Daily Archives

ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା ବାଇକ : ଦୁଇ ମୃତ୍ୟୁ, ଜଣେ ଆହତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଫିରିଙ୍ଗିଆ-ଗୋଛାପଡା ରାସ୍ତାର ମାଝିପଡା ଘାଟିରେ ଶନିବାର ସନ୍ଧ୍ୟାରେ ଏକ ବାଇକ୍ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଘାଟିର ଥିବା ଏକ ବୁଲାଣିରେ ବାଇକଟି
Read More...

ତୁମୁଡିବନ୍ଧ ପୋଲିସ ଦ୍ୱାରା ହେଲମେଟ ଯାଞ୍ଚ କଡାକଡି ସହ ଜୋରିମାନା ଆଦାୟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ସରକାର ବର୍ତ୍ତମାନ ବିନା ହେଲମେଟରେ ଗାଡି ଚଳାଉ ଥିବା ବାଇକ ଚାଳକଙ୍କ ପାଇଁ କଠୋର ନିୟମ ଲାଗୁ କରିଛନ୍ତି । କିନ୍ତୁ ପ୍ରାୟ ଜନସାଧାରଣ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଂଘନ କରି ବିନା ହେଲମେଟରେ ଗାଡି ଚଳାଉ ଥିବା ଦେଖାଦେଇଛି । ଏହା
Read More...

ବଲାଙ୍ଗିର ବ୍ଲକରେ ମୋ’ ଚାଟଶାଳୀ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକ ଉନ୍ନତି ସଂଗଠନ ପକ୍ଷରୁ ବଲାଙ୍ଗିରି ବ୍ଲକରେ ମୋ' ଚାଟଶାଳୀ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି । ମହିଳା ଓଡ଼ିଶା ଶ୍ରମଜୀବୀ ମଞ୍ଚ, ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ଆତ୍ମ ଶକ୍ତି ଟ୍ରଷ୍ଟ ଏବଂ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନେଇ ଏହି ଉ୍ୟମରେ ଏହି ଅଭିଯାନ ଆରମ୍ଭ
Read More...

ଲୋଇସିଂହାରେ କୋଶଳୀ ମାଳି ସମାଜର ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା କଲେଜ ଛକସ୍ଥିତ ବାବାମଠ ଠାରେ କୋଶଳୀ ମାଳି ସମାଜର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ସମାଜର ବଲାଂଗିର ଜିଲ୍ଲା ସଭାପତି କାର୍ତିକ ପୁଟେଲ ଓ ସମ୍ପାଦକ ତୀରପାଠୀ ପୁଟେଲ ଯୋଗଦେଇ ସାମାଜିକ ରୀତିନୀତି ଓ
Read More...

ବିଜେପୁରରେ ପନିପରିବା ଦର ଆକାଶ ଛୁଆଁ

ବିଜେପୁର, (ସତ୍ୟନାରାୟଣ ପ୍ରଧାନ) : ବିଜେପୁରର ଦୈନିକ ବଜାର ବା ହଟଲିକୁ ସ୍ଥାନୀୟ ପ୍ରଶାସନ ସ୍ଥାନାନ୍ତରିତ କରିଦେଇ ଥିବାରୁ ଏବେ ପନିପରିବା ଦର ଅକାଶଛୁଆଁ ହୋଇଛି । ଶନିବାର ପରିବା ଦର ଟମାଟର ୫ ଟଙ୍କା ବଦଳରେ ୫୦ ଟଙ୍କା, ଫୁଲକୋବି ୫ ଟଙ୍କା ବଦଳରେ ୪୦ ଟଙ୍କା, ବନ୍ଧାକୋବି ୫ଟଙ୍କା ହେବା
Read More...

