ls

ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧିତ

2020

ପୁରୀ, ( ଦିଲୀପ କୁମାର ଧାଉଡିଆ) : ଆଜି ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ, ପୁରୀ ତରଫରୁ ନିଶିଗନ୍ଧା ସାହିତ୍ୟ ସଂସଦର ପ୍ରତିଷ୍ଠାତା ବଳରାମ ତରାଇ ସମ୍ପାଦିକା ଏବଂ ସରସ୍ୱତୀ ନାୟକ ତଥା ପୃଷ୍ଠପୋଷକ ଶ୍ରୀଯୁକ୍ତ କରୁଣାକର ମଲ୍ଲିକଙ୍କୁ ମାନପତ୍ର ପ୍ରଦାନ ସହିତ ସମ୍ବର୍ଦ୍ଧିତ କରାଯାଇଛି ।

Leave A Reply

Your email address will not be published.