Daily Archives

ମାମୁଁଙ୍କ ଚକଲେଟ୍ କିଣା ଟଙ୍କା ରାମ ମନ୍ଦିର ନିର୍ମାଣ ପାଇଁ ଦାନ ଦେଲେ ବାଳକ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ସକାଶେ ସାରା ଦେଶରେ ''ରାମ ମନ୍ଦିର ନିର୍ମାଣ ନ୍ୟାସ ଟ୍ରଷ୍ଟ" ଜରିଆରେ ନିଧି ସଂଗ୍ରହ ଅଭିଯାନ ଚାଲିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ତୋସିଲ ଗ୍ରାମରେ ଗ୍ରାମ୍ୟ କମିଟି…
Read More...

କୋସଲି ମାତୃଭାଷା ଦିବସ ପାଳିତ

ପଟଣାଗଡ଼, (ପୁସ୍ତମ ଯୁଆଡି ) : କୋସଲି ଡେରା ପାଟନାଗଡ ଦ୍ୱାରା ବିଶ୍ବ ମାତୃଭାଷା ଦିବସ ଅବସରରେ କୋସଲି ମାତୃଭାଷା ଦିବସ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ପାଲିତ ହୋଇ ଯାଇଛି ।କାର୍ଯ୍ୟକ୍ରମର ଆରମ୍ଭରେ ସଂପାଦକ ଲାଲଚନ ବଗର୍ତ୍ତୀ ‌ସ୍ୱାଗତ ଭାଷଣ ଦେଇଥିଲେ । ସଂଗଠନର ଆବାହକ ସନ୍ତୋଷ କୁମାର…
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଚଂଳର ୱାର୍ଡ ନଂ. ୧୮ରୁ ୨ ଜଣ କରୋନାରେ ଚିହ୍ନଟ ହୋଇଥିବା ବେଳେ ଆଗଲପୁରୁ ବ୍ଲକ ଡୁଡୁକା ଗ୍ରା.ପ.ରୁ ଜଣେ ଏବଂ କଣ୍ଟାବାଞ୍ଜି ଏନ୍‌ଏସି…
Read More...

କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଆସନ୍ତା କାଲିଠୁ ପୁଣେରେ ନାଇଟ କର୍ଫ୍ୟୁ

ପୁଣେ : ପୁଣି ଫେରିଲା ନାଇଟ କର୍ଫ୍ୟୁ । କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ପୁଣେରେ ଆସନ୍ତାକାଲି ପୁଣେରେ ରାତି ୧୧ ଟାରୁ ସକାଳ ୬ ଟା ପର୍ୟ୍ୟନ୍ତ ରାତ୍ରୀ କାଳୀନ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ଜରୁରି ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ସେବା ବନ୍ଦ ରହିବ…
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନବୋହୂ ଅପର୍ଣ୍ଣାଙ୍କ ରାମମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା…

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନବୋହୂ ଅପର୍ଣ୍ଣା ଯାଦବ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ସେ ସ୍ୱେଚ୍ଛାକୃତ ଭାବେ ଏହି ଦାନ ଦେଇଥିବା ପ୍ରକାଶ କରିଛନ୍ତି । ତାଙ୍କ ସାନବୋହୂ ଅପର୍ଣ୍ଣା କହିଛନ୍ତି , ମୁଁ…
Read More...

ରିଲିଜ୍ ହେବାକୁ ଯାଉଛି ଫିଲ୍ମ ଶେରଶାହ : ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ସେୟାର କରି ଘୋଷଣା କଲେ ଫିଲ୍ମ ନିର୍ମାତା…

ମୁମ୍ବାଇ : ଚଳିତ ବର୍ଷ ଜୁଲାଇ ମାସରେ ରିଲିଜ୍ ହେବାକୁ ଯାଉଛି ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଶେରଶାହା । ଫିଲ୍ମର କାହାଣୀ କାର୍ଗିଲ ଯୁଦ୍ଧ ଉପରେ ଆଧାରିତ । ଏହି ଫିଲ୍ମରେ ସିଦ୍ଧାର୍ଥ ପିଭିସି ଅଧିନାୟକ ବିକ୍ରମ ବତ୍ରାଙ୍କ…
Read More...

ପେପର ବୋଝେଇ ଟ୍ରକ ଦୁର୍ଘଟଣାର ଶିକାର

ସାନଖେମୁଣ୍ଡି : ପେପର ବୋଝେଇ ଟ୍ରକ ଦୁର୍ଘଟଣାର ଶିକାର ହୋଇଛି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଏକ ପେପର ବୋଝେଇ ଟ୍ରକ ଓଲଟିପଡିଲା । ଫଳରେ ଘଟଣା‌ସ୍ଥଳରେ ଡ୍ରାଇଭର ଓ ହେଲପର ଆହତ ହୋଇଛ‌ନ୍ତି ।…
Read More...

ଶାନ୍ତିଲତା ସିଂଭୋଇଙ୍କ ବିୟାଗଗରେ ଶୋକସଭା

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ଆଦିବାସୀ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଜ଼ିଲ୍ଲା ସଭାପତି ବ୍ରଜକିଶୋର ସିଂଭୋଇଙ୍କ ଧର୍ମପତ୍ନୀ ସ୍ବର୍ଗତ ଶାନ୍ତିଲତା ସିଂଭୋଇଙ୍କ ଅକାଳ ବିୟୋଗଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।…
Read More...

ସାମାନ୍ୟ ବଚସାରୁ ବଡ ଭାଇକୁ ହତ୍ୟା କଲା ସାନ ଭାଇ

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ବଣାଇ ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ଭାଗବାନସାହି ମୁଣ୍ଡା ବସ୍ତିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଶନିବାର ରାତ୍ରି ଭୋଜନ ସମୟରେ ସାନଭାଇ ଲଣ୍ଡା ମୁଣ୍ଡା ଓ ବଡଭାଇ ଶୁକ୍ରା ମୁଣ୍ଡାଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏହା ପରେ ସାନ ଭାଇ…
Read More...

କରୋନା ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ଦେଶରେ ପୁଣି କରୋନାର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଲାଣି । ସଂକ୍ରମଣ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଯାହା ଏବେ ଚିନ୍ତା ବଢାଇ ଦେଇଛି । ସଂପୃକ୍ତ ରାଜ୍ୟମାନଙ୍କରେ ପୁଣି ଲକଡାଉନ୍ ଫେରିଛି । ଏ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି…
Read More...