Yearly Archives

2023

ପୋଲସରା ବ୍ଳକ୍ ମା’ଭରାଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୩ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ଅନ୍ତର୍ଗତ ମନ୍ଦାର ଗାଁର ମା' ଭରାଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ
Read More...

ଶ୍ରୀରାମଚରିତ ମାନସ ପାରାୟଣ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର କାର୍ତ୍ତିକମାସ ବ୍ୟାପୀ ଶ୍ରୀରାମଚରିତ ମାନସ ପାରାୟଣ ପ୍ରତ୍ୟହ ପ୍ରାତଃ ୭ଘଣ୍ଟା ସମୟରେ ଚାଲୁଥିଲା । ଏହି ପରାୟଣ ସୋମବାର ପବିତ୍ର ରାସ ପୂର୍ଣ୍ଣିମା ଦିନ ବିଧିବଦ୍ଧ ଭାବେ ଉଦ୍‌ଯାପିତ
Read More...

ଓମ୍‌ ଭ୍ୟାଲି ସ୍କୁଲରେ ଜିଲ୍ଲାସ୍ତରୀୟ କରାଟେ ପ୍ରତିଯୋଗିତା ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶିକ୍ଷା, ସଂସ୍କୃତି କ୍ରୀଡା ଏବଂ ସମ୍ଭାବନାର ସଙ୍ଗମ ସ୍ଥଳ ହେଉଛି ଓମଭ୍ୟାଲି ବିଦ୍ୟାଳୟ । ଶିକ୍ଷାର୍ଥୀ ଜୀବନର ଅଫୁରନ୍ତ ଉତ୍ସାହର ବାସ୍ତବ ରୂପାୟନ କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ସହରରେ ପରିଚିତ । କ୍ରୀଡାର ଉତ୍ତମ ଭିତ୍ତିଭୂମି ସହିତ ଓମ
Read More...

ଉଦେପୁରଠାରେ ଟିଟିଲାଗଡ ପଞ୍ଚାୟତସ୍ତରୀୟ ଗଣ୍ଡା ସମାଜର ଆଲୋଚନା ସଭା ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଉଦେପୁର ଗ୍ରାମରେ ୨୬ ନଭେମ୍ବର ସମ୍ବିଧାନ ଦିବସ ଉପଲକ୍ଷେ ବ୍ଲକସ୍ତରୀୟ ଗଣ୍ଡା ସମାଜ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଭାରତ ରତ୍ନ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ଦ୍ଵାରା ଲିଖିତ
Read More...

ମୁରିବାହାଲ ବ୍ଲକ ସଦର ମହକୁମାରେ ସୁଧୁରୁନି ସବୁଦିନିଆ ରାସ୍ତା ସମସ୍ୟା : ବନବାହାଲର ଯୁବକମାନେ ଶ୍ରମଦାନ କରି ତିଆରି…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ବର୍ଷ ବର୍ଷ ଧରି ସବୁଦିନିଆ ରାସ୍ତା ସମସ୍ୟା ଲାଗି ରହିଛି । ଦୀର୍ଘ ଦିନ ପୂର୍ବରୁ ହୋଇଥିବା ଗେଟି, ପଥର, ଆବଡାଖାବଡା ରାସ୍ତାଗୁଡିକରେ ଯିବା ଆସିବା କରିବାକୁ ହଜାର ହଜାର ଲୋକେ ବାଧ୍ୟ ହେଉଛନ୍ତି ।
Read More...

ରାଜ୍ୟସ୍ତରୀୟ ଯୁବ ମହୋତ୍ସବର ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲା ବଲାଙ୍ଗିର ଜିଲ୍ଲାର କୋଶଲ ଫୋକ୍…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନଭେମ୍ବର ୨୫ ଏବଂ ୨୬ ଦୁଇ ଦିନ ଧରି ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବକୁ ନେହେରୁ ଯୁବ କେନ୍ଦ୍ର ସଂଗଠନ (ଯୁବ ବ୍ୟାପାର ଏବଂ ଖେଳ ମନ୍ତ୍ରଣାଳୟ ଭାରତ ସରକାର) ଆୟୋଜନ
Read More...

୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବର ତୃତୀୟ ରଜନୀ : କିଆବନ୍ଧରେ କାଳୀୟଦଳନ ଦେଖିବା ଲୋକଙ୍କ ପ୍ରବଳ ଭିଡ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳପଡିଆଠାରେ ଚାଲିଥିବା ୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ତୃତୀୟ ରଜନୀରେ ପହଂଚିଛି । ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡା ପାଲଟିଛି ମଥୁରାନଗରୀ ଓ ଗୋହିରାପଦର ପାଲଟିଛି ଗୋପପୁର । ହାତୀ ପିଠିରେ ବସି
Read More...

ଭକ୍ତ ଶିରୋମଣି ଦାସିଆଙ୍କ ଜୟନ୍ତୀ ଉତ୍ସବ ପାଳନ

ପିପିଲି, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ, ବାଲିଗାଁଠାରେ ପବିତ୍ର ମହାକାର୍ତିକ ଶୁକ୍ଳପକ୍ଷ ଦେବ ଉତ୍ଥାପନ ଏକାଦଶୀ ତିଥିରେ ଭକ୍ତ ଦାସିଆ ସ୍ମୃତି କମିଟିି ଆନୁକୂଲ୍ୟରେ ଭକ୍ତ ଶିରୋମଣି ଦାସିଆଙ୍କ ଜୟନ୍ତୀ ମହାସମାରୋହରେ
Read More...

ଆଗଲପୁର ବ୍ଲକର ବିଭିନ୍ନ ଗ୍ରାମରେ କାର୍ତ୍ତିକ ଶେଷ ବ୍ରତ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା) ବ୍ଲକର ସାଲେଭଟା, ମୁରଶୁଣ୍ଢୀ, କୁଟାସିଂହା, ପଟୁଆପାଲି, ବକଟି ଅଂଚଳର ବିଭିନ୍ନ ଗ୍ରାମରେ କାର୍ତ୍ତିକ ଶେଷ ବ୍ରତ ବା ଅଁଳା ତଳ ପୂଜା ଅନୁଷ୍ଠିତ ହୋଇଯାଇଛି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗାଁର ସମସ୍ତେ
Read More...

ବିଛୁପାଲିରେ ଜିଲ୍ଲାପାଳଙ୍କ ଦ୍ଵାରା ସୁରଭି ଗୋସେବା ଧାମ୍‌ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ ବିଚ୍ଛୁପାଲି ନିକଟସ୍ଥ ଝାରବଲାଙ୍ଗିର ଛକଠାରେ ୟାଫ ଦ୍ଵାରା ପରିଚାଳିତ ଅସହାୟ, ଦୁର୍ଘଟଣା ଗ୍ରସ୍ତ, ମାଲିକ ବିହୀନ ଗୋବଂଶମାନଙ୍କ ଆଶ୍ରୟ କେନ୍ଦ୍ର ଶ୍ରୀ ସୁରଭି ଗୋସେବା ଧାମ୍‌ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ
Read More...