Daily Archives

ବଲାଙ୍ଗିର ଲ’ କଲେଜରେ ଶ୍ରଦ୍ଧାଞ୍ଜଳି : ଅସମୟରେ ଚାଲିଗଲେ ନିତେଇ

ବଲାଙ୍ଗିର, (ଦେବାଶିଷ ମିଶ୍ର) :ବଲାଙ୍ଗିର ଆଇନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ମହାବିଦ୍ୟାଳୟର ରାତ୍ର ଜଗୁଆଳି ନିତେଇ ଚରଣ ପଟେଲଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜୀବ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ…
Read More...

କୋଭିଡ୍‌ ଟୀକା ନେବା ପରେ ଦୁଇ ନର୍ସିଂ ଛାତ୍ରୀ ଅସୁ‌ସ୍ଥ, ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦାଇପାଲି ସାଇଟ୍ ନର୍ସିଂ କଲେଜ୍‌ର ଦୁଇ ଜଣ ଛାତ୍ରୀ କୋଭିଡ୍ ଟୀକା ନେବା ପରେ ଅସୁ‌ସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି । ଅସୁ‌ସ୍ଥ ଦୁଇ ଛାତ୍ରୀଙ୍କୁ କଲେଜ ମେଟ୍ରନ୍ ଏକ ଅଟୋରେ ଆଣି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତି…
Read More...

ଆଫଗାନିସ୍ତାନରେ ଲାଲନ୍ଦର “ଶତୁତ” ଡ୍ୟାମ ନିର୍ମାଣ ପାଇଁ ବୁଝାମଣା ସ୍ଵାକ୍ଷରିତ

ନୂଆଦି‌ଲ୍ଲୀ, (ପିଆଇବି) : ଆଫଗାନିସ୍ତାନରେ ଲାଲନ୍ଦର (ଶତୁତ) ଡ୍ୟାମ ନିର୍ମାଣ ପାଇଁ ବୁଝାମଣା (ଏମଓୟୁ) ସ୍ଵାକ୍ଷରିତ ସମାରୋହ ଫେବୃଆରୀ ୦୯, ୨୦୨୧ରେ ଭିଟିସି ମାଧ୍ୟମରେ ସମ୍ପନ୍ନ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆଫଗାନିସ୍ତାନ ରାଷ୍ଟ୍ରପତି ମହାମହିମ ଡଃ ମହମ୍ମଦ ଅଶରଫ…
Read More...

କୁଠୁର୍ଲା ଦୁଗ୍ଧ ଉତ୍ପାଦକ କେନ୍ଦ୍ରକୁ ବଲାଙ୍ଗିର ଜିଲ୍ଲାପାଳଙ୍କ ପରିଦର୍ଶନ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ବଲାଙ୍ଗିର ସଦର ବ୍ଲକ ଭୁତିଆରବାହାଲ ପଞ୍ଚାୟତର କୁଠୁର୍ଲା ଦୁଗ୍ଧ ଉତ୍ପାଦକ କେନ୍ଦ୍ରକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ପରିଦର୍ଶନ କରି ଗୋ-ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି । ଓମଫେଡର ଜିଏମ ଡ଼ା. ସରୋଜ ସାହୁ ଓ ବିକେଏନର କର୍ମଚାରୀମାନେ…
Read More...

କୁତୁର୍ଲା ଦୁଗ୍ଧ ଉତ୍ପାଦନ ସମବାୟ ସମିତିର ବାର୍ଷିକ ବୈଠକ : ନରେଗା ଯୋଜନା ଭଳି ଗାଈ ଚାଷ ମଧ୍ୟ ଦାରିଦ୍ର ଦୂରୀକରଣ…

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦେଓଗାଁ ବ୍ଳକ କୁତୁର୍ଲା ସ୍ଥିତ ଶିବ ଶଙ୍କର ଦୁଗ୍ଧ ଉତ୍ପାଦନ ସମବାୟ ସମିତିର ବାର୍ଷିକ ବୈଠକ ସ୍ଥାନୀୟ ସୋନଗଡ଼ ନଦୀକୂଳରେ ଅନୁ‌ଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଶିବ ଶଙ୍କର ଦୁଗ୍ଧ ଉତ୍ପଦକ ସମବାୟ ସମିତିର ସଂପାଦକ ସଞ୍ଜିବ ପଧାନ ପରିଚାଳନା…
Read More...

ରାଜ୍ୟ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲ୍ଲା ପାଇଁ ଦୁଇଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲ୍ଲା ପାଇଁ ଦୁଇଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦିତ ହେବା ପରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସଙ୍କ ତତ୍ତ୍ୱାବଧାନରେ ମହିଳା ଜ‌ନ୍ମ ଦେଇଥିବା ଦୁଇ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସଙ୍କ ତତ୍ତ୍ୱାବଧାନରେ ମହିଳା ଜ‌ନ୍ମ ଦେଇଥିବା ଦୁଇ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ହେବ ବୋଲି କହିଛ‌ନ୍ତି ଜିଲ୍ଲାପାଳ । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନାରେ ଡାକ୍ତର ରହିଥିଲେ ମଧ୍ୟ…
Read More...

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ହେମାଲି ଶ୍ରମିକଙ୍କ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଉପକଣ୍ଠସ୍ଥ କେନ୍ଦପାଲି ପଣ୍ୟାଗାର ନିଗମର ଗତ ଜୁନ ମାସରୁ ବନ୍ଦ୍ ରହିଥିବା ଯୋଗୁଁ ସେଠାରେ ଶ୍ରମିକ ଭାବେ କାର୍ୟ୍ୟ କରୁଥିବା ଶତାଧିକ ହେମାଲି ରୋଜଗାର ହରାଇ ହଇରାଣ ହେଉଛନ୍ତି । ପଣ୍ୟାଗାର କାର୍ୟ୍ୟକ୍ଷମ କରି ଶ୍ରମିକଙ୍କୁ ରୋଜଗାର ଯୋଗାଇବାକୁ…
Read More...

ଶ୍ରୀରାମ ଜନ୍ମଭୂମି ନିଧି ସମର୍ପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀରାମ ଜନ୍ମଭୂମି ପବିତ୍ର ତୀର୍ଥ କ୍ଷେତ୍ର ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ସକାଶେ ନିଧି ସମର୍ପଣ ପାଇଁ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଘେସରାରେ ଏକ ନିଧି ସଂଗ୍ରହ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମବାସୀଙ୍କୁ ସାଧ୍ୟମତେ…
Read More...

ହାର୍ଡୱେର ଦୋକାନରେ ଭୟାବହ ଅଗ୍ନିକା‌ଣ୍ଡ

ନର୍ଲା : ଗତକାଲି ସନ୍ଧ୍ୟାରେ ନର୍ଲା ବସଷ୍ଟାଣ୍ଡ ନିକଟସ୍ଥ ହନୁମାନ ଏଣ୍ଟରପ୍ରାଇଜେସ ଇଲେକ୍ଟ୍ରୋନିକ ଓ ହାର୍ଡୱେର ଦୋକାନରେ ଭୟାବହ ଅଗ୍ନିକା‌ଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଥିରେ ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ସଟସର୍କିଟ ପାଇଁ ଅଗ୍ନିକାଣ୍ଡ…
Read More...