Daily Archives

ନର୍ଲା କଂଗ୍ରେସର ୬ଘଣ୍ଟା ବନ୍ଦ ପାଳନ

ନର୍ଲା : ପେଟ୍ରୋଲ, ଡିଜେଲ ସହ ଏଲପିଜି ଗ୍ୟାସ ଦର ଅହେତୁକ ଭାବରେ ବଢ଼ି ଚାଲିଛି । ଏଥିରେ ସାଧାରଣ ଲୋକେ ଅତିଷ୍ଠ ହୋଇପଡ଼ିଥିବା ବେଳେ ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ ହୋଇଛି। ପ୍ରଦେଶ କମିଟିର ଆହ୍ୱାନ କ୍ରମେ ନର୍ଲା କଂଗ୍ରେସ କମିଟି ପକ୍ଷରୁ ବ୍ଳକ ସଭାପତି
Read More...

ଯୌତୁକ ନିର୍ଯାତନା ସହ ହତ୍ୟା ଅଭିଯୋଗ

ଟିଟିଲାଗଡ, (ଗୌରବ ଦର୍ଜୀ) : ମୁରିବାହାଲ ବ୍ଲକ ଗଡ଼ଗଡ଼ବାହାଲ ଗାଁର ଠାକୁରମୁନି ମହାନନ୍ଦଙ୍କୁ ଶାଶୁ ଘର ଲୋକେ ପିଟି ପିଟି ମାରି ଦେଇ ଥିବା ଅଭିଯୋଗ କରିଛନ୍ତି ମୃତକ ମହିଳାର ପରିବାର ଲୋକେ। ଅଭିଯୋଗ ଅନୁଯାୟୀ ଠାକୁରମୁନି ମହାନନ୍ଦ ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତ ବୁଣଜିପଦର ଗାଁର
Read More...

ଆସନ୍ତା କାଲି ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେ‌ଶ୍ୱର : ବହୁ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିବା ପାଇଁ ଆସନ୍ତା କାଲି ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାକୁ ୧.୨ହଜାର କୋଟି ଟଙ୍କାର ଉପହାର ଦେଇଥିଲେ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପାଖପାଖି ୬ ହଜାର ୮ ଶହ
Read More...

ଆସନ୍ତା ୧୮ତାରିଖରେ ଭଗବାନ ମିଶ୍ରଙ୍କ ଜୟନ୍ତୀ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୃତୀ ଶିକ୍ଷକ ସ୍ଵର୍ଗତ ଭଗବାନ ମିଶ୍ରଙ୍କ ୮୫ ତମ ଜୟନ୍ତୀ ଉତ୍ସବ ଆସନ୍ତା ୧୮ ତାରିଖରେ ବରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହେବ ବୋଲି ସ୍ମୃତି ସମିତିର ଏକ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜୟନ୍ତୀ ଉତ୍ସବରେ
Read More...

ପେଟ୍ରୋଲିୟମର ଦର ବୃଦ୍ଧି ବିରୁଦ୍ଧରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ଡାକରା ସଫଳ ଓ ଶାନ୍ତିପୂର୍ଣ୍ଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ରକ୍ଷା କରିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଫେଲ ମାରିଛନ୍ତି । ଏଗୁଡିକର ଦର ଅତି କମରେ ୧୦ ଟଙ୍କା କମାଇବା ନେଇ କଂଗ୍ରେସ ତରଫରୁ ରାଜ୍ୟ ସରକାରଙ୍କ ଏକ ପ୍ରସ୍ତାବ ଦିଆଯାଇଥିଲା । ଦର
Read More...

ଆସ‌ନ୍ତା ବୁଧବାର ଦିନ ୧୦ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା : ୟେଲୋ…

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ଦିନ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜର ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର
Read More...

ମୋ ସ୍କୁଲ ଅଭିଯାନ ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଳକ ଅନ୍ତର୍ଗତ ବାଦିକଟା ଗ୍ରାମପଞ୍ଚାୟତର ଘେଷରା ଗ୍ରାମ ଠାରେ ମୋ ସ୍କୁଲ ଅଭିଯାନ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପାଇକମାଳ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣି ବାରିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ
Read More...

ଫେବୃଆରୀ ୧୭ରେ ନାସକମ ଟେକ୍ନୋଲୋଜି ଏବଂ ଲିଡରସିପ ମଞ୍ଚକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାସକମ ଟେକ୍ନୋଲୋଜି ଏବଂ ଲିଡରସିପ ମଞ୍ଚ (ଏନଟିଏଲଏଫ)କୁ ଫେବୃଆରୀ ୧୭, ୨୦୨୧ ମଧ୍ୟାହ୍ନ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ । ଏନଟିଏଲଏଫ ବିଷୟରେ ଏନଟିଏଲଏଫର ୨୯ ତମ ଅଧିବେଶନ ୧୭ ରୁ ୧୯ ଫେବୃଆରୀ
Read More...

ଜଲଗାଓଁ ଦୁର୍ଘଟଣା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ମହାରାଷ୍ଟ୍ରର ଜଲଗାଓଁ ଠାରେ ଘଟିଥିବା ଟ୍ରକ ଦୁର୍ଘଟଣାର ପୀଡିତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁକମ୍ପା ରାଶି ଅନୁମୋଦନ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ତରଫରୁ କୁହାଯାଇଛି ଯେ, ମହାରାଷ୍ଟ୍ରର ଜଲଗାଓଁ ଠାରେ ଘଟିଥିବା ହୃଦୟ
Read More...

ସଇଁନ୍ତଲା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ସଫଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧାରଣ ଜନତା ଅତିଷ୍ଠ ହୋଇ ପଡ଼ିଥିବା ଅଭିଯୋଗ କରି ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଥିଲା । ତେବେ ଦଳ ପକ୍ଷରୁ ଆଜି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଥିଲା ।
Read More...