Daily Archives

ଅନ୍ଧାରରେ ହିତାଧିକାରୀ, ଘର ପାଇଲା କିଏ ?

ବୌଦ୍ଧ, (ବଂଶୀଧର ମାଝୀ) : ଘରର ଫାଇନାଲ ବିଲ ଉଠିଛି, ହେଲେ ହିତାଧିକାରୀଙ୍କ ପାଖରେ ଖବର ନାହିଁ କି ଘର ନାହିଁ । ସରକାର ଗରିବ ଦୂରୀକରଣ ନିମନ୍ତେ ବିଭିନ୍ନ ଯୋଜନାରେ କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି, କିନ୍ତୁ ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ରହୁଛନ୍ତି । ଏମିତି ଏକ ଚାଞ୍ଚଲ୍ୟକର
Read More...

ଭାଗବତ ସପ୍ତାହର ଆଧ୍ୟାତ୍ମିକ ପରିବେଶରେ ରାଜ୍ୟ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) :ପଦ୍ମପୁର ସହର ନେହେରୁ ଗଳି ଠାରେ ଗତ ଦୁଇ ଦିନ ହୋଇ ଚାଲିଥିବା ଭାଗବତ ସପ୍ତାହର ତୃତୀୟ ଦିନରେ ଆଜି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ ରାଜ୍ୟ ବିଜେପି ଯୁବମୋର୍ଚା ସମ୍ପାଦକ ପ୍ରୀତେଶ କୁମାର ବହିଦାର ଯୋଗ
Read More...

ଏନ୍.ଏ.ସି.ର ବିଭିନ୍ନ ସମସ୍ୟାକୁ ନେଇ ପଦ୍ମପୁର ବିଜେପି ତରଫରୁ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) :ଆଜି ପଦ୍ମପୁର ବିଜେପି ନଗର ମଣ୍ତଳ ତରଫରୁ ଏନ୍.ଏ.ସି.ରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବୀପତ୍ର ପଦ୍ମପୁର ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦିଆଯାଇଛି । ପାନୀୟ ଜଳର ସମସ୍ୟା, ଘର ପ୍ରତି ୩୦ ଟଙ୍କା ହୋଲ୍ଡିଂ ଟେକ୍ସ, ସହରରେ
Read More...

ପୁଅର ଉଚ୍ଚଶିକ୍ଷା ଫି’ ପୈଠ ପାଇଁ ବାହାରେ ଧାନ ଜଗିଛି ଚାଷୀ

ବୌଦ୍ଧ, (ବଂଶୀଧର ମାଝୀ) : ଧାନ ବିକ୍ରି କରିବା ପାଇଁ ମୋବାଇଲକୁ ଆସିଲା ଅନଲାଇନ୍ ମେସେଜ୍ । ପୁଅର ଫି' ବାବଦକୁ ଅର୍ଥ ଦେବା ପାଇଁ ତାଙ୍କର ଅତ୍ୟାବଶ୍ୟକ ଥିଲା । ଫଳରେ ସେ ଭୁବନେଶ୍ବର ଜାଭିୟର ଇଣ୍ଟର ନେସନାଲ ବିଜ୍ଞାନ କଲେଜରେ ପାଠ ପଢ଼ୁଥିବା ନିଜ ପୁଅର ବାର୍ଷିକ ଫି' ଦାଖଲ ପାଇଁ ଆଶାରେ
Read More...

ଛାତ୍ରଛାତ୍ରୀଙ୍କୁ ମାଗଣା ନିଯୁକ୍ତି ଭିତ୍ତିକ ଶିକ୍ଷା ଯୋଗାଇବେ ପ୍ରଶାସନ

ସୁନ୍ଦରଗଡ଼ : ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ । ଜିଲ୍ଲା ପ୍ରଶାସନ ଦେବ ମାଗଣା ନିଯୁକ୍ତି ଭିତ୍ତିକ ଶିକ୍ଷା । ଛାତ୍ରଛାତ୍ରୀଙ୍କୁ ରୋଜଗାର ପାଇଁ କରାଇବ ଯୋଗ୍ୟ । ଏଭଳି ଏକ ନିଆରା ପ୍ରୟାସ ଆରମ୍ଭ କରିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ । ପ୍ରଶାସନ
Read More...

