Daily Archives

ହାର୍ଦ୍ଦିକଙ୍କୁ ମିଳିଲା ସ୍ପେଶାଲ୍ ଗିଫ୍ଟ : ଯାହା ସେ ସାରା ଜୀବନ ମନେ ରଖିବେ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଯେବେଠାରୁ ପୁତ୍ର ସନ୍ତାନର ବାପା ହେଲେଣି, ସେବେଠାରୁ ଅଧିକାଂଶ ସମୟରେ ସୋଶାଲ ମିଡିଆରେ ନିଜ ପୁଅର ଫଟୋ ଶେଆର୍ କରିଆସୁଛନ୍ତି। ନିକଟରେ ହାର୍ଦ୍ଦିକ ଓ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କୁ ଏଭଳି ଏକ ଗିଫ୍ଟ ମିଳିଛି,
Read More...

୨୦୨୧ ବର୍ଷର ୟୁଜିସି ନେଟ୍‌ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଜ ଟ୍ଵିଟର ଜରିଆରେ ୨୦୨୧ ବର୍ଷର ୟୁଜିସି ନେଟ୍‌ ପରୀକ୍ଷା ପାଇଁ ତାରିଖ ଘୋଷଣା କରି ଲେଖିଛନ୍ତି ଯେ, ଜାତୀୟ ପରୀକ୍ଷା ଏଜେନ୍‌ସି ଜୁନିଅର ରିସର୍ଚ୍ଚ ଫେଲୋସିପ୍‌ ଏବଂ ସହକାରୀ ପ୍ରଫେସରଙ୍କ ପାଇଁ ଯୋଗ୍ୟତା ପରୀକ୍ଷା
Read More...

ବିଗ୍ ବଜେଟ ଫିଲ୍ମ ‘ଆଦିପୁରୁଷ୍’ର ସୁଟିଂ ଆରମ୍ଭ କଲେ ସୈଫ୍‌ ଅଲ୍ଲୀ ଖାନ ଓ ପ୍ରଭାସ

ମୁ‌ମ୍ବାଇ : ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ବଲିଉଡର ଲୋକପ୍ରିୟ ଅଭିନେତା ସୈଫ୍‌ ଅଲ୍ଲୀ ଖାନ ବିଗ୍‌ ବଜେଡ ଫିଲ୍ମ 'ଆଦିପୁରୁଷ'ର ସୁଟିଂ ଆରମ୍ଭ କରିଛନ୍ତି । ତେବେ ଏହା ପ୍ରଭାସ ନିଜେ ଟୁଇଟ କରି ଜଣାଇଛନ୍ତି । ରାମାୟଣ ଉପରେ ଆଧାରିତ ଏହି ଫିଲ୍ମରେ ଓମ୍ ରାୱତ ନିର୍ଦ୍ଦେଶନା ଦେଇଥିବା ବେଳେ
Read More...

ତରଭାରେ ତିନି ଟନ୍ କ୍ଷମତା ବିଶିଷ୍ଟ ବର୍ଜ୍ୟବସ୍ତୁ ପୁନଃ ଚକ୍ର ସୁବିଧା ପ୍ରକଳ୍ପ କାମ ଚାଲିଛି

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ପଡ଼ିଆ ଠାରେ ତିନି ଟନ୍ କ୍ଷମତା ବିଶିଷ୍ଟ ବର୍ଜ୍ୟବସ୍ତୁ ପୁନଃ ଚକ୍ର ସୁବିଧା ପ୍ରକଳ୍ପ କାମ ଚାଲିଛି । ବିଜ୍ଞାପିତ ଅଞ୍ଚଳରୁ ଦୈନିକ ବାହାରୁଥିବା ଅଳିଆ ଆବର୍ଜ୍ଜନାକୁ ମାଇକ୍ରୋ କମ୍ପୋଷ୍ଟ
Read More...

ପ୍ରଧାନମନ୍ତ୍ରୀ ଆବାସ ଘର ଜାଲିଆତି : ଥାନାରେ ଏଫଆଇଆର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ କାଂସଡା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବରପାଲି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଘର ଜାଲିଆତି କରି ଅନ୍ୟ ଲୋକଙ୍କୁ ଦେଇ ଦେଲେ ବୋଲି ଉଦେ ମହାନନ୍ଦ ପାଇକମାଲ ଥାନାରେ ଏଫଆଇଆର ଦେଇଥିବା ସୂଚନା ମିଳିଛି
Read More...

