Yearly Archives

2023

ମାଣ୍ଡୋସିଲରେ ୧୫ତମ କାର୍ତ୍ତିକେଶ୍ଵର ପୂଜା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଇନ୍ଦିରା ନଗରଠାରେ ୧୫ତମ କାର୍ତ୍ତିକେଶ୍ଵର ପୂଜା ୨୦୨୩ ଅନୁଷ୍ଠିତ ହୋଇଯାଇଛି । କର୍ତ୍ତା ଭାବେ ସୁରେନ୍ଦ୍ର ରଣା ଓ ତାଙ୍କ ଧର୍ମ ପତ୍ନୀ ହେମାକାନ୍ତୀ ରଣା ରହିଥିବା ବେଳେ ପୂଜକ ଭାବେ ଭୀମସେନ ଦାସ ରହିଥିଲେ ।
Read More...

ବୁର୍ଡ଼ା ପାନୀୟ ଜଳଯୋଗାଣ ପ୍ରକଳ୍ପରୁ ଚୋରି ଅଭିଯୋଗ

ଲୋଇସିଂହା, (ବିମାଳନ୍ଦୁ ସାହୁ) : ଲୋଇସିଂହା ଥାନା ୨୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ବୁର୍ଡ଼ା ଗ୍ରାମ ପଞ୍ଚାୟତର ପାନୀୟ ଜଳଯୋଗାଣ ପ୍ରକଳ୍ପରୁ କିଛି ଅସାମାଜିକ ବ୍ୟକ୍ତି ଗତକାଲି ରାତିରେ ଚୋରି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଉଦ୍ଦେଶ୍ୟମୂଳକ ଭାବେ ଦୁଇଟି ତାଲା ଭଙ୍ଗାଯାଇ
Read More...

ଜିଲ୍ଲା ଯାଦବ ମହାସଭା ପକ୍ଷରୁ ରକ୍ତଦାନ ଶିବିର

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରେ ଜିଲ୍ଲା ଯାଦବ ମହାସଭା ତତ୍ୱାବଧାନରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଯାଦବ ମହାସଭାର ସଭାପତି
Read More...

ଲାଠୋର କୋଶଲ ରାଏଜ ମୁକ୍ତିମୋର୍ଚ୍ଚା ସଦସ୍ୟମାନଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦହନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋରଠାରେ କୋଶଲ ରାଏଜ ମୁକ୍ତିମୋର୍ଚ୍ଚା ସଦସ୍ୟମାନଙ୍କ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ସୂଚନା ଅନୁସାରେ ବରଗଡ଼ କୋଶଲ ମୁକ୍ତିମୋର୍ଚ୍ଚା ସେନାର
Read More...

ଘରେ ଘରେ ଚାଲିଛି ହନୁମାନ ଚାଳିଶା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଘରେ ଘରେ ଚାଲିଛି ହନୁମାନ ଚାଳିଶା । ରାମ ନାମ, ହରି ସଂକୀର୍ତ୍ତନ ଶବ୍ଦଧ୍ୱନିରେ ସହର ଅବା ଗ୍ରାମ ମାନଙ୍କରେ ମୁଖରୀତ ହେଉଥିବା ଦେଖାଯାଇଛି । ଏବେ ବିଭିନ୍ନ ସ୍ଥାନରେ ପ୍ରାୟତଃ ଘରେଘରେ ନିଜ ନିଜର ମାନସିକ ପୂରଣ ପାଇଁ, ଘର
Read More...

ସଡ଼କ ଦୁର୍ଘଟଣାରେ ହୋମଗାର୍ଡ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ଦିବା ୧୦ଘଣ୍ଟା ୩୦ ମିନଟ୍‌ ସମୟରେ ଜାତୀୟ ରାଜପଥସ୍ଥ ବାଟ-ଛତ୍ରପୁର ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ହୋମଗାର୍ଡ ମନୋଜ କୁମାର ବେହେରାଙ୍କ ବାଇକ ଓ ଜଣେ ସ୍କୁଟି ଚାଳକଙ୍କ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ
Read More...

ଡିସେମ୍ବର ୨୧,୨୨ ହେବ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ୨୮ ନଭେମ୍ବରରେ ଜିଲ୍ଲା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ନଭେମ୍ବର ମାସ ୨୮ ତାରିଖ ପୂର୍ବାହ୍ନ ଘ.୯ ସମୟରେ ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମରେ ଆୟୋଜିତ ହେବ ଜିଲ୍ଲା ପୁରୁଷ ଓ ମହିଳା ଭଲିବଲ ଦଳ ଗଠନ ସକାଶେ ଖେଳାଳି ଚୟନ ପ୍ରକ୍ରିୟା । ଅଂଶଗ୍ରହଣ କରିବାକୁ ଇଚ୍ଛୁକ ଖେଳାଳୀମାନେ
Read More...

ପଂଚ କୁଣ୍ଡୀୟ ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଓ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞର ତୃତୀୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ୨୩/୧୧/୨୦୨୩ ଦ୍ୱିତୀୟ ଦିବସରେ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞର ମୁଖ୍ୟ କର୍ତ୍ତା ବୈଷ୍ଣବ ସାହୁ, ଦିଲିପ ଅଗ୍ରୱାଲ ଓ ଯଜ୍ଞ କର୍ତା ରୂପେ ପ୍ରଦୀପ ନେପାକ ଓ ସୌଦାମି, କୈଳାସ ଅଗ୍ରୱାଲ, ରାଜ କିଶୋର ମହାନ୍ତି ଓ
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ “ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସ୍ଥାନୀୟ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ “ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅଧ୍ୟକ୍ଷ ଡଃ ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କର କ୍ରୀଡା
Read More...

୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ରଜନୀରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳପଡିଆଠାରେ ଚାଲିଥିବା ୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ରଜନୀରେ ପହଂଚିଛି । ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡା ପାଲଟିଛି ମଥୁରାନଗରୀ ଓ ଗୋହିରାପଦର ପାଲଟିଛି ଗୋପପୁର । ହାତୀ
Read More...