Daily Archives

ବଡ଼ ଧୁମଧାମରେ ପାଳିତ ହେଲା ପ୍ରତ୍ୟକ୍ଷ ଦେବୀ ଜୀଣ ଭବାନୀ ମାତାଙ୍କର ମଙ୍ଗଳପାଠ ଗାନ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲେଟ ବ୍ଲକ ଗତ ରବିବାର ଦିନ ଚିଖିଲି ଗ୍ରାମରେ ଥିବା ପ୍ରତ୍ୟକ୍ଷ ଦେବୀ ଜୀଣ ଭବାନୀ ମାତାଙ୍କର ମଙ୍ଗଳପାଠ ଗାନ ମହୋତ୍ସବ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି । କର୍ତ୍ତା ଜୟପ୍ରକାଶ ଅଗ୍ରୱାଲ ଓ ପୁରୁଷୋତ୍ତମ ଅଗ୍ରୱାଲଙ୍କ
Read More...

ପାଇକମାଲ ଚାଷୀ ମୃତ୍ୟୁକୁ ନେଇ ଜିଲ୍ଳାପାଳ କାର୍ୟ୍ୟାଳୟ ସମ୍ମୁଖରେ କଂଗ୍ରେସର ନୀରବ ପ୍ରାର୍ଥନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଧାନ ବିକ୍ରୀ କରି ନ ପାରି ବରଗଡ଼ ଜିଲ୍ଳା ପାଇକମାଲ ବ୍ଳକ ସମ୍ବଲପୁରୀ ଗ୍ରାମରେ ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ଘଟଣାକୁ ନେଇ ଜିଲ୍ଳା କଂଗ୍ରେସ ତରଫରୁ ଉଦବେଗ ପ୍ରକାଶ ପାଇଛି । ଏହି ମର୍ମରେ ବରଗଡ଼ ଜିଲ୍ଳା କଂଗ୍ରେସ ତରଫରୁ ଜିଲ୍ଳାପାଳ କାର୍ୟ୍ୟାଳୟ
Read More...

ମାର୍ଚ୍ଚ ମାସରେ ସୋହେଲା ଠାରେ ଚର୍ତୁବେଦ ମହାଯଜ୍ଞ ଆୟୋଜିତ ହେବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆର୍ନ୍ତଜାତିକ ସତ୍ୟ ଚେତନା ଆଧ୍ୟାତ୍ମିକ ଆନ୍ଦୋଳନର ସଂସ୍ଥାପକ ସଦଗୁରୁ ସ୍ୱାମୀ ଆତ୍ମାନନ୍ଦଜୀ ମହାରାଜାଙ୍କ ଆହ୍ୱାନ କ୍ରମେ ଓଡ଼ିଶାର ପ୍ରତ୍ୟେକ ଜିଲାରେ ଚର୍ତୁବେଦ ମହାଯଜ୍ଞର ଆୟୋଜନ ନିଷ୍ପତ୍ତି ନିଆଯାଇଛି । ବରଗଡ଼ ଜିଲାର ସୋହେଲା ଦୁର୍ଗା ମନ୍ଦିର ନିକଟରେ
Read More...

ମୁନିକ୍ ଚାନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସେମି ଫାଇନାଲରେ ଛିନ୍ଦେଇକେଳା ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ବଡ ଖେଳ ପଡିଆ ଠାରେ ମୁନିକ୍ ଚାନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନରେ ୫ ଟି ମ୍ୟାଚ ଥିଲା । ପ୍ରଥମ ମ୍ୟାଚ ମାଣ୍ଡୋସିଲ୍ ଓ ଜାମସେଠ ମଧ୍ୟରେ ହୋଇଥିବା ବେଳେ ଏଥିରେ ମାଣ୍ଡୋସିଲ୍ ଦଳ ବିଜୟ ଲାଭ କରି କ୍ୱାଟର
Read More...

