oom

ନିଧି ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ନୂଆପଡା : ମର୍ଯ୍ୟାଦା ପୁରୁଷ ଭଗବାନ ରାମଚନ୍ଦ୍ରଙ୍କର ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ସକାଶେ ନିଧି ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଡିଆଳ ନଗରର ପ୍ରତି ୱାର୍ଡରୁ ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦାନ ପୂର୍ବକ ରାଷ୍ଟ୍ର କାର୍ଯ୍ୟରେ ସହଭାଗୀ ହୋଇ ଆର୍ଥୀକ ସହଯୋଗ ପ୍ରଦାନ କରିଥିଲେ । ମଧ୍ୟରେ ବିନୋଦ ଅଗ୍ରୱାଲ, ପୁସ୍ତମ ସୁନାନୀ, ସଜ୍ଜନ ଅଗ୍ରୱାଲ, ଖଡିଆଳ ନଗର ଅଭିଯାନ ପ୍ରମୁଖ ଜନାର୍ଦ୍ଦନ ପାତ୍ର, ନଗରନିଧି ପ୍ରମୁଖ ରତ୍ନାକର ସାହୁ, ସୁଜିତ ପାତ୍ର, ବିକାଶ ବଂଶଲ, ସୁରେଶ ହଟୱାର, ଆହ୍ୱାନ ଯୋଷୀ, ଶ୍ରୀବତ୍ସ ବାରିକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଥିଲେ ।

jittmm
Leave A Reply

Your email address will not be published.