Daily Archives

ମେଗା ଆନ୍ତର୍ଜାତୀୟ ଏମ୍ଆଇ୍‌ଏସ୍‌ ୨୦୨୧ ସମ୍ମିଳନୀକୁ ସଫଳ କରିବାକୁ ବନ୍ଦର ଅଧ୍ୟକ୍ଷଙ୍କ ଆହ୍ୱାନ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ସାମୁଦ୍ରିକ ଭାରତୀୟ ସମ୍ମିଳନୀ ଏମଆଇଏସ୍‌ର ଦ୍ୱିତୀୟ ସଂସ୍କରଣ ମାର୍ଚ୍ଚ -୨-୪, ୨୦୨୧ରୁ ପ୍ରାୟ ଏକ ମେଗା ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି ମାର୍ଚ୍ଚ ୨ ତାରିଖରେ ଏହି ସମ୍ମିଳନୀକୁ ଉଦଘାଟନ କରିବେ
Read More...

ଆଶ୍ରମ ପରିସରରୁ ବାବାଙ୍କ ମୃତ ଦେହ ଉଦ୍ଧାର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କ୍ୟାମ୍ପ ନିକଟରେ ଅବସ୍ଥିତ ବାଳ ଯୋଗେଶ୍ୱରୀ ଆଶ୍ରମରୁ ଆଜି ‌ସ୍ୱାମୀ ଦାମୋଦର ସଦା ବାବା((୭୫) ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ଆଶ୍ରମ ବାହାରେ ତାଲା ପଡ଼ିଥିବା ବେଳେ ପରିସରରେ ମୃତ ଦେହ ପଡ଼ିଥିବାରୁ ଏହା
Read More...

ସୂର୍ଯ୍ୟନଗର, ବ୍ରାହ୍ମଣପଡା ଓ ହାଟପଦାପଡା ବସ୍ତିବସିନ୍ଦାଙ୍କୁ ବିନା ଥଇଥାନରେ ଉଚ୍ଛେଦ ବିରୋଧରେ ସ୍ୱର ଉଠାଇଲା ଭିଆଇପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୂର୍ଯ୍ୟନଗର, ବ୍ରାହ୍ମଣପଡ଼ା ଓ ହାଟପଦାପଡ଼ା ବସ୍ତି ବାସିନ୍ଦାଙ୍କୁ ବିନା ଥଇଥାନରେ ଉଚ୍ଛେଦ ବିରୋଧରେ ସ୍ୱର ଉତ୍ତୋଳନ କରିଛି ଭିଲେଜର୍ସ ଇଣ୍ଡିଆ ପାର୍ଟି । ଭିଆଇପି ପକ୍ଷରୁ କୁହାଯାଇଛି ଯେ, ବଲାଙ୍ଗିର ମ୍ୟୁନସିପାଲିଟି ସ୍ଥିତ ବିସ୍ତାପିତ ସୂର୍ଯ୍ୟନଗର ବସ୍ତି
Read More...

ଜିଲ୍ଲାସ୍ତରୀୟ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଓଡିଶା ରାଜ୍ୟ ମହିଳା ଆୟୋଗ ଏବଂ ସୁବର୍ଣ୍ଣପୁର ଜିଲ୍ଲା ସମାଜ କଲ୍ୟାଣ ବିଭାଗର ମିଳିତ ସହଯୋଗରେ ମହିଳା ଅଧିକାର ଓ ସୁରକ୍ଷାକୁ ନେଇ ଏକ ଜିଲ୍ଲାସ୍ତରୀୟ ଆଇନ୍ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେଭିକେ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଜନ
Read More...

କ୍ରମାଗତ ଚତୁର୍ଥ ବର୍ଷରେ ପାରାଦ୍ୱୀପ ବନ୍ଦରର ୧୦୦ ଏମଏମଟି ପଣ୍ୟ କାରବାର

ପାରାଦୀପ, (ଶୁଭ୍ରାଂଶୁ ଶୁଖେର ପୃଷ୍ଟି) : ପାରାଦୀପ ବନ୍ଦର କ୍ରମାଗତ ଚତୃର୍ଥ ବର୍ଷରେ ୧୦୦ ମିଲିୟନ୍‌ ମେଟ୍ରିକ ଟନ (ଏମଏମଟି) ପଣ୍ୟ କାରବାର କରି ଏକ କିର୍ତୀମାନ ସ୍ଥାପନ କରିଛି । କୋଭିଡ ୧୯ ସଙ୍କଟ ସତ୍ୱେ, ଏହା ପୁଣି ଥରେ ୧୦୦ ଏମଏମଟିର ଲକ୍ଷ୍ୟ ଅତିକ୍ରମ କରି ଚଳିତ ଆର୍ଥିକ ବର୍ଷ ଫେବୃଆରୀ
Read More...

