Daily Archives

ଖଇରାରେ ବାବା କୁଞ୍ଜବିହାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କୁକୁଡାହାଡ ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମରେ ବାବା କୁଞ୍ଜ ବିହାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟ କଳା
Read More...

ଭେଡେନ ମୋଟର ଚାଳକ ସଂଘ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ମୋଟର ଚାଳକ ସଂଘ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଂଘ ପକ୍ଷରୁ ଏକ ସଚେତନତା ରେଲି ହୋଇଯାଇଛି । ଏହି ରେଲିରେ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ବିଭିନ୍ନପ୍ରକାରର ସ୍ଲୋଗାନ ଦେଇ, ଭେଡେନ ସହର ପରିକ୍ରମା କରି ସଂଘ କାର୍ୟ୍ୟାଳୟ
Read More...

ପରିତ୍ୟକ୍ତା ଶିଶୁ କନ୍ୟାଙ୍କୁ ପ୍ରତିପାଳନ ଯତ୍ନ ପାଇଁ ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଗତ ଅକ୍ଟୋବର ୨୦୨୦ରେ ପାଟଣାଗଡ ଅଂଚଳରୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କୁ ଆସାନସୋଲର ଯୋଗ୍ୟ ଦମ୍ପତ୍ତିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ୨୦୧୭ ଅନୁଯାୟୀ ପ୍ରତିପାଳନ ଯତ୍ନ ନିମନ୍ତେ ପ୍ରଦାନ
Read More...

ଲାୟନ୍ସ କ୍ଲବ ଥୁଆପାଲି ଓ ଝରାପାଲି ମାର୍କେଟ ତରଫରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତ ଝରାପାଲି ଗ୍ରାମ ଠାରେ ଲାୟନ୍ସ କ୍ଲବ ଥୁଆପାଲି ଓ ଝରାପାଲି ମାର୍କେଟ ତରଫରୁ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପ୍ରଦାନ କରାଯାଇଛି । ଏହି ପ୍ରକଲ୍ପରେ ଅଶୋକ ଜଲାନ ଫାଉଣ୍ଡେସନ ପକ୍ଷରୁ ଫ୍ରିଜର ମେସିନ
Read More...

ଫ୍ୟାମିଲି ପେନସନ୍ ସୀମା ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି : ଡ. ଜିତେନ୍ଦ୍ର ସିଂ

ନୂଆଦି‌ଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ଫ୍ୟାମିଲି ପେନସନ୍ କ୍ଷେତ୍ରରେ ଏକ ସୁଦୂରପ୍ରସାରୀ ସଂସ୍କାର ଆଣିଛନ୍ତି । ଏହାର ସର୍ବାଧିକ ସୀମାକୁ ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ଡୋନିଅର)
Read More...

ଡିଜିଲକର ମାଧ୍ୟମରେ ଡିଜିଟାଲ ଇନ୍‍ସ୍ୟୁରାନ୍ସ ପଲିସି ପ୍ରଦାନ କରିବାକୁ ସବୁ ବୀମା କଂପାନୀକୁ ଆଇଆରଡିଏଆଇର ପରାମର୍ଶ

ଏହାଦ୍ୱାରା ଗ୍ରାହକ ଅଧିକ ସୁବିଧା ପାଇବେ ଏବଂ ସେମାନଙ୍କର କ୍ଲେମ ପରିଶୋଧ କାର୍ୟ୍ୟ ସହଜ ଓ ଶୀଘ୍ର ହୋଇପାରିବଡିଜିଟାଲ ପଲିସି ଦ୍ୱାରା ବିବାଦ ଏବଂ ଠକେଇ କମିବନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ବୀମା ନିୟନ୍ତ୍ରକ ପ୍ରାଧିକରଣ ବା ଆଇଆରଡିଏଆଇ ଚଳିତମାସ ୯ ତାରିଖରେ ଏକ ନିର୍ଦେଶାବଳୀ ଜାରି କରି
Read More...

ଡିଜିଟାଲ ଆର୍ଥିକ ସାକ୍ଷରତା ସପ୍ତାହ ପାଳନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜ଼ିଲ୍ଲା ସରଳା ଗ୍ରାମ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆନୁକୂଲ୍ୟରେ ଡିଜିଟାଲ ଆର୍ଥିକ ସ୍ଵାକ୍ଷରତା ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଆଜିକାରର କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ଚିତ୍ତରଞ୍ଜନ ପାତ୍ର ।
Read More...

ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତି

ନୂଆଦିଲ୍ଲୀ, (ପିଆଇବି) : ପାନ୍‍ଗଙ୍ଗ ସୋ ସୀମାନ୍ତରୁ ସୈନ୍ୟ ପ୍ରତ୍ୟାହାର ନେଇ କେତେକ ବିଭ୍ରାନ୍ତିକର ଓ ଅତିରଞ୍ଜିତ ଖବର ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି ।ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବାସ୍ତବରେ ସେଠାକାର
Read More...

ଦୁମାଥା ଫରିଦ୍‌ପୁର ଠାରେ କୃଷି କ୍ଷେତ୍ର ବିଦ୍ୟାଳୟ ଉଦ୍‌ଘାଟିତ

ଫରିଦ୍‌ପୁର, (ପିଆଇବି) : କୌଶଲ୍ୟାଗଙ୍ଗସ୍ଥିତ ଆଇସିଏଆର୍‌-କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଏସ୍‌ସିଏସ୍‌ପି ଯୋଜନା ତରଫରୁ ଉତରବଂଗ କୃଷି ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଦକ୍ଷିଣ ଦିନାଜ୍‌ପୁର କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଉଦ୍ୟମରେ ମଧୁର ଜୀବପାଳନ କ୍ଷେତ୍ରରେ
Read More...

ଗରିବଙ୍କ ପାଇଁ ୧ ଟଙ୍କିଆ କ୍ଲିନିକ୍ ଖୋଲିଲେ ଡାକ୍ତର ଶଙ୍କର ରାମ ଚନ୍ଦାନୀ

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ସମାଜସେବୀ ଭାବେ ବୁର୍ଲା ଭିମାସାର ଡାକ୍ତର ଶଙ୍କର ରାମ ଚନ୍ଦାନୀ ବେଶ୍ ପରିଚିତ । ବିଭିନ୍ନ ସମୟରେ ସେ ଅନେକ ଗରିବ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ସହଯୋଗର ହାତ ବଢ଼ାଇବା ଭଳି କାର୍ୟ୍ୟ ପାଇଁ କେବଳ ବୁର୍ଲା ନୁହେଁ, ସମଗ୍ର ରାଜ୍ୟରେ
Read More...