ଗନ୍ଧମାର୍ଦ୍ଦନ ଆନ୍ଦୋଳନକାରୀ କନ୍ଧ ବିଭାରଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନରୁ ବକ୍ ସାଇଟ୍ ଖଣି ଖନନ ପ୍ରକଳ୍ପ ବିରୋଧରେ ୧୯୮୦ ଦଶକରେ 'ବାଳ୍ କୋ ହଟାଓ - ଗନ୍ଧମାର୍ଦ୍ଦନ ବଚାଓ' ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଓ ସତ୍ୟାଗ୍ରହ ଭାବେ ଗିରଫ ହୋଇଥିବା ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲ ଗ୍ରାମ ପଞ୍ଚାୟତ
Read More...

ଫେବୃଆରୀ ୧୦ରୁ ଆରମ୍ଭ ହେବ ପିଜି ଏବଂ ଯୁକ୍ତ ୩ କ୍ଲାସ୍ : ୮ରୁ ହଷ୍ଟେଲରେ ରହିବାକୁ ଅନୁମତି

ଭୁବନେଶ୍ୱର : ପିଜି ଏବଂ ୟୁଜି ପାଠପଢା ଓ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ୧୦ତାରିଖରୁ ପିଜି ଓ ୟୁଜିରେ ପାଠପଢା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିଛନ୍ତି । ମନ୍ତ୍ରୀଙ୍କ ଘୋଷଣା ମୁତାବିକ, ଆସନ୍ତା ଫେବ୍ରୁଆରୀ ୧୦ ରୁ ଯୁକ୍ତ ୩ ଦ୍ବିତୀୟ
Read More...

ବାଇକ୍‌ ସହ ୧୬ କେଜି ଗଞ୍ଜେଇ ଜବତ : ୨ ଅଭିଯୁକ୍ତ ଗିରଫ

ନନ୍ଦପୁର : ନନ୍ଦପୁର ପୋଡୱା ଥାନା ଅଧୀନରେ ଏକ ବାଇକ୍‌ ସହ ୧୬ କେଜି ୭୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ୨ଜଣଙ୍କୁ ଗିରଫ କରିଛି ପୋଲିସ । ୨ଜଣ ମଧ୍ୟପ୍ରଦେଶ ଅଞ୍ଚଳର ବୋଲି ଜଣା ପଡ଼ିଛି । ଗିରଫ ହୋଇଥିବା ୨ଜଣ ଅଭିଯୁକ୍ତ ହେଲେ ଗ୍ବାଲିଅରର ସତିଶ ଠାକୁର (୨୦), ଦାବ୍‌ର ଜିଲ୍ଲାର ସହିଲ
Read More...

ସରକାରୀ ଡାକ୍ତରଖାନାରେ ହୁଇଲ ଚେୟାର ଅଭାବ

ରାଉରକେଲା : ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ସହରର ଏକ ପ୍ରମୁଖ ହସ୍‌ପିଟାଲ ହୋଇଥିବାବେଳେ ଏଠାରେ ଦେଖାଦେଇଛି ଅବ୍ୟବସ୍ଥା । ଏହି ଡାକ୍ତରଖାନାରେ ପୋଡ଼ାଜଳା କକ୍ଷ, ଅସ୍ଥି, ମାତୃଶିଶୁ, ଅନ୍ତଃବିଭାଗ, ସର୍ଜରୀ ବିଭାଗ ନିକଟରେ କୌଣସି ରୋଗୀଙ୍କ ପାଇଁ ଷ୍ଟ୍ରେଚର ବା ହୁଇଲ ଚେୟାର
Read More...

ଟ୍ରେନ୍‌ରେ କଟି ଯୁବକଙ୍କ ମୃତ୍ୟୁ

କଟକ : ଟ୍ରେନ୍‌ରେ କଟି ଯୁବକଙ୍କ ମୃତ୍ୟୁ ହୋଇଛି । କଟକ ରେଲଓ୍ବେ ଗୁଡ୍ ସେଡ୍ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘଟଣାସ୍ଥଳରେ ତଦନ୍ତ ଜାରି । ସୂଚନାଯୋଗ୍ୟ ଯେ, କଟକ ରେଲଓ୍ବେ ଗୁଡ୍ ସେଡ୍ ନିକଟରେ ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣଙ୍କ ମୋବାଇଲରେ କଥା ହୋଇ ଟ୍ରେନ୍
Read More...