Daily Archives

ଅଲାତରାରେ ବ୍ଳକସ୍ତରୀୟ ଯାଦବ ମହାସଭା : ନିଶା ନିବାରଣ ଓ ଯୌତୁକ ନିୟନ୍ତ୍ରଣ କଲେ ସମାଜର ଅଗ୍ରଗତି ହୋଇପାରିବ

-ବାଡିଖେଳ, ଘୁମୁରା ଓ ନୃତ୍ୟରେ ଦୁଲୁକିଲା ମଂଚକଳାହାଣ୍ଡି : (ପି. କେ. ସାହୁ) : ଯାଦବ ଜାତି ଏକ ସମୃଦ୍ଧଶାଳୀ ସଂପ୍ରଦାୟ। ଏହି ଜାତି ଯଦୁପତି ଶ୍ରୀକୃ‌ଷ୍ଣଙ୍କ ଦାୟାଦ ଭାବେ ଗର୍ବ ଅନୁଭବ କରେ । ଏହି ଜାତିର ସମ୍ରାଟ ପୁରୁଷୋତମ ଦେବ ତାଙ୍କ ସାମ୍ରାଜ୍ୟକୁ କାଶୀ ଠାରୁ କାଂଚି ଯାଏଁ ପରିବ୍ୟାପ୍ତ
Read More...

ଭିଡିଓ ଭାଇରାଲ ପରେ କଲରାପତିଆ ବାଘକୁ ଖୋଜୁଛି ବନ ବିଭାଗ

ବାଲେଶ୍ୱର : ବିଭିନ୍ନ ଗଣମାଧ୍ୟମରେ ବାଲେଶ୍ୱର ଜିଲ୍ଲା ସୋର ରେଞ୍ଜ ଖଇରା ବ୍ଲକ ମାଖନପୁର ଗ୍ରାମ ପଞ୍ଚାୟତ ଅଧୀନ ଦୁଲାଳପୁର ଗ୍ରାମର କାଁସବାଂଶ ନଦୀ କଡରେ ଏକ କଲରାପତିଆ ବାଘ ବୁଲୁଥିବା ଭିଡିଓ ଭାଇରାଲ ସମ୍ପର୍କରେ ଗୁରୁବାର ପ୍ରକାଶ ପାଇଥିଲା । ଗୁରୁବାର ପୂର୍ବାହ୍ନରେ ସୋର ରେଞ୍ଜର ବବିତା
Read More...

ବଙ୍ଗୋମୁଣ୍ଡା ବ୍ଲକରେ ସରିଲା ୱାର୍ଡ ସଭ୍ୟ ଉପନିର୍ବାଚନ : ଆସନ୍ତା କାଲି ଗଣତି

ବଙ୍ଗୋମୁଣ୍ଡ।।, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଦୁଇ ଗୋଟି ଗ୍ରାମରେ ୱାର୍ଡ ସଭ୍ୟ ଉପନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ପଂଚାୟତର ୱାର୍ଡ ନଂ ୧୧ରେ ୨ ଜଣ ପ୍ରାର୍ଥୀ ରହିଥିବା ବେଳେ ଶାନ୍ତି ଶୃଙ୍ଖଳାର ସମ୍ପନ୍ନ ହୋଇଯାଇଛି ଉପନିର୍ବାଚନ ।
Read More...

ନୂତନ ଏବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡ।।, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ଆଜି ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ ଶିକ୍ଷୟତ୍ରୀ କଲ୍ୟାଣ ସଂଘ ପକ୍ଷରୁ ନୂତନ ଏବିଇଓ ଭକ୍ତଚରଣ ବାଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର
Read More...

