Daily Archives

ଘରୋଇ କଳିରୁ ବାପାକୁ ଆକ୍ରମଣ କଲା ପୁଅ

ସମ୍ୱଲପୁର : ଘରୋଇ କଳିରୁ ବାପାକୁ ଆକ୍ରମଣ କଲା ପୁଅ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ସମ୍ୱଲପୁର ରେଢାଖୋଲ ଉପଖଣ୍ଡ ଚାରମାଳ ଗାଁର ବଳରାମ ସେଠୀଙ୍କ ପୁଅ ଅଶୋକ ସେଠୀ କାଠ ଫାଳିଆରେ ବାପା ବଳରାମ ସେଠୀଙ୍କୁ ଆକ୍ରମଣ କରିଛି । ଫଳରେ ବାପାଙ୍କ ଗୋଡ ଭାଙ୍ଗିଯିବା ସହିତ ହାତରେ ମଧ୍ୟ ଆଘାତ
Read More...

ନିଧି ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା : ମର୍ଯ୍ୟାଦା ପୁରୁଷ ଭଗବାନ ରାମଚନ୍ଦ୍ରଙ୍କର ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ସକାଶେ ନିଧି ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଡିଆଳ ନଗରର ପ୍ରତି ୱାର୍ଡରୁ ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦାନ ପୂର୍ବକ ରାଷ୍ଟ୍ର କାର୍ଯ୍ୟରେ ସହଭାଗୀ ହୋଇ
Read More...

ଧାନ ବୋଝେଇ ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ : ଡ୍ରାଇଭର ଫେରାର

ଆନନ୍ଦପୁର : ଧାନ ବୋଝେଇ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ ଏବଂ ୨ ଆହତ । ଆନନ୍ଦପୁର ହାଟଡିହି ବ୍ଲକ ଅଣା-ସମଣା ରାସ୍ତାର ଡଙ୍କୁରୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇ ପରେ ଘଟଣାସ୍ଥଳରୁ ଟ୍ରକ ସହ ଡ୍ରାଇଭର ଫେରାର ହୋଇଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ
Read More...

ଭଇଁଷାପାଲି ଟୋଲ ଗେଟରେ ଯାତ୍ରୀବାହୀ ବସ୍‌କୁ ଫି ଛାଡ ପାଇଁ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର – ସୋନପୁର ଜାତୀୟ ରାଜପଥ ନଂ ୫୭ ଭଇଁଷାପାଲି ନିକଟରେ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ଏକ ଟୋଲ ଗେଟ ସ୍ଥାପନ କରାଯାଇଛି । ଅତିଶୀଘ୍ର ଏହି ଟୋଲଗେଟରେ ବିଭିନ୍ନ ପ୍ରକାର ଯାନବାହାନ ଠାରୁ ଫିସ ଆଦାୟ କରାଯିବ ବୋଲି ଜଣାପଡିବା ପରେ
Read More...

ସୁଦର୍ଶନ ସାହୁଙ୍କୁ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ସଂବର୍ଦ୍ଧନା

ଭୁବନେଶ୍ୱର : ନିକଟରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମବିଭୂଷଣ ସମ୍ମାନ ପାଇଁ ମନୋନୀତ ଓଡିଶାର ସୁନାମଧନ୍ୟ ସ୍ଥପତି ସୁଦର୍ଶନ ସାହୁଙ୍କୁ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ସଂବର୍ଦ୍ଧିତ କରାଯାଇଛି । ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ଓ ଭାରତ ସରକାରଙ୍କ ପୂର୍ବତନ ରାଷ୍ଟ୍ରଦୂତ ଅବସର
Read More...

ଏନସିସିକୁ ବନ୍ଦ ନ କରିବା ଦାବୀ ନେଇ ମହାବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ

ଛତ୍ରପୁର : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରୁ ଏନସିସିକୁ ଉଠାଇ ଦିଆଯାଇଛି । ମହାବିଦ୍ୟାଳୟରେ ଏନସିସି ବନ୍ଦ ନ କରିବା ଦାବୀ ନେଇ ଏନଏସି ଛାତ୍ରଛାତ୍ରୀ ମାନଙ୍କ ସମେତ ବହୁ ଛାତ୍ରମାନେ ସୋମବାର ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣରେ ବସିଥିଲେ । ଦୀର୍ଘ ୫୦ ବର୍ଷ ଧରି
Read More...

ବସ୍ତା ଭିତରେ ମହୁଲି ମଦ : ନିଶା ବେପାରୀ ଗିରଫ

ଭଦ୍ରକ : ବସ୍ତା ଭିତରେ ମହୁଲି ମଦ । ଗୋଟିଏ କି ୨ଟି ବସ୍ତା ନୁହେଁ, ଏଭଳି ଘରୁ ଭିତରୁ ୨୭ ବସ୍ତା ମହୁଲି ମଦ ବାହାରିଛି। ଏହି ମହୁଲି ମଦର ପରିମାଣ ପ୍ରାୟ ୧୩୫୦ ଲିଟରରୁ ଅଧିକ ହେବ । ଏ ସଂପର୍କରେ ଜିଲ୍ଲା ଅବକାରୀ ଖବର ପାଇବା ପରେ ଘର ଉପରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲି ମଦ ସହ ଜଣେ
Read More...

ପାରାଦୀପ ଓ ବଡବିଲ ରାସ୍ତା ହେବ ୮ ଲେନ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ପାରାଦୀପ ଓ ବଡ଼ବିଲ ରାସ୍ତା ୮ ଲେନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତି ନିଆଯାଇଛି । ଏସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ,
Read More...

ସିଲ ହେଲା ଏକ୍ସିସ୍ ବ୍ୟାଙ୍କ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ପୌରପରିଷଦ ସିଲ୍ କରିଛି ଟିଟିଲାଗଡ ସହର ମଧ୍ୟସ୍ଥ ଏକ୍ସିସ୍ ବ୍ୟାଙ୍କକୁ । ଟିଟିଲାଗଡ ସହରର ସମସ୍ତ ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ଥିବା ବେଳେ ସହରର ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ମୁଖ୍ୟ ରାସ୍ତାକୁ ଲାଗି ରହିଛି । ସହର ମଧ୍ୟରେ ଟ୍ରାଫିକ
Read More...

ପିପିଲି ବ୍ଲକ ଇନ୍ଦିରା ମୈଦାନଠାରେ ଅନୁଷ୍ଠିତ ସମ୍ମିଳନୀରେ ବିବାଦ

ପିପିଲି : ପିପିଲିରେ ଆଗାମୀ କିଛି ମାସରେ ଅନୁଷ୍ଠିତ ହେବ ଉପନିର୍ବାଚନ। କିନ୍ତୁ ଏହାରି ମଧ୍ୟରେ ପିପିଲି କଂଗ୍ରେସରେ ଫାଟ ଦେଖିବାକୁ ମିଳିଛି । ପିପିଲି ବ୍ଲକ ପାଇଁ ନୂତନ ସଭାପତି ଚୟନ କରାଯାଇଥିବାବେଳେ ଏହି ସଭାରେ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କୁ ଉପେକ୍ଷା କରାଯାଇଥିବା
Read More...