Daily Archives

ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଲୁଚୁକିବନ୍ଧ ଚମ୍ପିଏନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆରେ ବିଶିଷ୍ଟ ସମାଜସେବୀ ଲଳିତ ନାୟକ ଏବଂ ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ଦ୍ଵୀଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ଫାଇନାଲରେବାରପୁଡୁଗିଆକୁ ଟ୍ରାଇ ବ୍ରେକରରେ ହରାଇ
Read More...

ସର୍ଜନିକା ସାହିତ୍ୟ ପରିଷଦ ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶାର ପତ୍ରିକା ଓ ପ୍ରଚାର ବିଭାଗଙ୍କ ଯୋଜନା ଅନୁସାରେ ସର୍ଜନିକା ସାହିତ୍ୟ ପରିଷଦ ଗଠିତ ହୋଇଯାଇଛି । ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର
Read More...

ମହେ‌ଶ୍ୱର ହିନ୍ଦୀ ହାଇସ୍କୁଲର ୨୦୧୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡର ମହେ‌ଶ୍ୱର ହିନ୍ଦୀ ହାଇସ୍କୁଲରୁ ୨୦୧୨ ମସିହାରେ ମାଟ୍ରିକରେ ଉତିର୍ଣ୍ଣ ହୋଇଥିବା ବାଳକ ଶିକ୍ଷାର୍ଥୀମାନଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ନଅ ବର୍ଷ ପରେ ବନ୍ଧୁମାନେ ଏକତ୍ର ହୋଇ ପାରିଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ଓ
Read More...

ହରିଦ୍ୱାର ମହାକୁମ୍ଭ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାରେ ଯୁବ ତୀର୍ଥର ଚେତନା ଏବଂ ଆପଣଙ୍କ ଦ୍ୱାରରେ ଗଙ୍ଗା ଯୋଜନା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାନ୍ତିକୁଞ୍ଜ ହରିଦ୍ୱାର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ପଡୁଥିବା ହରିଦ୍ୱାର ମହାକୁମ୍ଭକୁ ନ ଯାଇ ସମଗ୍ର ଦେଶରେ ଗଙ୍ଗାକୁ ଆପଣଙ୍କ ଦ୍ୱାରରେ ପହଞ୍ଚାଇବା ଯୋଜନା ମାଧ୍ୟମରେ ସମଗ୍ର ଦେଶରେ ଗଙ୍ଗାଜଳ ଓ ଯୁବ ତୀର୍ଥର ଚେତନା ଘରେ ଘରେ ପହଞ୍ଚାଇବା ପାଇଁ ବଲାଙ୍ଗିର
Read More...

ବିଲେଇସର୍ଡା ହାଇସ୍କୁଲରେ ବିଶ୍ୱ ମାତୃଭାଷା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର “ଭାଷା : ନିରାମୟ ଜୀବନ ଯାତ୍ରାର ସର୍ବୋତ୍ତମ ଆଧାର” ଶୀର୍ଷକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ
Read More...

ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ବଲାଙ୍ଗିର ଶାଖାର ଦ୍ୱୀବାର୍ଷିକ ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନବଲାଙ୍ଗିର ଶାଖାର ଦ୍ୱୀବାର୍ଷିକ ସାଧାରଣ ସଭା ୟୁନିୟନର ସଭାପତି କମ୍ରେଡ ମଧୁ ସାହୁଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ୟୁନିୟନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାଧାରଣ ସଭାରେ ୟୁନିୟନର ଜୋନାଲ ମହାସଚିବ
Read More...

ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ ବୈଠକ : ଶ୍ରୀକର ମିଶ୍ର ସଭାପତି ଓ ହରିନାରାୟଣ ପୂଜାରୀ ସଂପାଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ ବୈଠକ ଆୟୋଜିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ତଥା ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ
Read More...

ମାହେଶ୍ୱରୀ ତରଫରୁ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକା ଆସିଥିଲେ ଏକା ରହିଲେ ଅନେକଙ୍କୁ ଆପଣା କରି ଏକା ଚାଲିଗଲେ । ସମାଜସେବାର ମୁକୁଟ ବିହୀନ ସମ୍ରାଟ ଗୋଟିଏ ହୃଦୟର ଗୋଟିଏ ନାୟକ ଲଳିତ ନାୟକ ଅମର ରହେ । ଲଳିତ ନାୟକଙ୍କ ସ୍ମୃତିରେ ମାହେଶ୍ୱରୀ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର
Read More...

ଲମକାନି ଗ୍ରାମରେ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ତାଲବହାଲ ପଞ୍ଚାୟତ ଲମକାନି ଗ୍ରାମରେ ଶିବମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ତେବେ ସ୍ଥାନୀୟ ପୋଖରୀ(ଜଳାଶୟ) ଶତାଧିକ ମହିଳା ଓ ପୁରୁଷ ମାନେ ୧୦୮ କଳସ ରେ ଆଣି ଆଣି ପୂଜା ମଣ୍ଡପରେ
Read More...

‌ସ୍ୱାମୀ ମୃତ୍ୟୁର କୋଡ଼ିଏ ବର୍ଷ ପରେ ମଧ୍ୟ ମିଳିନାହିଁ ବିଧବା ଭତ୍ତା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗରିବ ଅସହାୟ ଲୋକଙ୍କୁ କିପରି ଉପହାସ କରାଯାଏ ତାହା ଯଦି ଦେଖିବାର ଅଛି ତାହେଲେ ଆସନ୍ତୁ ଯିବା ଖପ୍ରାଖୋଲ ବ୍ଲକ କରୁଁଆଝର୍ ପଞ୍ଚାୟତ ଅନ୍ତର୍ଗତ ମସିଣା ଗ୍ରାମକୁ । ଏଠାରେ ରୁହନ୍ତି ୫୫ ବର୍ଷିୟ ବୃଦ୍ଧା ଗୋମତୀ ବାଗ । କୋଡିଏ ବର୍ଷ ଆଗରୁ ତାଙ୍କ ସ୍ୱାମୀ
Read More...