ଅନଶନ ପରେ ଏଫଡିଆର କାମ ଆରମ୍ଭ : ଦିନକ ପରେ କାମ ପୁଣି ଠପ

.ସରକାରୀ ସହାୟତାକୁ ନେଇ ଚାଲିଛି ନାଟକବାଜୀ.ବ୍ଲକର ଉନ୍ନୟନ କାମରେ ବାଧା ଦେଉଛି କିଏ ?.କାମ ବନ୍ଦର କାରଣ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଦାବୀଦେଓଗାଁ, (ମନୀଷ କୁମାର ସାହୁ) : ବନ୍ୟା ଯୋଗୁଁ କ୍ଷତି ହୋଇଥିବା ରାସ୍ତା, ଅଙ୍ଗନୱାଡୀ କୋଠା ଓ କିଛି ସ୍କୁଲ କୋଠାକୁ ମରାମତି କରିବା ପାଇଁ
Read More...

ପାଳଗଦା ଓ ଗୁହାଳ ଘର ଜଳିଗଲା

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ଗ୍ରାମର ପବନୀ ଧାଉଡିଆଙ୍କ ଏକ ଗୁହାଳ ଘର ମଶା ଧୁଆଁବତୀରୁ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିକାଣ୍ଡରେ ଗୁହାଳ ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା । ଦିନବେଳା ହୋଇଥିବାରୁ ଗ୍ରାବବାସୀଙ୍କ ଦ୍ୱାରା
Read More...

ମା’ ଭଗବତୀ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ : ମହାନ ପୌରାଣିକ ନାଟକ ‘ଆସ ଦେଖିଯିବା ଧନୁ ଯାତରା’ ମଂଚସ୍ଥ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ଗ୍ରାମ ପଂଚାୟତ ବାଲିହୁଙ୍କା ଗ୍ରାମର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠସ୍ଥଳୀରେ ଅଷ୍ଟପ୍ରହର ଓ ନାମଯଜ୍ଞ ମହାସମାରୋହ ବୁଧବାର ଅନୁଷ୍ଟିତ ହୋଇଯାଇଛି । ପୂଜକ ପଦ୍ମଚରଣ ଦାସ ଏହାର ମୁଖ୍ୟ ପୁରୋହିତ
Read More...

ନିମ୍ନମାନର ବନ୍ଧଆଡ଼ି କାମ, ଫାଟିଲାଣି କଂକ୍ରିଟ ରାସ୍ତା, ମରାମତି ଦାବୀ ଜୋର୍ ଧରୁଛି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତର କଛାରପାଲି ବନ୍ଧକୁ ଯାଇଥିବା କଂକ୍ରିଟ ରାସ୍ତା ନିର୍ମାଣ ବେଳେ ନିମ୍ନମାନର କାମ ହୋଇଥିବାରୁ ଫାଟି ଚୁର ମାର ହେଉଥିବାର ଅଭିଯୋଗ ହେଉଛି । ଦେଓଗାଁ ଜାତୀୟ ରାଜପଥ ୨୬ କ୍ଳବ ଛକ ଠାରୁ କନ୍ଧପାଲିକୁ ଯାଇଥିବା ବନ୍ଧ ରାସ୍ତାରେ ଗତ ୨୦୧୫/୧୬
Read More...

ସିନିୟର ସିଟିଜନ ଆସେମ୍ବଲି ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅଗ୍ରସେନ ଭବନ ଠାରେ ସ୍ଥାନୀୟ ସିନିୟର ସିଟିଜନ ଆସେମ୍ବଲିର କାର୍ୟ୍ୟକାରୀ କମିଟି ବୈଠକ ସଭାପତି ଧର୍ମସିଂ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ଥାନୀୟ ଅଞ୍ଚଳର ବହୁବିଧ ସମସ୍ୟା ନେଇ ଆଲୋଚନା କରାଯାଇଥିଲା । ଲୋଇସିଂହା
Read More...

ବରୋବାହାଲରେ ପଣ୍ଡିତ ଦୀନଦୟାଲ ଉପଧ୍ୟାୟଙ୍କ ସମର୍ପଣ ଦିବସ

ବଙ୍ଗୋମୁଣ୍ଡ।, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ବୁରୋବାହାଲ ସ୍ଥିତ ନର୍ସରୀ ଠାରେ ପାଳିତ ହୋଇଯାଇଛି । ପଣ୍ଡିତ ଦୀନଦୟାଲଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ । ଏହି
Read More...