Daily Archives

ଜେଲରେ ମିଳିବ କନ୍ଧମାଳ ହଳଦୀ

ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରେ ଏଣିକି କନ୍ଧମାଳ ହଳଦୀ ଉପଲବ୍ଧ ହେବ । ବୁଧବାର କାରାଗାର ପରିସରରେ ଏକ କାଉଣ୍ଟର ଖୋଲାଯାଇ ହଳଦୀ ସାଙ୍ଗକୁ ଅଟା, ବେସନ ବିକ୍ରି ଆରମ୍ଭ ହୋଇଛି । ସୁପରିଟେଣ୍ଡେଣ୍ଟ ବୀରେନ ସାହୁ ଏହାକୁ ଉଦ୍‌ଘାଟନ କରି କହିଥିଲେ, ଜେଲ ପରିସରରେ ଅଟା, ହଳଦୀ ଓ ବେସନ
Read More...

ଜଗନ୍ନାଥ ମହାନ୍ତଙ୍କୁ ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ

ପାଟଣା : ଫେସ୍ ଅଫ୍ ଫ୍ୟୁଚର ଇଣ୍ଡିଆ ପକ୍ଷରୁ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ନୂଆଗାଁ ଗ୍ରାମର ଯୁବ ପ୍ରତିଭା ତଥା ପିପିଳିଆ କଲେଜର ପୂର୍ବତନ ଛାତ୍ର ଜଗନ୍ନାଥ ମହାନ୍ତଙ୍କୁ ଚଳିତ ବର୍ଷର ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ ମିଳିଛି । ସେ ବିଭିନ୍ନ ସାମାଜିକ ସଂଗଠନ ସହ ସକ୍ରିୟ
Read More...

ଅବସରପ୍ରାପ୍ତ ଓଡ଼ିଶା ଫରେଷ୍ଟ କର୍ପୋରେସନର ଜେନେରାଲ ମ୍ୟାନେଜର ସୁଦାମ ଚରଣ ଦାଶଙ୍କ ପରଲୋକ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ଓଡ଼ିଶା ଫରେଷ୍ଟ କର୍ପୋରେସନର ଜେନେରାଲ ମ୍ୟାନେଜର ସୁଦାମ ଚରଣ ଦାଶଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏବର ବରଗଡ଼ ଜିଲ୍ଲାର ସତଲମା ଗାଁରେ ଜନ୍ମିତ ସୁଦାମ ଚରଣ ଦାଶଙ୍କ ପିତା ଥିଲେ ଦିବଂଗତ ସ୍ଵାଧୀନତା ସଂଗ୍ରାମୀ ଅରୁଣ ଦାଶ । ଛୋଟ ବେଳୁ
Read More...

ନୂତନ ସହକାରୀ ନିବନ୍ଧକଙ୍କ କାର୍ଯ୍ୟଭାର ଗ୍ରହଣ

ଭଦ୍ରକ : ଭଦ୍ରକ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟରେ ବିକାଶ ଚନ୍ଦ୍ର ନାୟକ ନୂତନ ଭାବେ ପଦଭାର ସମ୍ଭାଳିବା ଅବସରରେ କର୍ମଚାରୀ ତଥା ସମିତି ମାନଙ୍କରେ କର୍ମଚାରୀ ଓ ୟୁନିୟନ୍ କର୍ମକର୍ତ୍ତାଙ୍କ ଗହଣରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉପ ସହକାରୀ ନିବନ୍ଧକ
Read More...

୧୫ ଦିନ ନ ପୂରୁଣୁ ଜାତୀୟ ରାଜପଥରୁ ଉଠିଗଲା ପିଚୁ : ନିମ୍ନ ମାନର ରାସ୍ତା କାମକୁ ନେଇ ଅସନ୍ତୋଷ, ତଦନ୍ତ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳ ଓ ସହରାଚଂଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି । ହେଲେ ୧୫ ଦିନ ନ ପୂରୁଣୁ ଜାତୀୟ ରାଜପଥ ୨୬ନଂ.ର ପିଚୁ ଗୁଡିକ ଉଠିବାରେ ଲାଗିଲାଣି । ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ ମଧ୍ୟ
Read More...

ଲୁଟେରା ଗ୍ୟାଙ୍ଗ୍ ସହ ବନ୍ଧୁକ ଓ ଗୁଳି ଜବତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସକୁ ମିଳିଛି ବଡ଼ ସଫଳତା । ମଙ୍ଗଳବାର ୪ ଜଣ ଲୁଟେରାଙ୍କୁ ପୋଲିସ କାବୁ କରିଥିବା ବେଳେ ବେଆଇନ ବନ୍ଧୁକ ରଖିଥିବା ଅଭିଯୋଗରେ ଖଲ୍ଲିିକୋଟ ବ୍ଲକ କୈରାଶି ପଞ୍ଚାୟତର ସମିତି ସଭ୍ୟଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।
Read More...

ବାଦିପଡା ଲାନ୍ଥ ନଦୀ ସେତୁ ବିଳମ୍ବ ନେଇ ମନ୍ତ୍ରୀଙ୍କୁ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଲୋକମାନଙ୍କ ସୁବିଧା ପାଇଁ ଅନେକ ଗୁଡିଏ ଯୋଜନା ହାତକୁ ନେଇଛନ୍ତି । କିନ୍ତୁ ସରକାରଙ୍କ ନଦୀ ସେତୁ ଯୋଜନା ଫେଲ୍‌ ହୋଇଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ସଇଁନ୍ତଲା ବ୍ଲକର ସଇଁନ୍ତଲା-ବାଦିପଡାକୁ ସଂଯୋଗ କରୁଥିବା ଲାନ୍ଥନଦୀ ସେତୁ ନିର୍ମାଣ
Read More...

ସୁଟିଂ ସେଟ୍‌ରେ ଲାଗିଲା ନିଆଁ

ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଏବଂ ପ୍ରଭାସଙ୍କ ଆଗାମୀ ଫିଲ୍ମ 'ଆଦିପୁରୁଷ'ର ସୁଟିଂ ବେଳେ ଗୋରେଗାଓଁ ସ୍ଥିତ ସେଟ୍‌ରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ପାଖାପାଖି ୫୦ରୁ ୬୦ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରଭାସ ଏବଂ ସୈଫ ଅଲ୍ଲୀ ଖାନ ସୁଟିଂ ବେଳେ ନ ଥିବା ଜଣାପଡିଛି ।
Read More...

ଉଚ୍ଚ ସ୍ତରୀୟ କମିଟିର ନୃସିଂହନାଥ ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ, ଜଳ ସମ୍ପଦ ବିଭାଗର ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ,
Read More...

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାକୁ ନେଇ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ

ଢ଼େଙ୍କାନାଳ : ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାକୁ ନେଇ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଶେଷ ହୋଇଯାଇଛି । ଆସନ୍ତା ୨୫ ରୁ ଆରମ୍ଭ ହେବ ପ୍ରସିଦ୍ଧ ଯୋରନ୍ଦା ମେଳା । ରାଜ୍ୟ ତଥା ରାଜ୍ୟ ବାହାରେ ଜଣାଶୁଣା ମହିମା ଧର୍ମର ମୁଖ୍ୟପୀଠ ଢେଙ୍କାନାଳର ଜୋରନ୍ଦାସ୍ଥିତ ମହିମା ଗଦିରେ
Read More...