ଲଣ୍ଡନର ଅକ୍ପଫୋର୍ଡ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦର ସଭାପତି ହେଲେ ରଶ୍ମୀ

ନୂଆଦିଲ୍ଲୀ : ଲଣ୍ଡନର ଅକ୍ପଫୋର୍ଡ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦର ସଭାପତି ନିର୍ବାଚିତ ହୋଇଛନ୍ତି ଭାରତର କର୍ଣ୍ଣାଟକ ଉଦୁପି ଜିଲ୍ଲାର ମଣିପାଲ ସହରର ରଶ୍ମୀ ସାମନ୍ତ । ଏଭଳି କୃତିତ୍ୱ ହାସଲ କରିବାରେ ରଶ୍ମୀ ହେଉଛନ୍ତି ପ୍ରଥମ ଭାରତୀୟ ଯୁବତୀ । ବତ୍‌ର୍ତ୍ତମାନ ରଶ୍ମୀ ଏନର୍ଜି ସିଷ୍ଟମରେ
Read More...

ମଶାରୀ ବଣ୍ଟନ ବେଳେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ କାଣ୍ଡ : ଆମେ ଯଦି ମଦ ପିଇଛୁ ପାଇପ‌ ଲଗାଅ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମଶାରୀ ବଣ୍ଟନ ବେଳେ ଜଣେ ମଦ୍ୟପ ଶିକ୍ଷକଙ୍କ ଉନ୍ମତକାଣ୍ଡ । କାର୍ୟ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କୁ ସମ୍ପୃକ୍ତ ମଦ୍ୟପ ଶିକ୍ଷକ ଗାଳିଗୁଲଜ କରିବା ସହ ଆକ୍ରମଣ କରୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଅଭିଯୋଗ
Read More...

ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧିତ

ପୁରୀ, ( ଦିଲୀପ କୁମାର ଧାଉଡିଆ) : ଆଜି ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ, ପୁରୀ ତରଫରୁ ନିଶିଗନ୍ଧା ସାହିତ୍ୟ ସଂସଦର ପ୍ରତିଷ୍ଠାତା ବଳରାମ ତରାଇ ସମ୍ପାଦିକା ଏବଂ ସରସ୍ୱତୀ ନାୟକ ତଥା ପୃଷ୍ଠପୋଷକ ଶ୍ରୀଯୁକ୍ତ କରୁଣାକର ମଲ୍ଲିକଙ୍କୁ ମାନପତ୍ର ପ୍ରଦାନ ସହିତ ସମ୍ବର୍ଦ୍ଧିତ କରାଯାଇଛି ।
Read More...

ରେଡ଼ିଓ ଶ୍ରୋତା ୯୭ ବର୍ଷୀୟ ଗୁଞ୍ଜ ମାଝୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଯୁଗରେ ରେଡ଼ିଓର ଧୀରେ ଧୀରେ ସଉକ କମି ଯାଉଥିବା ବେଳେ ଏବେ ପୁରୁଣା କାଲିଆ ଲୋକମାନେ ଏବେ ବି ରେଡ଼ିଓ ଅତି ଯତନରେ ଆପଣେଇ ନେଇଛନ୍ତି । ଏମିତି ଜଣେ ଶ୍ରୋତା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଭେରୁଆମୁଣ୍ଡା ଗାଁର
Read More...

ଅନନ୍ୟ କାର୍ଯ୍ୟକ୍ରମ ‘ ସ୍ୱୟଂସିଦ୍ଧା’ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : 'କରିବା ଓ ଶିଖିବା' ଏହି ଉକ୍ତିର ସଫଳ ରୂପାୟନ କରିବା ପାଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁରରେ ଏକ ଅନନ୍ୟ କାର୍ୟ୍ୟକ୍ରମ 'ସ୍ୱୟଂସିଦ୍ଧା' ଅନୁଷ୍ଠିତ ହୋଇଯାଇଛି । ଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ହେଇଥିବ ଜୀବବିଜ୍ଞାନ, ଭୌତିକ ବିଜ୍ଞାନ,
Read More...