ମାନବାଧିକାରର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ : ଏକା ଥରକୁ ୧୩୦ ପରିବାର ଖାଦ୍ୟ, ବସ୍ତ୍ର ଓ ବାସଗୃହରୁ ଉଚ୍ଛେଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ୱାର୍ଡ ନଂ୮ ଅନ୍ତର୍ଗତ ବ୍ରହ୍ମଣ ପଡା, କରଙ୍ଗାକଟା ବନ୍ଧ ଆଡି ଓ ମାରୱାଡି ବନ୍ଧ ଆଡି ଅଂଚଳରେ ଜିଲ୍ଲା ପ୍ରଶାସନ ତରଫରୁ ଜବର ଦଖଲ ଉଚ୍ଛେଦ କରାଯାଇଛି । ଏହି ପ୍ରକ୍ରିୟାରେ ଏକା ଥରକୁ ପ୍ରାୟ ୧୩୦ଟି ପରିବାର ପ୍ରଭାବିତ ହୋଇଥିବା ବେଳେ ଏ ଅଂଚଳର
Read More...

ବଣୀ ବକ୍ରେଶ୍ୱର ପୀଠରେ କଲ୍ୟାଣ ମଣ୍ଡପର ଭୂମିପୂଜା

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବଣୀ ବକ୍ରେଶ୍ୱର ପୀଠସ୍ଥଳୀ କୁଆପଦା ଠାରେ ଏକ କଲ୍ୟାଣ ମଣ୍ଡପର ଭୂମିପୂଜା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଭୂମିପୂଜାରେ ସାଉରିଆ ପଚାଂୟତର ସରପ କୁନୀମଣୀ ରାଉତରାୟ କର୍ତା ରୂପେ, ପରୋହିତ ଦୈନ ମିଶ୍ର,
Read More...

ସୁଦାମ ମିଶ୍ରଙ୍କ ବିୟୋଗ, ଅଂଚଳରେ ଶୋକର ଛାୟା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛତାମଖନାର ସ୍ୱନାମଧନ୍ୟ ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର(ସୁଦାମ)ଙ୍କ ବିୟୋଗ ଘଟିଛି । ବିଗତ କିଛି ସମୟ ହେଲା ସେ ଅସୁସ୍ଥ ଥିବା ବେଳେ ସମ୍ବଲପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଆଜି ଅପରାହ୍ନ ୨ଟା ୩୦ ସମୟରେ ଶ୍ରୀ ମିଶ୍ର ଶେଷ
Read More...

କଳିଙ୍ଗାଘାଟିରେ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣା : ଡ୍ରାଇଭର ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କୋଇଡା ବଡବିଲରୁ ଲୁହାପଥର ବୋଝେଇ ଟ୍ରକ ଗୋପାଳପୁର ପୋର୍ଟକୁ ଯାଉଥିବା ବେଳେ କଳିଙ୍ଗା ଘାଟି ଭାଲିଆପଟା ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଆଜି ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି । ବିବରଣୀରୁ ପ୍ରକାଶ ଯେ, ଝାଡଖଣ୍ଡ ଅଞ୍ଚଳର ଡ୍ରାଇଭର
Read More...

ସାଉରିଆ ପଚାଂୟତ ପ୍ରିମିୟର ଲିଗ-୨୦୨୧ ଫାଇନାଲ ମ୍ୟାଚ : ଫ୍ରଣ୍ଡସ୍‌ କ୍ଲବ ଚମ୍ପିୟାନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ବାରବାଟୀ ଖେଳ ପଡିଆରେ ସ୍ୱାଧୀନ ସେବା ସଂସ୍ଥାନ ଚେରିଟେବୁଲ ଟ୍ରଷ୍ଟ, ବେଗୁନିଆପଡା, ଆନୁକୁଲ୍ୟରେ ସାଉରିଆ ପଚାଂୟତ ପ୍ରିମିୟର ଲିଗ-୨୦୨୧ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜରି ଏହି ଉଯାପନୀ ଦିବସ
Read More...