Daily Archives

ନିଳମ୍ବନ ଆଦେଶ ପ୍ରତ୍ୟାହାର ଦାବୀରେ ଧାରଣା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଗତ ୨୦୧୮-୧୯ ରବି ଧାନ କିଣାରେ ହୋଇଥିବା ଅନିୟମିତତାରେ ୧୦ ଜଣ ପ୍ୟାକ୍ସ ସମ୍ପାଦକଙ୍କୁ ରାଜ୍ୟ ସରକାର ନିଳମ୍ବିତ କରିଥିଲେ । ଏହାର ପ୍ରତିବାଦରେ ଆଜି ଜିଲ୍ଲାର ସମସ୍ତ ପ୍ୟାକ୍ସ ସମ୍ପାଦକ ଏବଂ କର୍ମଚାରୀ କାର୍ୟ୍ୟ ବନ୍ଦ୍ ଆନ୍ଦୋଳନ କରିବା
Read More...

କୁତୁର୍ଲା ଯାଦବ ସମାଜର ବାର୍ଷିକ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : କୁତୁର୍ଲା ଯାଦବ ସମାଜ ତରଫରୁ କୁତୁର୍ଲା ନିକଟସ୍ଥ ସୋନଗଡ ନଦୀରେ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଅବସରରେ କୃତୁର୍ଲା ଓ ଆମ୍ବାପାଲିର ସମସ୍ତ ଯାଦବ ପରିବାର ଅଂଶଗ୍ରହଣ କରିଥିଲେ । ଯାଦବ ସମିତିର କିପରି ସାହାଯ୍ୟ ସହଯୋଗ ପରସ୍ପର ପ୍ରତି
Read More...

୪ର୍ଥ ମାଁ କନ୍ଧେନବୁଢ଼ୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ଚାଟିପଦରକୁ ହରାଇ ଟାଇଟଲ ଜିତିଲା ଥାଳବନ୍ଧ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ରୁଗୁଡିପାଲି ଗାଁରେ ଚାଲିଥିବା ୪ର୍ଥ ମାଁ କନ୍ଧେନବୁଢ଼ୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ
Read More...

କୃଷକଙ୍କୁ ଦେଶଦ୍ରୋହୀ କହିବା ‘ଚୋର୍ ମଚାଏ ସୋର୍’ ସଦୃଶ : କିଷାନ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୃଷକଙ୍କ ଆନ୍ଦୋଳନକୁ ବଦନାମ କରିବା ସହିତ ସେମାନଙ୍କୁ ଦେଶଦ୍ରୋହୀ ଓ ଖାଲିସ୍ଥାନୀ କୁହାଯିବା ଉପରେ କିଷାନ କଂଗ୍ରେସ ପ୍ରତିକ୍ରିୟା ରଖିଛି । କିଷାନ କଂଗ୍ରେସ କହିଛି ଯେ, ଦେଶର କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଗଣତନ୍ତ୍ର ଦିବସରେ ବିଜେପିର କେନ୍ଦ୍ର
Read More...

ସଲମାନଙ୍କ ସ୍ଥାନରେ ଶାହାରୁଖ ଅଭିନୟ କରିବେ ଭଁସାଲୀଙ୍କ ଫିଲ୍ମରେ

ମୁମ୍ବାଇ : ଦୀର୍ଘ ୨୦ ବର୍ଷ ଅପେକ୍ଷା କରିବା ପରେ ସଞ୍ଜୟ ଲୀଲା ଭଁସାଲୀ ତାଙ୍କ ପ୍ରିୟ ହିରୋ ସଲମାନ ଖାଁଙ୍କୁ ନେଇ ଇନସାଆଲ୍ଲାହ ନାମକ ଫିଲ୍ମ କରିବା ପାଇଁ ପ୍ରସ୍ତୁତି ସାରିଥିଲେ । ଏଥିପାଇଁ ହିରୋଇନ ଭାବେ ଆଲିୟା ଭଟ୍ଟଙ୍କୁ ମଧ୍ୟ ସାଇନ କରାଯାଇଥିଲା । ଶେଷ ମୂହର୍ତରେ ସଲମାନ ଏହି ଫିଲ୍ମ
Read More...

