Daily Archives

ବିଜେପି ନେତାଙ୍କ ଗାଡି ଧରି ଫାଇନ ଆଦାୟ କଲେ ତହସିଲଦାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ତୁଷୁରା ତହସିଲ କାର୍ୟ୍ୟାଳୟ ପକ୍ଷରୁ ଶନିବାର ଗୁଡଭେଲା ଓ ତୁଷୁରା ଏନଏସି ଅଞ୍ଚଳର ବିଭିନ୍ନ ସ୍ଥାନ ଚଢାଉ କରି ୫୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗ ପ୍ରକାଶ କରିଛନ୍ତି । ବେଆଇନ୍ ଭାବେ
Read More...

ତୁଷୁରାରେ ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲା ତୁଷୁରା ସହର ସ୍ଥିତ କେଡିଆ ଭବନ ଠାରେ ଏକ ଦିନିଆ ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ବ୍ୟାସ ଭାବେ ମାଧୁରୀ ପାଣିଗ୍ରାହୀ ପାରାୟଣ ପଠନ କରିଥିବା ବେଳେ ତବଲିଷ୍ଟ ହୃଷିକେଶ ନାଏକ, ପ୍ରମୋଦ ଭୋଇ ଓ
Read More...

କରୁଆଁଝର ଆଜାଦ କ୍ରିକେଟ କ୍ଲବର ରଜତ ଜୟନ୍ତୀ ଅବସରରେ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ : ଫାଇନାଲରେ ପହଞ୍ଚିଲା…

ଦେଓଗାଁ, (ମନୀଷ କୁମାର ସାହୁ) : କରୁଆଁଝର ଆଜାଦ କ୍ରିକେଟ ବ୍ଲକର ରୌପ୍ୟ ଜୟନ୍ତୀ ଅବସରରେ ସ୍ଥାନୀୟ ହାଇସ୍କୁଲ ପଡିଆରେ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ସାରସବାହାଲ୍ ପ୍ରଥମେ ବ୍ୟାଟିଂ କରି ୯୩ରନ୍ କରିଥିବା ବେଳେ ବିପକ୍ଷ ଦଳ କରୁଆଁଝର
Read More...

ହୃଦଘାତରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ଥିତ ଲଖମରା ଗ୍ରାମର ଜଗନ୍ନାଥ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମକାନ୍ତ ସୁନାଙ୍କର ଆଜି ସକାଳ ପ୍ରାୟ ଦଶ ଘଣ୍ଟା ସମୟରେ ସ୍କୁଲରେ କାର୍ୟ୍ୟରତ ଅବସ୍ଥାରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ତାଙ୍କ ନିଜସ୍ୱ ଘର ପଦ୍ମପୁର ଉପଖଣ୍ଡ
Read More...

ସଂଯୁକ୍ତ ଯୁବ ସଂଗଠନ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କର ସମସ୍ୟା ଓ ତା’ର ନିରାକରଣ ଶୀର୍ଷକ ଉପରେ ଏକ କର୍ମଶାଳା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଦିନ ୧୧ ଘ. ସମୟରେ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସଂଯୁକ୍ତ ଯୁବ ସଂଗଠନ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କର ସମସ୍ୟା ଓ ତା'ର ନିରାକରଣ ଶୀର୍ଷକ ଉପରେ ଏକ କର୍ମଶାଳା ଶାନ୍ତି ତପୋବନ ଆଶ୍ରମ ଚକରକେନ୍ଦ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ବିଦ୍ୟା ଉତ୍କର୍ଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ଓ ଏସିସି ଟ୍ରଷ୍ଟର ମିଲିତ ଆନୁକୁଲ୍ୟରେ ଅନୁଷ୍ଠିତ ବିଦ୍ୟା ଉତ୍କର୍ଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ବରଗଡ ଜିଳ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ମନୋଜ ସାହୁ ମୁ୍ଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ
Read More...

ଜୟ ବୁଢ଼ାରଜା କ୍ରିକେଟ ଚତୁର୍ଥ ଦିନରେ ନୂଆପଡ଼ା ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ଭୂତମୁଣ୍ଡା ଠାରେ ଜୟ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚ ଡୁଡୁକିଝରିଆ ଓ ସାଲେପାଲି ମଧ୍ୟରେ ହୋଇଥିବା ବେଳେ ଡୁଡୁକିଝରିଆ ବିଜୟୀ ହୋଇଛି ଏବଂ ଅନ୍ୟ ଏକ ମ୍ୟାଚରେ
Read More...

ଓସିଏ ଭିଜନ ୨୦୨୪ : ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ଚତୁର୍ଥ ଦିବସରେ ଲାୟନ୍ସ କ୍ରିକେଟ ଏକାଡେମୀ ପାଟଣାଗଡ ଓ ଟିଟିଲାଗଡ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଲାୟନ୍ସ ଦଳ ଟସ୍ ଜିତି ପ୍ରଥମେ
Read More...

ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ର‌ସ୍ତ ହେଲା ଡ‌ମ୍ପର

ବଲାଙ୍ଗୀର : ଗତକାଲି ବଲାଙ୍ଗିର ଜି‌ଲ୍ଲା ଟିଟଲାଗଡ଼ ରାସ୍ତାର ତୁଳାଙ୍ଗଠାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ର‌ସ୍ତ ହୋଇଛି ଡ‌ମ୍ପର ବୋଲି ଖବର ମଳିଛି । ତୁଳଙ୍ଗାଠାରେ ଏକ ମାରୁତି କାର ଓ ଭରାତବିଞ୍ଜ କମ୍ପାନୀ ଡ‌ମ୍ପରକୁ ସାଇଡ ଦେଉଥିବା ବେଳେ ଏକ ଡ‌ମ୍ପର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ର‌ସ୍ତ
Read More...

କୁନି ପ୍ରତିଭା ପ୍ରିୟଙ୍କାଙ୍କୁ ମିଳିଲା କରାଟେରେ ୟଲୋ ବେଲ୍‌ଟ୍ ସଫଳତା

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : କୁନି ବୟସର ପ୍ରତିଭା ପ୍ରିୟଙ୍କା । କୁନି ବୟସରେ ଆତ୍ମ ରକ୍ଷାର ଟ୍ରେନିଂ ନେଇ ସୁନାମ ଅର୍ଜନ କରିଛ‌ନ୍ତି । ନିଜ ଆତ୍ମ ରକ୍ଷା ପାଇଁ ଏବେ ସବୁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସେଲ୍ଫ ଡିଫେନ୍ସ ଟ୍ରେନିଂ । ବଲାଙ୍ଗିର କୋଶଳ କରାଟେର ଗୋଜୁ ରିୟୁ
Read More...