ପୁଣି ଇନ୍‌ଚାର୍ଜ ଦାୟିତ୍ୱରେ ଗୌଡ଼ଗୋଠ ଆୟୁର୍ବେଦିକ ଡ଼ାକ୍ତରଖାନା : ପ୍ରତିଦିନ ଆସୁନାହାନ୍ତି ଡାକ୍ତର, ଖତ ଖାଉଛି ଔଷଧ

ଦେଓଗାଁ, (ମନୀଷ କୁମାର ସାହୁ) : ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀ ସହ ବହୁବାର ଧାରଣା ଦେବା ପରେ ଦୀର୍ଘ ୫ବର୍ଷର ଅପେକ୍ଷା ପରେ ଦେଓଗାଁ ବ୍ଲକ ଅର୍ନ୍ତଗତ ଗୌଡ଼ଗୋଠ ଆୟୁର୍ବେଦିକ ଡ଼ାକ୍ତରଖାନାରେ ଗତବର୍ଷ ସ୍ଥାୟୀ ଡ଼ାକ୍ତର ଭାବେ ମନୋଜ ଭୋଇଙ୍କୁ ନିଯୁକ୍ତି ମିଳିଥିଲା । ଯାହାଫଳରେ ଅଞ୍ଚଳର
Read More...

ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଠ ସମ୍ମାନୀତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ ଏମପାୱାର ମେଣ୍ଟ ବରଗଡ ତରଫରୁ ଭେଡେନ ବ୍ଲକ ଡାଲବ ପଞ୍ଚାୟତ କନ୍ଧପଡ଼ାର ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍ ଯେଉଁ ସମୟରେ କରୋନା ୧୯ ପ୍ରଭାବ ବିସ୍ତାର କରି ସରକାରଙ୍କ ତରଫରୁ
Read More...

ଧାନ ବିକ୍ରୟ କରି ନ ପାରି ଚିନ୍ତାରେ ଚାଷୀଙ୍କର ମୃତ୍ୟୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ସରେଇକେଲା ଗ୍ରାମ ପଞ୍ଚାୟତ ସମ୍ବଲପୁରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଧାନ ମଣ୍ତିରେ ପଡିଥିଲା । ଗତ ଡିସେମ୍ବର ମାସରୁ ଟୋକନ ପାଇ ଧାନ ବିକ୍ରୟ ହୋଇ ନ ପାରିବାରୁ ଚିନ୍ତାରେ
Read More...

ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଜେଲ ହାଜତକୁ ଗଲେ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜେଲ ଗଲେ ବିଜେଡିର ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳର ଜଣେ ପଥଚାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ ଏବଂ ମାରଧର ଅଭିଯୋଗରେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ମଙ୍ଗଳବାର
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ମହାରାଷ୍ଟ୍ରରେ ପୁଣି ଲକ୍‌ଡାଉନ୍‌ ଆରମ୍ଭ ହୋଇଯାଇଥିବା ବେଳେ ଓଡ଼ିଶାରେ ମଧ୍ୟ କରୋନା ପାଇଁ ସଚେତନତା ଅବଲମ୍ବନ ନିମନ୍ତେ ଜନସାଧାରଣଙ୍କୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି । ଆଜି ବଲାଙ୍ଗିର ଜିଲ୍ଲାରେ କରୋନା
Read More...

ଜାତୀୟ ରାଜପଥ କଡ଼ରେ ମହିଳାଙ୍କୁ ପୋଡି ଦେଇ ନିର୍ମମ ଭାବେ ହତ୍ୟା : ସମ୍ପୂର୍ଣ୍ଣ ଦଗ୍ଧ ଅବସ୍ଥାରେ ମହିଳାଙ୍କ ହାଡ଼…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବିବିନା ଛକରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ବିବିନା ଛକ ଜାତୀୟ ରାଜପଥ ୨୬ ନମ୍ବରରୁ କିଛି ଦୂରରେ ଥିବା ଏକ ମୁଗ ଚାଷ ବିଲରେ ସମ୍ପୂର୍ଣ୍ଣ ଦଗ୍ଧ ମହିଳାଙ୍କ ମୃତ କଙ୍କାଳ ଏବଂ ତାଙ୍କର ଖପୁରୀ ହାଡ଼ ଓ ଅନ୍ୟ
Read More...