ଫେବୃଆରୀ ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀର ପିଲା ସ୍କୁଲ ଯିବେ

ଭୁବନେ‌ଶ୍ୱର : ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠ ପଢ଼ା ଆରମ୍ଭ ହେବା ପରେ ଏବେ ଫେବୃଆରୀ ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀର ପିଲା ସ୍କୁଲ ଯିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ୯ମ ଏବଂ ୧୧ଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଠପଢା ସୋମବାର ଠାରୁ ଶନିବାର ସକାଳ ୮.୩୦ରୁ ୧୦.୩୦ ପର୍ୟ୍ୟନ୍ତ ହେବ
Read More...

ଅମୀର ଖାଁ ଲାଲ ସିଂ ଚଢ଼ା ଫିଲ୍ମର ରିଲିଜ ପର୍ଯ୍ୟନ୍ତ ଫୋନ ବନ୍ଦ କଲେ

ମୁମ୍ବାଇ : ବଲିଉଡ ଷ୍ଟାର ଅମୀର ଖାଁ ତାଙ୍କର ପ୍ରତ୍ୟେକ ଫିଲ୍ମକୁ ଗୁରୁତ୍ୱ ସହକାରେ ନେଇଥାନ୍ତି । ଏବେ ସେ ଲାଲ ସିଂ ଚଢ଼ା ରିଲିଜ ପର୍ଯ୍ୟନ୍ତ ଫୋନ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛନ୍ତି । ସାଧାରଣତଃ ଡିଜିଟାଲ ଯୁଗରେ ମୋବାଇଲଠାରୁ ଦୂରେଇ ରହିବା ଏତେଟା ସହଜ ହୋଇ ନ ଥାଏ । ମାତ୍ର ଅମୀର ଏହି
Read More...

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସିନ୍ଧେକେଲାର ଯୁବ ଗୋଷ୍ଠୀ ପକ୍ଷରୁ ତହସିଲଦାରଙ୍କୁ ଦାବୀପତ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ସିନ୍ଧେକେଲାର ଯୁବ ଗୋଷ୍ଠୀ ପକ୍ଷରୁ ୫ ଦଫା ଦାବୀ ନେଇ ବଙ୍ଗୋମୁଣ୍ଡା କତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସିନ୍ଧେକେଲାର ନୌରାଜ ରଣାଙ୍କ ନେତୃତ୍ୱରେ ସିନ୍ଧେକେଲା ଯୁବ ଗୋଷ୍ଠୀ ପକ୍ଷରୁ ୫ ଦଫା
Read More...

ମହଲାଇରେ ପାନୀୟ ଜଳ ଯୋଗାଣ ପାଇଁ ଲାଗିଛି ନିମ୍ନମାନର ଷ୍ଟାଣ୍ଡ ପୋଷ୍ଟ ଓ ନାହିଁ ଡ୍ରେନେଜ ବ୍ୟବସ୍ଥା : ଅନବରତ ଭାବେ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇ ଗାଁରେ ପ୍ରତିଦିନ ପାନୀୟ ଜଳ ଯୋଗାଣ ସମୟରେ ଲୋକେ ପାଣି ସଂଗ୍ରହ କରିବା ବେଳେ ଷ୍ଟାଣ୍ଡ ପୋଷ୍ଟରେ ଲାଗିଥିବା ଟେବ ବା ନଳ ଭାଙ୍ଗି ଯାଇଥିବାରୁ ସେଠାରୁ ଅନବରତ ଭାବେ ପାଣି ବାହାରିଥାଏ । ଏହାସହ ଗାଁରେ ଡ୍ରେନ ବ୍ୟବସ୍ଥା ନ ଥିବାରୁ ଗାଁ
Read More...

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ଗ୍ରାମରେ ଥିବା ପଲ୍ଲୀ ପ୍ରଗତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରୀଶଙ୍କର ରଣାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...