Yearly Archives

2023

ମାନବିକତା ଦେଖାଇଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବିକତା ଦେଖାଇଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସୂଚନା ଅନୁସାରେ ରାତି ପାଖାପାଖି ୨ଟା ସମୟରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ନିକଟକୁ ଖବର ଆସିଲା ଯେ, ଟିଟିଲାଗଡରେ କୌଣସି ଏକ ଦୁର୍ଘଟଣାରେ ଆହତ ହୋଇ ଜଣେ ମହିଳା ପ୍ରଥମେ ଟିଟିଲାଗଡ ସବ ଡିଭିଜନାଲ
Read More...

ବୌଦ୍ଧ ଜିଲ୍ଲାରେ ସଫଳତାର ସହ ଶେଷ ହେଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ବୌଦ୍ଧ, (କେପିଏନ୍‌ଏସ୍‌) : ଗତ ୧୪ ତାରିଖ ଦିନ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ, ୧୬ ତାରିଖରେ କଣ୍ଟାମାଳ ହାଇସ୍କୁଲ ଏବଂ ୧୭ ତାରିଖରେ ହରଭଙ୍ଗା ବ୍ଲକ ଚାରିଛକ ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ବ୍ଲକରେ ୧୮୪ ଜଣ ପଂଜିକୃତ ହୋଇଥିବା ବେଳେ
Read More...

ବଲାଙ୍ଗିର ପୋଲିସ ତେଜିବା ପରେ ସହରବାସୀ ସାମାନ୍ୟ ଆଶ୍ୱସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ୍‌ ତେଜିବା ପରେ ସହରବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଥିବା ଅନୁଭବ ହେଉଛି । ଖୋଲମ୍‌ଖୋଲା ଅପରାଧ ଯୋଗୁଁ ଲୋକେ ଅଣନିଃଶ୍ୱାସୀ ହୋଇ ପଡ଼ୁଥିବା ବେଳେ କେଉଁଠି ଗୁଳି ଫୁଟିଛି ତ’ କେଉଁଠି ଖଣ୍ଡା ବୁଲିଛି । ପୁଣି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ
Read More...

ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ନିଆରା ସମାଜସେବା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ନିଆରା ସମାଜସେବା କାର୍ଯ୍ୟକ୍ରମ ସାମ୍‌ନାକୁ ଆସିଛି । ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ କ୍ୟାମ୍ପସ୍‌ରେ ରବିବାର ଦିନ ସର୍ବସାଧାରଣଙ୍କ ପାଇଁ ପ୍ରଦାନ କରାଯାଉଛି ନିଶୁଳ୍କ ମଧ୍ୟାହ୍ନ ଭୋଜନ । ଶହ ଶହ ରୋଗୀଙ୍କ ପରିଜନ
Read More...

ଖପ୍ରାଖୋଲଠାରେ ୨୪ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଯାତ୍ରା

ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ପ୍ରହରୀ ମଣ୍ଡପ ଠାରେ ଖପ୍ରାଖୋଲ ଗ୍ରାମବାସୀଙ୍କ ପକ୍ଷରୁ ୨୪ ପ୍ରହର ନାମଯଜ୍ଞ ଓ ସଂକୀର୍ତ୍ତନ ମହାଆଡମ୍ବର ସହ ବୈଦିକ ରୀତିନୀତି ଅନୁଯାୟୀ ଫେବୃଆରୀ ୧୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ରବିବାର ଏକ ବିଶାଳ କଳସ ଯାତ୍ରା
Read More...

ବିଦ୍ୟୁତ କର୍ମଚାରୀଙ୍କ ବନ୍ଧୁ ମିଳନ

ବିନିକା, (କେପିଏନ୍‌ଏସ୍‌) : ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସୋନପୁର ଶାଖା ତରଫରୁ ନିକଟସ୍ଥ ନନ୍ଦନମାଲ ପମ୍ପ ହାଉସଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଲଳିତ ପଟ୍ଟନାୟକ, ସାଧାରଣ ସମ୍ପାଦକ ପ୍ରଣୟ ନାୟକ, ଉପସଭାପତି ପବିତ୍ର ଖୁଣ୍ଟିଆ, ଯୁଗ୍ମ
Read More...

ଦୁଇ ମହଲା ଉପରେ ପାଣିଟାଙ୍କି ବସାଉଥିବା ବେଳେ ଖସିପଡିଲେ ଯୁବକ, ୨ ଗୁରୁତର

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଘଷିପୁରା ଗାଁରେ ଘଟିଛି ଅଘଟଣ । ଦୁଇ ମହଲା ଛାତ ଉପରେ ପାଣିଟାଙ୍କି ବସାଉଥିବା ସମୟରେ ହଠାତ୍ ପାରାପିଟ୍ ଭାଙ୍ଗି ପଡିବାରୁ ୨ ସମ୍ପକୀୟ ଭାଇ ଛାତରୁ ତଳକୁ ଖାସିପଡିଲେ । ୨ ଜଣଙ୍କୁ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଉପେନ୍ଦ୍ର ସାହୁ ଓ ବୃନ୍ଦାବନ ସାହୁଙ୍କୁ
Read More...

ଶୌଚ ହେବାକୁ ‌ଯାଇଥିବା ବେଳେ ଦଳିଦେଲା ଦନ୍ତା

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ଭାପୁର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗୁହାଳଡିହି ଗ୍ରାମରେ ଜଣେ ବୃଦ୍ଧଙ୍କୁ ହାତୀ ଦଳି ମାରିଦେଇଥିବା ଜଣାପଡିଛି । ମୃତକ ଜଣଙ୍କ ସେହି ଗ୍ରାମର ୬୦ ବର୍ଷୀୟ ଦୟାନନ୍ଦ ସୁତାର ବୋଲି ସୂଚନା ମିଳିଛି । ଗତ କିଛିଦିନ ଧରି ଏହି ଅଞ୍ଚଳରେ ଏକ
Read More...

କୂଅରେ ପଡ଼ି ନାବାଳକ ମୃତ

ଜଙ୍କିଆ : ଜଙ୍କିଆ ଥାନା ଅନ୍ତର୍ଗତ ରମାବିଲି ଗାଁ ନିକଟରେ କୂଅରେ ପଡ଼ି ଜଣେ ୯ ବର୍ଷ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣଙ୍କ ଜଙ୍କିଆ ଗ୍ରାମର ବାୟା ବେହେରାଙ୍କ ନାତି ବବୁଲ ବୋଲି ଜଣାପଡିଛି । ସୂଚନା ଅନୁସାରେ, ନାବାଳକ ଜଣଙ୍କ ନିଜ ପରିବାର ଲୋକଙ୍କ ସହ ଜାଗର ଲାଗି ଦୀପ
Read More...

ଛେଲିଆମାଲ ଶୈବପୀଠଠାରେ ମହାଆଡମ୍ବର ସହିତ ଜାଗର ଯାତ୍ରା ଓ ନାମଯଜ୍ଞ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ପ୍ରତ୍ୟେକ ଶୈବପୀଠମାନଙ୍କରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତ ନିକଟସ୍ଥ ଗଞ୍ଜାଧାର ପ୍ରକଳ୍ପ ନିକଟରେ ଥିବା ଛେଲିଆମାଲ ଶୈବପୀଠଠାରେ ବହୁ ଆନନ୍ଦ
Read More...