Daily Archives

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତ ସଂଖ୍ୟା ଶୂନ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ତେବେ ବଲାଙ୍ଗିର ଜିଲ୍ଲାରେ ୩ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଥିବା କୁହାଯାଇଛି ।
Read More...

ରାଜଧାନୀରେ ନକଲି କୋଲ୍ଡ ଡ୍ରିଙ୍କସ୍‌ କାରଖାନା ଠାବ : ବ୍ରାଣ୍ଡ୍‌ ଅସଲି, ମାଲ୍‌ ନକଲି

ଭୁବନେଶ୍ୱର : ରାଜଧାନୀରେ ନକଲି କୋଲ୍ଡ ଡ୍ରିଙ୍କ୍ସ କାରଖାନା ଠାବ । ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏହି ନକଲି କାରଖାନା ଠାବ କରାଯାଇଛି । ବ୍ରାଣ୍ଡ ଅସଲି, ମାଲ ନକଲି । ଏହି କମ୍ପାନୀରେ କୋଲ୍ଡ ଡ୍ରିଙ୍କସ୍‌ ଗୁଡିକରେ ବିଭିନ୍ନ ନାମୀଦାମୀ କମ୍ପାନୀର ଷ୍ଟିକର ଲଗାଇ ମାର୍କେଟକୁ ମାଲ
Read More...

ହାଇକୋର୍ଟରେ ପହଞ୍ଚିଲା ନେତାଜୀ ବସ ଟର୍ମିନାଲ ବିବାଦ

କଟକ : ହାଇକୋର୍ଟରେ ପହଞ୍ଚିଲା ନେତାଜୀ ବସ ଟର୍ମିନାଲ ବିବାଦ । କଟକ ଖାନନଗର ଠାରେ ୧୨ଏକର ଜମି ଉପରେ ନିର୍ମାଣ ହେବାକୁ ଥିବା ନେତାଜୀ ବସ ଟର୍ମିନାଲର ୩ଏକର ଜମିକୁ ନେଇ ହାଇକୋର୍ଟରେ ପିଟିସନ ଦାୟର ହୋଇଛି । ଖାନନଗର ଶ୍ମଶାନ କାଳୀଙ୍କ ୩ଏକର ସମ୍ପତ୍ତି ଉପରେ ସ୍ଥିତାବସ୍ଥା ଜାରି କରିଛନ୍ତି
Read More...

ଦୁର୍ନୀତି ଅଭିଯୋଗରେ ଆଇପିଏସ୍ ମନୀଷ ଅଗ୍ରୱାଲ ଗିରଫ

ଜୟପୁର : ରାଜସ୍ଥାନ ଦୁର୍ନୀତି ନିବାରଣ ବ୍ୟୁରୋ ତରଫରୁ ଦୌସାରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ମାମଲାରେ ଆଉ ଜଣେ ଅଧିକାରୀ ଗିରଫ ହୋଇଛନ୍ତି । ଏସିବି ଆଇପିଏସ ମନୀଷ ଅଗ୍ରୱାଲଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି । ୨୪ ଘଣ୍ଟା ମଧ୍ୟରେ ତାଙ୍କୁ
Read More...

କିସ ବିଶ୍ୱ ବିଦ୍ୟାଳୟ ଦ୍ୱାରା ତୁରେକେଲା ବ୍ଲକର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ବଂଟନ

କଂଟାବାଂଜି, (ମନିଶ କୁମାର ହଂସ) : ଭୁବନେଶ୍ୱରସ୍ଥିତ କିସ୍‌ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମଂଗଳବାର ଦିନ ଆଦିବାସୀ କଲ୍ୟାଣ ସଂଘ ତୁରେକେଲା ବ୍ଲକ ଶାଖାଦ୍ୱାରା ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ଗାଁର
Read More...

