Yearly Archives

2023

ଗାୟତ୍ରୀ ପରିବାରର ଅଖଣ୍ଡ ଜ୍ୟୋତି ପାଠକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ୟକ୍ତି ନିର୍ମାଣ ସମାଜ ନିର୍ମାଣ ଓ ରାଷ୍ଟ୍ର ନିର୍ମାଣ ଉଦ୍ଦେଶ୍ୟରେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାରର ପ୍ରତିଷ୍ଠାତା ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଦ୍ଵାରା ପ୍ରତିଷ୍ଠିତ ଅଖଣ୍ଡ ଜ୍ୟୋତି ପତ୍ରିକାର ବଲାଙ୍ଗିର ଜିଲ୍ଲାସ୍ତରୀୟ ପାଠକ ସମ୍ମିଳନୀ ଆଜି
Read More...

ବଲାଙ୍ଗିର ପଥରଚେପା ଘାଟିଠାରେ ଭୟଙ୍କର ଦୁର୍ଘଟଣା : ଟ୍ରକ୍‌କୁ ପଛପଟୁ ପିଟିଲା ପିକ୍‌ଅପ୍‌, ଜଣେ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପଥରଚେପା ଘାଟିଠାରେ ଆଜି ଭୋର୍‌ ସକାଳୁ ଏକ ଭୟଙ୍କର ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଆଜି ଭୋରରୁ (ଓଡ଼ି୦୫ଏସ୍‌ ୦୪୫୭) ନମ୍ବର ବିଶିଷ୍ଟ ଏକ ଡ଼ମ୍ପର
Read More...

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କରଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ଓ ନିର୍ବାଚନୀ ସମୀକ୍ଷା

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ ): ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କରଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଓସ୍ବାନ ଦ୍ବାରା
Read More...

ଦେଶୀ ମଦ ଜବତ, ଜଣେ ଗିରଫ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଆଗଲପୁର ଥାନା ଅମରାମୁଣ୍ଡା ଗାଁରୁ ଇଙ୍ଗସାକୁ ଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଅମରାମୁଣ୍ଡା ଗ୍ରାମର ଆକାଶ ପଟେଲ(୨୭)ଙ୍କୁ ଗିରଫ କରିଛି । ଅଭିଯୁକ୍ତ ଆକାଶ ଏକ ସ୍କୁଟିରେ ୩୦ ଲିଟର ଖୋଲା ଦେଶୀମଦ ଚାଲାଣ କରୁଥିଲେ । ତାଙ୍କୁ ଗିରଫ କରାଯାଇ
Read More...

ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ୍ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୩-୨୪ ବରିକେଲ୍ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉଦଘାଟନୀ ସମାରୋହରେ ବ୍ଲକ୍ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ସଭାପତିତ୍ୱ କରିଥିଲାବେଳେ ପଦ୍ମପୁର ଏନ୍ଏସି ଅଧ୍ୟକ୍ଷା
Read More...

ଲୋଇସିଂହାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା- ଜଣେ ମୃତ, ଦୁଇ ଗୁରୁତର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ଲୋଇସିଂହା - ଭରସୁଜା ରାସ୍ତାର ପତ୍ରାପାଲି ରାଇସ ମିଲ ନିକଟରେ ଶନିବାର ସନ୍ଧ୍ୟା ୫ ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକରେ ଥିବା ଅନ୍ୟ ଦୁଇଜଣ ଗୁରୁତର ଥିବା ଜଣାଯାଇଛି । ମୃତାହତ
Read More...

ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ): ବରଗଡ଼ ବ୍ଲକ ଉପକଣ୍ଠ ବରଡୋଲ ଗ୍ରାମ ସ୍ଥିତ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ୧୯୯୮ ମସିହା ଜୁଲାଇ ମାସରେ ଗଢି ଉଠିଥିବା ବେଳେ ଚଳିତ ବର୍ଷ ତାର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳନକୁ ନେଇ ଗ୍ରାମବାସୀ ତଥା ପୂର୍ବତନ ଛାତ୍ରଛାତ୍ରୀମାନଙ୍କ
Read More...

ସେଞ୍ଚୁରିଅନ ବିଦ୍ୟାଳୟରେ ଆନ୍ତଃବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର ସହରର ବିଭିନ୍ନ ବିଦ୍ୟାଳୟ ଯେପରି ବିଶ୍ୱତ୍ମା ବିଦ୍ୟା ମନ୍ଦିର, ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟ, ପତିତପାବନ ଏକାଡେମୀ,
Read More...

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶନିବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି କ୍ରୀଡା ପ୍ରତିଯୋଗିତାର ଉଦ୍‌ଯାପନୀ ଅବସରରେ ମୁଖ୍ୟ ଅତିଥି ଭାବେ
Read More...

ଓମ ଭ୍ୟାଲି ଜୁନିଅର ୱିଂଙ୍ଗସରେ ବିଜ୍ଞାନ ମେଳା ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ହେଉଛି ଓମ୍‌ ଭ୍ୟାଲି ସ୍କୁଲ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓମ ଭ୍ୟାଲି ସ୍କୁଲ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍କୁଲର
Read More...