Daily Archives

ବଲ୍ଲଭ କରୁଣା ମେମୋରିଅଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପ ଖଣ୍ତ ଧୁମାଭଟା ଗ୍ରାମରେ ବଲ୍ଲଭ କରୁଣା ମେମୋରିଅଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ତ୍ରିଦିବସୀୟ ଟୁର୍ଣ୍ଣାମେଣ୍ଟକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅର୍ଜ୍ଜୁନ ଭିଲ, ଅବସର ପ୍ରାପ୍ତ ଶିକ୍ଷକ ସୌକିଲାଲ ପାଣ୍ତେ ଅତିଥି ଭାବରେ ଯୋଗଦାନ
Read More...

ଜାମସେଠ ଗାଁରେ ମୋ ସ୍କୁଲ ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ଜାମସେଠ ମନ୍ଦିର ପରିସରରେ ପ୍ରଧାନ ଶିକ୍ଷକ ଲଦ୍ରୋ ଗଏଁତାଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବ୍ଳକ ସ୍ତରୀୟ କମିଟିରେ ଦୟାନିଧି କୈବର୍ତ୍ତ, ମହାଦେବ ବେହେରା, କେଦାରନାଥ ରାଉତ ଯୋଗଦାନ କରି ମୋ
Read More...

ପ୍ରେମ ସମ୍ପର୍କକୁ ନେଇ ସଂଘର୍ଷ : ୫ ଆହତ, ୨ ଗୁରୁତର

ତୁଷୁରା, (ଅଜିତ କୁମାର ସାହୁ) : ତୁଷୁରା ଥାନା ପେଣ୍ଡିମୁଣ୍ଡା ଗାଁରେ ପ୍ରେମ ସମ୍ପର୍କକୁ ନେଇ ଗୋଷ୍ଠୀ ସଂଘର୍ଷ ହେବାରୁ ୫ ଜଣ ଆହତ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ଶନିବାର ରାତିରେ ପେନ୍ଦିମୁଣ୍ଡା ଗାଁର ସୁବୋଧ
Read More...

ସୋନଗଡ ନଦୀ ଭିତରୁ ଯୁବକର ଶବ ଉଦ୍ଧାର : ଶବ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ, ଅପମୃତ୍ୟୁ ମାମଲା ରୁଜୁ କଲା ପୁଲିସ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଦେଓଗାଁ ପଞ୍ଚାୟତ କଛାରପାଲି ଗାଁର ମଦନପାଲି ନିକଟସ୍ଥ ସୋନଗଡ଼ ନଦୀ ଭିତରୁ ରବିବାର ଦିନ ଜଣେ ଯୁବକର ମୃତ ଦେହକୁ ଦେଓଗାଁ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଦେଓଗାଁ ଗ୍ରାଜୁଏଟପଡ଼ାର ବୋଲି ଜଣାପଡିଛି । ସେ ମାନସିକ ରୋଗାକ୍ରାନ୍ତ ଯୋଗୁଁ
Read More...

ଭାରତୀୟ ସେନାର ଅବସରପ୍ରାପ୍ତ ସୈନିକଙ୍କୁ ୧୯୯୨ ମସିହା ମ୍ୟାଟ୍ରିକ ବ୍ୟାଚ୍‌ ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେିପଏନ୍‌ଏସ୍‌) : ଭାରତୀୟ ସେନା (ସିଗିନାଲ୍‌ ରେଜିମେଣ୍ଟ)ର ସୈନିକ ଭୈରବ ପ୍ରସାଦ ମିଶ୍ର ଦୀର୍ଘ ୨୪ ବର୍ଷ କାଳ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରେ ଦେଶ ମାତୃତାର ସେବାକରି ନିଜସ୍ୱ ମାଟିକୁ ଫେରିଛନ୍ତି । ଖବର ପାଇବା ପରେ ୧୯୯୨ ମସିହା ମ୍ୟାଟ୍ରିକ ବ୍ୟାଚ୍‌ ପୂର୍ବତନ ଛାତ୍ର
Read More...

ଓଜେୟୁ ବୌଦ୍ଧ ଶାଖାର ସାଧାରଣ ପରିଷଦ ସଭା ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମନୋନୟନ : ସୁକାନ୍ତ ପଟ୍ଟନାୟକ ସଭାପତି,…

ବୌଦ୍ଧ, (ବଂଶୀଧର ମାଝୀ) : ସାମ୍ବାଦିକ ସର୍ବଦା ନିଜକୁ ସଂଜମତା ଓ ଶାଳୀନତା ରକ୍ଷାକରି କର୍ମ କରିବା ଉଚିତ । ଅତୀତର ଘଟଣାବଳିକୁ ତର୍ଜମା କରି ଓ ବର୍ତ୍ତମାନର ସ୍ଥିତିକୁ ପରଖି ଭବିଷ୍ୟତ ଗଠନ ପାଇଁ କାମ କରିବା ହିଁ ପ୍ରକୃତ ସାମ୍ବାଦିକର ଧର୍ମ ବୋଲି ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ବୌଦ୍ଧ
Read More...

ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ସୋହେଲା ଡାକ ବଙ୍ଗଳା ଠାରେ ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ବୈଠକ ଅସିତ୍ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଜିଲ୍ଲା ଓ ବ୍ଲକ ପ୍ରତିନିଧି ଏହି ସଭାରେ ଯୋଗ ଦେଇଥିଲେ । କୋରୋନାରେ
Read More...

ଲୋଇସିଂହା ବିଶ୍ୱ କଲ୍ୟାଣ ନାଗରିକ କମିଟି ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଜମିଦାରଙ୍କ ରାଜବାଟି ଠାରେ ବିଶ୍ୱ କଲ୍ୟାଣ ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ସଭାପତି ଜୟକୃଷ୍ଣ ସିଂରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପ୍ରଶାନ୍ତ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ନାଗରିକ କମିଟିର
Read More...

କୋସଲି ଡେରା ତରଫରୁ ଆୟୋଜିତ ହେଲା କୋସଲି କବିତା ଆସର

ପାଟଣାଗଡ, (ପୁସ୍ତମ ଯୁଆଡି) : ପାଟଣାଗଡ ମହିମା ଆଶ୍ରମ ବଂଜାରି ଠାରେ କୋସଲି ଡେରା ତରଫରୁ କୋସଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଲାଲଚନ ବଗର୍ତ୍ତୀଙ୍କ ଆହ୍ବାନରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଭକ୍ତବନ୍ଧୁ ବିଶ୍ବାଲ ପୌରୋହିତ୍ୟ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବରେ ସଂଯୁକ୍ତା
Read More...

ଟାଲରେ ମୋ’ ବିଦ୍ୟାଳୟ ଅଭିଯାନ ତଥା ପୋଷ୍ୟ ବିଦ୍ୟାଳୟ ଗ୍ରହଣ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଟାଲ୍ ଗ୍ରାମରେ ମୋ' ବିଦ୍ୟାଳୟ ଓ ପୋଷ୍ୟ ବିଦ୍ୟାଳୟ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭୁବନେଶ୍ୱର ଅତିରିକ୍ତ ତହସିଲଦାର ମହେନ୍ଦ୍ର କୁମାର ବଢେଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ସହିତ ଉତ୍ସବକୁ ଆରମ୍ଭ
Read More...