ଭାଲୁ ଆକ୍ରମଣରେ ୫ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୀଳଗିରି : ନୀଳଗିରି ମିତ୍ରପୁର ଅଞ୍ଚଳରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ଭାଲୁ । ଏହି ଆକ୍ରମଣରେ ଜଣେ ଶିଶୁ ସମେତ ୫ ଜଣ ଗୁରୁତର । ଗୁରୁତରଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କାଟପନ୍ନ ହେବାରୁ ତାଙ୍କୁ ବାଲେଶ୍ବର
Read More...

ଆସିଲା ସିବିଏସ୍‌ଇ ବୋର୍ଡ ପରୀକ୍ଷା ସୂଚୀ

ନୂଆଦି‌ଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶ ଆଜି ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାର ସୂଚୀ ଘୋଷଣା କରିଛ‌ନ୍ତି । ତେବେ ଏହି ପରୀକ୍ଷା ମେ ୪ ତାରିଖରୁ ଆରମ୍ଭ ହେବ । ପରୀକ୍ଷା ସୂଚୀ ସିବିଏସଇ ଓ୍ବେବ୍ ସାଇଟ୍‌ରେ ଉପଲ‌ବ୍ଧ‌ ହେଉଛି । ଛାତ୍ରଛାତ୍ରୀ ମାନେ ସହଜରେ
Read More...

ପ୍ରାୟ ୧୫ ଲକ୍ଷ ଟଙ୍କା ଗାୟବ ପାରାଦୀପ ବ୍ୟାଙ୍କରୁ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରଦୀପ ନିକଟସ୍ଥ ପାରାଦୀପ ଗଡ଼ ବଜାରରେ ଥିବା ୟୁନିୟନ ବ୍ୟାଙ୍କରୁ ୧୪ ଲକ୍ଷ ୮୬ ହଜାର ୭ ଶହ ୮୦ ଟଙ୍କାର କଏନ୍ ଗାୟବ । ଏ ସଂପର୍କରେ ବ୍ୟାଙ୍କ ପରିଚାଳକ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ୨୦୧୬ ବର୍ଷଠାରୁ ୨୦୨୧ ବର୍ଷ ମଧ୍ୟରେ ଏଭଳି
Read More...

ଗିରଫ ହେଲେ ୫ ଲୁଟେରା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସକୁ ବଡ଼ ସଫଳତା । ୫ ଜଣ ଲୁଟେରାଙ୍କୁ ଧରି କୋର୍ଟ ଚାଲାଣ କରିଛି ଖଲ୍ଲିକୋଟ ପୋଲିସ । ଏମାନଙ୍କଠାରୁ ୯ଟି ବନ୍ଧୁକ ସହ ୧୩ ରାଉଣ୍ଡ ଗୁଳି, ୫ ଟି ମାଗାଜିନ, ଦୁଇଟି ଖଣ୍ଡା ଓ ତିନିଟି ବାଇକ ଜବତ କରିଛି ପୋଲିସ । ଏ ନେଇ ଏକ ସାମ୍ବାଦିକ
Read More...

ଶିକାଛିଡା ଗ୍ରାମ ପଞ୍ଚାୟତର ଅସୁରଡୁଙ୍ଗୁରି ଗାଁକୁ ନା ଠିକ୍ ରାସ୍ତା ଅଛି ନା ପିଇବା ପାଇଁ ଭଲ ପାଣି ଅଛି : ଅସମ୍ଭାଳ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମ ପଞ୍ଚାୟତର ଅସୁରଡୁଙ୍ଗୁରି ଗାଁ ବଲାଙ୍ଗିରରୁ ମାତ୍ର ୮ କିଲୋମିଟର ଏବଂ ୨୬ ନମ୍ଵର୍ ରାଜପଥରୁ ହାରାହାରି ଗୋଟିଏ କିଲୋମିଟର ହେବ, କିନ୍ତୁ ଗାଁକୁ ନା ଠିକ୍ ରାସ୍ତା ଅଛି ନା ପିଇବା ପାଇଁ ପିଇବା ପାଣି ଅଛି !
Read More...