେ ଥିବା
Read More...

ବନ୍ଧୁ ମିଳନ ସମାରୋହ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିନଂଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ୧୯୮୫ମସିହାରୁ ୧୯୮୮ମସିହା ପର୍ୟ୍ୟନ୍ତ ଯେଉଁ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିଲେ ସେମାନଙ୍କ ମଧ୍ୟରେ ଏକ ବଂଧୁ ମିଳନ ମହା ସମାରୋହରେ ପାଳନ ହୋଇଯାଇଛି । ପୁରାତନ ଛାତ୍ର ତଥା
Read More...

ଦିବଙ୍ଗତ ନେତା ମୁନା ନନ୍ଦଙ୍କୁ କଂଗ୍ରେସର ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିବଙ୍ଗତ ଯୁବ ନେତା ତଥା ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ମୁନା ନନ୍ଦଙ୍କ ଅକାଳ ବିୟୋଗ ଘଟିଛି । ଆଜି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଅମର ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ କଂଗ୍ରେସ ସଂଗଠନ ପାଇଁ ତାଙ୍କର ବିୟୋଗ ଏକ ଅପୁରଣୀୟ
Read More...