pakka

କୋସଲି ଡେରା ତରଫରୁ ଆୟୋଜିତ ହେଲା କୋସଲି କବିତା ଆସର

bbehera

ପାଟଣାଗଡ, (ପୁସ୍ତମ ଯୁଆଡି) : ପାଟଣାଗଡ ମହିମା ଆଶ୍ରମ ବଂଜାରି ଠାରେ କୋସଲି ଡେରା ତରଫରୁ କୋସଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଲାଲଚନ ବଗର୍ତ୍ତୀଙ୍କ ଆହ୍ବାନରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଭକ୍ତବନ୍ଧୁ ବିଶ୍ବାଲ ପୌରୋହିତ୍ୟ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବରେ ସଂଯୁକ୍ତା ପରିଛ୍ଛା, ମୁଖ୍ୟ ବକ୍ତା ଭାବରେ ସୁରୁଚି ମିଶ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରାଜେନ୍ଦ୍ର କୁମାର ମହାନ୍ତି, ପଦ୍ମପୁର ବରଗଡଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଦ୍ବିତୀୟ ଅଧିବେଶନର କବିତା ଆସରକୁ ସନ୍ତୋଷ କୁମାର ଦାଶ, କ୍ଷୀରୋଦ୍ର କୁମାର ସାହୁ ସଂଯୋଜନା କରିଥିଲେ । ଧରମ ସିଂ ଧରୁଆ, ଟୁକୁ ପଣ୍ଡା, ଶାନ୍ତନୁ ବୁଧିଆ, ପିଣ୍ଟୁ ମେହେର, ପ୍ରହଲ୍ଲାଦ ସାହୁ, ସାବିତ୍ରୀ ସାହୁ, ବୀର କିଶୋର ଶତପଥି, ନାରାୟଣ ବରିହା, ପଞ୍ଚାନନ ଷାଣ୍ଢ ପ୍ରମୁଖ କବିତା ପାଠ କରିଥିଲେ ।

jay balangir
Leave A Reply

Your email address will not be published.

2 × 1 =

error: Content is protected !!