Daily Archives

ଜନହିତ ସେବା ପାଇଁଁ ଡେଲାଙ୍ଗ ହାଟ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁଙ୍କୁ ଭୂୟସୀ ପ୍ରଶଂସା

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ହାଟ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁଙ୍କ ଜନହିତ କାର୍ଯ୍ୟ ଓ ଦକ୍ଷତାକୁ ନେଇ ତାଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ପ୍ରଶଂସା କରିଛନ୍ତି । କୋଭିଡ ସମୟରେ ତାଙ୍କର ଉଳ୍ଲେଖନୀୟ ପଦକ୍ଷେପ ପାଇଁ ଅଚଂଳବାସୀଙ୍କ ପ୍ରଶଂସା ପାତ୍ର
Read More...

ବଢନ୍ତା ଶିଶୁର ଘରୋଇ ଯତ୍ନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ବଢନ୍ତା ଶିଶୁର ଘରୋଇ ଯତ୍ନ ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିିତ ହୋଇଯାଇଛି । ଏହି ଶିବିରରେ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପ୍ରଶିକ୍ଷକ ରାଜକିଶୋରର ସ୍ୱାଇଁ ଓ ଡେଲାଙ୍ଗ ମେଡିକାଲର
Read More...

ପାକ୍ଷିକ ସମ୍ବାଦପତ୍ର ତକ୍ଷକର ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳାମଣ୍ଡଳ ଠାରେ ବଲାଙ୍ଗିରରୁ ପ୍ରକାଶ ପାଉଥିବା ପାକ୍ଷିକ ତକ୍ଷକର ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ସମ୍ପାଦକ ମଳୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ
Read More...

ଭିଜିଲାନ୍ସ ଜାଲରେ ମଦନପୁର ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ

ମଦନପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ଅନ୍ତର୍ଗତ ମଦନପୁର ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ କ୍ଷିତିଭୂଷଣ ବିଶ୍ୱାଳ ୪୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏଠାରେ ପ୍ରକାଶ ଥାଉ କି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ
Read More...

ନୂତନ କୃଷି ଆଇନକୁ ବିରୋଧ କରି ରେଳ ରୋକ

ବ୍ରହ୍ମପୁର : ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ ପର୍ୟ୍ୟନ୍ତ ରେଳ ଲାଇନରେ ଧାରଣା ଦେଇ ରେଳ ଚଳାଚଳ ବନ୍ଦ କରି ପ୍ରତିବାଦ କରିଥିଲେ କୃଷକ ସଂଘର୍ଷ ସମନ୍ଵୟ ସମିତିର କର୍ମକର୍ତ୍ତା । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ସମେତ ବିଭିନ୍ନ ଚାଷୀ ସଂଗଠନମାନେ ଏହି
Read More...

ମହିଳା ସଫେଇ କର୍ମଚାରୀଙ୍କୁ ଗ୍ୟାଙ୍ଗରେପ, ବୃଦ୍ଧାଶ୍ରମ ଅଧ୍ୟକ୍ଷ ଓ ମ୍ୟାନେଜରଙ୍କ ସମେତ ଚାରି ଜଣଙ୍କ ବିରୋଧରେ…

ନୋଏଡା : ଗ୍ରେଟର ନୋଏଡାର ଦନକଉରରେ କୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ମହିଳା ସଫେଇ କର୍ମଚାରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଚାରି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସର ମୁଖପାତ୍ର କହିଛନ୍ତି ଯେ, ଦାନକଉର ପୋଲିସ ଷ୍ଟେସନ ଅଞ୍ଚଳରେ
Read More...

ଶାହରୁଖ ଖାନଙ୍କୁ ୫କୋଟି ୨୫ଲକ୍ଷରେ କିଣିଲା ପଂଜାବ

ଚେନ୍ନାଇ : ବଲିଉଡର ଲୋକ ପ୍ରିୟ ଅଭିନେତା ତଥା କିଙ୍ଗ ଖାନ ନୁହଁ‌ନ୍ତି । ଏ ହେଉଛନ୍ତି ତାମିଲନାଡୁର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶାହରୁଖ ଖାନ୍‌। ୫କୋଟି ୨୫ ଲକ୍ଷ ଟଙ୍କାରେ ତାଙ୍କୁ କିଣିଛି ପଂଜାବ । ତେବେ ଶାହରୁଖଙ୍କୁ କିଣିବା ପାଇଁ ଆଗେଇ ଆସିଥିଲେ ଦିଲ୍ଲୀ, କେକେଆର୍‌, ଆରସିବି, ରାଜସ୍ଥାନ
Read More...

ଜାତୀୟ ଭଲିବଲ ଚମ୍ପିୟାନସିପ୍‌ ପାଇଁ ମନୋନିତ ରଶ୍ମିତା ଦୀପ କ୍ରୀଡା ସଂସଦ ଦ୍ୱାରା ସମ୍ମାନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ୨୪ ଫେବୃଆରୀରୁ ୨୮ ଫେବଆରୀ ପର୍ୟ୍ୟନ୍ତ ନେତାଜୀ ଷ୍ଟାଡିୟମ ଭେଲୋର ଠାରେ ଅନୁଷ୍ଠିତ ହେବାକୁ ଥିବା ୪୩ତମ ସବ୍‌ଜୁନିୟର ଜାତୀୟ ଭଲିବଲ ଚମ୍ପିୟାନସିଫ୍‌ରେ ବଲାଙ୍ଗିରର ସୁଶ୍ରୀ ରଶ୍ମିତା ଦୀପ ଅଂଶ ଗ୍ରହଣ କରିବେ । ଏଥିରେ ଅଂଶଗ୍ରହଣ ସକାଶେ ଚଳିତ ମାସ ୧
Read More...

ନାବାଳିକାକୁ ଉଦ୍ଧାର କଲା ଟିଟିଲାଗଡ ରେଳ ସୁରକ୍ଷା ବଳ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ରେଳଷ୍ଟେସନରେ ପ୍ରାୟ ୧୫-୧୬ ବର୍ଷର ଏକ ନାବାଳିକା ଉପରେ ସନ୍ଦେହ କରି ରେଳ ସୁରକ୍ଷା ବଳ ଅଧିକାରୀମାନେ ପଚରାଉଚୁରା କରିଥିଲେ । କିନ୍ତୁ ନାବାଳିକା ନିଜ ପରିଚୟ ଦେଇ ପାରି ନଥିଲା । ନାବାଳିକା ପାଖରୁ ମିଳିଥିବା ସୂଚନା ଅନୁଯାୟୀ ସେ ବାଲ୍ୟକାଳରୁ
Read More...

ଘୁନସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ମହିପୁର ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ବଣାବିଜାର ଖେଳ ପଡିଆ ଠାରେ ୨୪ ତମ ଅରବିନ୍ଦ ଯୁବକ ସଂଘ ଆନୁକୂଲ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ତେବେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ
Read More...