ସଡକ ଦୁର୍ଘଟଣାରେ ତିନି ଆହତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ-କେସିଙ୍ଗା ରାସ୍ତାରେ ଏକ ଦୁର୍ଘଟଣା ଘଟିଛି । ଲୁଥୁରବନ୍ଧର ରମେଶ ବିଶି ନାମକ ଜଣେ ବ୍ୟକ୍ତି ଅତ୍ୟଧିକ ମଦ୍ୟପାନ କରି ହିରୋ ପାସନ ପ୍ରୋ ବାଇକ୍ (ଗାଡ଼ି ନମ୍ବର - ଓଡି ୦୮ ଏମ ୦୫୧୯) ଚଳାଇ ଆସୁଥିବା ବେଳେ ଭାଲୁଡ଼ିଙ୍ଗୁରି ପାହାଡ଼ ନିକଟରେ ଅପର
Read More...

ବରଗାଁ ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମହୁଲପଡା ବିଜୟୀ

ସଇଁନ୍ତଳା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ବରଗାଁ ଖେଳପଡ଼ିଆ ଠାରେ ଆଜି ଫାଇନାଲ ମ୍ୟାଚରେ ମହୁଲପଡା ଓ ଧରପଗଡ ଦଳ ମଧ୍ୟରେ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିଲା । ତେବେ ଧରପଗଡ଼କୁ ହରାଇ ମହୁଲପଡା ଦଳ ବିଜୟୀ ହୋଇଥିଲା । ଏହି ଉଦ୍‌ଯାପନି ଉତ୍ସବରେ ମୁଖ୍ୟ ଅତିଥି
Read More...

ସରକାରୀ ସ୍ୱୀକୃତି ମିଳିଲା ରାହାମା ଡାଇନମିକ୍ ଇଂଲିଶ୍ ମିଡିୟମ୍ ବିଦ୍ୟାଳୟକୁ

ଜଗତସିଂହପୁର : କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ସ୍ଥିତ ଡାଇନମିକ୍ ଇଂଲିଶ୍ ମିଡିୟମ୍ ବିଦ୍ୟାଳୟକୁ ଓଡିଶା ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି । ଏଥିପାଇଁ ବିଦ୍ୟାଳୟର ପରିଚାଳନା କମିଟି, ସମସ୍ତ କର୍ମଚାରୀ, ବିଦ୍ୟାଳୟର ଅଭିଭାବକ ଓ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଧୃବଚରଣ ସ୍ୱାଇଁ ରାଜ୍ୟ
Read More...

ଅମିତ ଶାହଙ୍କୁ ଭେଟିଲେ ବସୁନ୍ଧରା ରାଜେ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସୋମବାର ସନ୍ଧ୍ୟାରେ ଭେଟିଥିଲେ । ଦିଲ୍ଲୀସ୍ଥିତ ଗୃହମନ୍ତ୍ରୀଙ୍କ ଆବାସରେ ହୋଇଥିବା ଏହି ବୈଠକ ଅନୁନ୍ୟ ୧ ଘଣ୍ଟାକାଳ ଧରି ଚାଲିଥିଲା । ଯାହାକୁ ନେଇ ଏବେ ବିଜେପିରେ ଚର୍ଚ୍ଚା ଜୋର ଧରିଛି । ତେବେ
Read More...

୨୪ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ : ୪ ଜଣ ଅଭିଯୁକ୍ତ ଗିରଫ

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ପୋଲିସକୁ ପୁଣି ସଫଳତା ମିଳିଛି । ଗତକାଲି ଖଡିଆଳ ସହରର ଗୁରୁନାନକ ଛକରୁ ୨୪କେଜି ୬୫୦ ଗ୍ରାମର ଏକ ଗଞ୍ଜେଇ ଭର୍ତ୍ତି ଜରିବସ୍ତା ଉଦ୍ଧାର କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ଆଜି ଖଡିଆଳ ଏସଡିପିଓ ସନ୍ତକ ଜେନା ସାମ୍ବାଦିକ ସମ୍ମିଳନୀରେ
Read More...