Daily Archives

ଜାତୀୟ ରାଜପଥ ନିର୍ମାଣରେ ପଶ୍ଚିମ ଓଡିଶାକୁ ଅବହେଳା : ନରସିଂହ

ପଶ୍ଚିମ ଓଡିଶା ଓ ଉପକୂଳ ଓଡିଶା ବିକାଶରେ ସମାନତା ଦାବୀ କଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କାଲି ରାଜ୍ୟରେ ଥିବା ଜାତୀୟ ରାଜପଥ ନିର୍ମାଣ ଓ ଉନ୍ନତିକରଣ ପାଇଁ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କ ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ…
Read More...

ବଲାଙ୍ଗିର ଜିଲ୍ଲାରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କରର ସୈାଦର୍ଯ୍ୟକରଣ ଏବଂ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କରର ସୈାଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ ଖୁବ୍‌ ଶିଘ୍ର ଆରମ୍ଭ କରାଯିବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚ ସ୍ତରୀୟ କମିଟି ଆଜି ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ହରିଶଙ୍କର…
Read More...

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ : ପୁରୁଣା ଗାଡି ଉପରେ ଲାଗୁ ହେବ ଗ୍ରୀନ୍ ଟ୍ୟାକ୍ସ

ଭୁବନେ‌ଶ୍ୱର : ଓଡିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ପ୍ରଦୂଷଣ ହ୍ରାସ କରିବା ଲାଗି ପୁରୁଣା ଗାଡି ଉପରେ ଗ୍ରୀନ ଟ୍ୟାକ୍ସ ଲାଗୁ ପାଇଁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି । କେତେ ବର୍ଷର ପୁରୁଣା ଗାଡି ଉପରେ କେତେ ଟଙ୍କାର ଟ୍ୟାକ୍ସ ଲାଗୁ ହେବ ତାହା ମଧ୍ୟ ଏଥିରେ ସ୍ପଷ୍ଟ କରାଯାଇଛି ।…
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନଂ. ୧୫ରୁ ଓ ପାଟଣାଗଡ ଏନ୍‌ଏସି ୱାର୍ଡ ନଂ.୧୦ରୁ ଜଣେ ଲେଖାଁଏ ସଂକ୍ରମିତ ହୋଇଛନ୍ତି ।
Read More...

ଆଇଟିଆଇ ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି ଛାଡ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଆଇଟିଆଇରେ ପାଠ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ନଅ ମାସର ହଷ୍ଟେଲ ଫିସ୍ ଛାଡ କରାଯାଇଛି । ତେବେ ଆଜି ଏହି ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି । ଏହାଦ୍ୱାରା ସରକାରୀ ଆଇଟିଆଇରେ ପଢୁଥିବା ରାଜ୍ୟର ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ…
Read More...

ଆସନ୍ତା ୬ ତାରିଖରୁ ଆରମ୍ଭ ହେବ କଳିଙ୍ଗ ଧଉଳି ମହୋତ୍ସବ

ଭୁବନେଶ୍ୱର : ଧଉଳି ଶାନ୍ତିସ୍ତୁପ ପାଦ ଦେଶରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ କଳିଙ୍ଗ ଧଉଳି ମହୋତ୍ସବ । ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବର କାର୍ଯ୍ୟକ୍ରମ ଆରମ୍ଭ ହେବ ଓଡିଶୀ ଗୁରୁ ଅରୁଣା ମହାନ୍ତିଙ୍କ ନୃତ୍ୟ ପରିବେଷଣରୁ । ଏହା ପରେ କୋଲକାତାର କଳାକାର ଅସୀମାବନ୍ଧୁ…
Read More...

ତୃଣମୂଳ କଂଗ୍ରେସ ଛାଡିଥିବା ନେତାଙ୍କ ବିରୋଧରେ ମମତା ବାନାର୍ଜୀ‌ଙ୍କ ଆକ୍ଷେପ

କୋଲକାତା : ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେବା ପାଇଁ ତୃଣମୂଳ କଂଗ୍ରେସ(ଟିଏମସି) ଛାଡିଥିବା ରାଜୀବ ବାନାର୍ଜୀଙ୍କ ନାମ ନରଖି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ କାର୍ୟ୍ୟକାଳ ମଧ୍ୟରେ ଜଙ୍ଗଲ ବିଭାଗ ନିଯୁକ୍ତିରେ ଅନିୟମିତତା ହୋଇଛି ।…
Read More...

ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣର ସମୟ ସୀମା ଆସନ୍ତା ୧୦ ତାରିଖ ଯାଏଁ ବୃଦ୍ଧି

କଟକ : ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣର ସମୟ ସୀମାକୁ ଆସନ୍ତା ୧୦ ତାରିଖ ଅର୍ଥାତ ଫେବୃଆରୀ ୧୦ ଯାଏଁ ବୃଦ୍ଧି କରିଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ । ପୂର୍ବରୁ ଫେବ୍ରୁଆରୀ ୨ ତାରିଖ ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିଲା । ତେବେ ଆସନ୍ତା ମେ ୩ରୁ ୧୫ ଯାଏଁ…
Read More...

ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ପଦ୍ମପୁର ଚମ୍ପିଆନ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ବ୍ଳକ ଅନ୍ତର୍ଗତ ପହଣ୍ଡି ଗ୍ରାମ ଠାରେ ଦୀର୍ଘ ୨ ଦିନ ଧରି ପ୍ରଥମ ମାଁ ବାଞ୍ଜତଲିଏନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୮୦ ଟି ଦଳ ଅଂଶଗ୍ରହଣ କରି ତାଙ୍କ ଚମକପ୍ରଦ ଖେଳ ଦେଖାଇଥିଲେ । ପଦ୍ମପୁରର…
Read More...