Yearly Archives

2023

ଚୈତନ୍ୟ ମଟାରୀଙ୍କୁ ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବରିଷ୍ଠ ଅଭିନେତା, ନୃତ୍ୟ ନିର୍ଦ୍ଦେଶକ ତଥା ବେଶ ପୋଷାକ ସଜ୍ଜା କରି ଚୈତନ୍ୟ ମଟାରୀଙ୍କୁ ବର୍ଷ ୨୦୧୯ ପାଇଁ ଚଳଚ୍ଚିତ୍ର ଶଳାବୁଢାର ବଦଲାରେ ଶ୍ରେଷ୍ଠ ବେଶ ପୋଷାକ ସଜ୍ଜା କରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଓଡିଶା ଚଳଚ୍ଚିତ୍ର
Read More...

ସତନାମିପଡାରୁ ଗୋ ମାଂସ ଚାଲାଣ ବେଳେ ଟେମ୍ପୁ ଜବତ : ୪ ଅଟକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ୱାର୍ଡ ନଂ.୧୫ ରେଲବାଇ ସତନାମିପଡାରୁ ଏକ ଟେମ୍ପୁରେ ଗୋ ମାଂସ ଚାଲାଣ ହେଉଥିବା ଖବର ପାଇ ରବିବାର ଅପରାହ୍ନ ପ୍ରାୟ ୪ଟା ବେଳେରାମସେନା ତରଫରୁ ଟେମ୍ପୁ ସହ ମାଂସ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ
Read More...

ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ମହାଶିବରାତ୍ରି ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରୁ ନୃସିଂହନାଥ ଯିବା ରାସ୍ତାରେ ଥିବା ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଶନିବାର ମହାଶିବରାତ୍ରି ମହାସମାରୋହରେ କୁଲୁତା ଯୁବ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଥିବା କୁଲୁତା ଜାତିର ଆରାଧ୍ୟ ଦେବୀ ମା' ରଣେଶ୍ୱର ରାମଚଣ୍ଡୀ ଓ ଭଗବାନ
Read More...

ଜିଲ୍ଲା ପରିଷଦଙ୍କ ତାଗିଦ୍ ପରେ ମାତ୍ର ୧୦ ଦିନରେ ସୁଧୁରିଗଲା ରାସ୍ତାର ଅବସ୍ଥା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନ ପ୍ରତିନିଧି ରାସ୍ତାକୁ ଓହ୍ଲାଇଲେ କିଭଳି ପରିବର୍ତ୍ତନ ହୁଏ ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ନାଥପାଲିରୁ ଲେବିଡି ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ । ସୂଚନା ଅନୁସାରେ ସେ ଗତ ବର୍ଷ
Read More...

ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ଆସନ୍ତା ଶିକ୍ଷା ବର୍ଷ ପାଇଁ ନାମ ଲେଖାଇବା ପାଇଁ ଇଛୁକ ଶିଶୁଙ୍କ ପିତା ମାତାଙ୍କୁ ନେଇ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୃଥ୍ୱୀରାଜ
Read More...

ବେଦବ୍ୟାସ ଗୁରୁକୁଳ ବୈଦିକ ଆଶ୍ରମର ୬୩ତମ ବାର୍ଷିକୋତ୍ସବ

ଋଷିବୋଧ ଉତ୍ସବ ଓ ଋଗ୍‌ବେଗ ପାରାୟଣ ମହାଯଜ୍ଞ ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ଗୁରୁକୁଳ ବୈଦିକ ଆଶ୍ରମର ୬୩ତମ ବାର୍ଷିକୋତ୍ସବ ଗତ ୧୭, ୧୮ ଓ ୧୯ ତାରିଖ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଋଷିବୋଧ ଉତ୍ସବ ଓ ଋଗ୍‌ବେଗ ପାରାୟଣ ମହାଯଜ୍ଞ କାର୍ଯ୍ୟକ୍ରମ
Read More...

ପଦ୍ମପୁର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ

ଜୟ ପ୍ରଭୁ ନୃସିଂହନାଥପ୍ରିୟ ଭାଇ ଓ ଭଉଣୀମାନେଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର । ଆଜି ପୁଣି ଥରେ ଝାରବନ୍ଧ/ପଦ୍ମପୁର/ପାଇକମାଲ ଆସି ମୁଁ ବହୁତ ଖୁସି । ଗତବର୍ଷ ଡିସେମ୍ବର ମାସରେ ମୁଁ ଆପଣମାନଙ୍କୁ ଭେଟିଥିଲି । ଆପଣମାନଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋତେ ଅଭିଭୂତ କରିଛି
Read More...

ଏଲ୍‌ଇଡି ଦ୍ୱାରା ଜନସାଧାରଣଙ୍କୁ ବନ ବିଭାଗ ପକ୍ଷରୁ ଅଲିଭ ରିଡଲେ ସୁରକ୍ଷା ସଚେତନତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବନ ବିଭାଗ ପକ୍ଷରୁ ଅଲିଭ ରିଡଲେଙ୍କ ସୁରକ୍ଷା ନେଇ ଶନିବାର ଠାରୁ ଜନ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଡିଏଫଓ ଅମ୍ଲାନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଞ୍ଜାମ
Read More...

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ

ପାଟଣାଗଡ, (କେପିଏନ୍‌ଏସ୍‌) : ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସେଗୁଡିକ ମଧ୍ୟରେ ଜଙ୍ଗଲ ସୀମାନ୍ତ ଗ୍ରାମଗୁଡିକ ମଧ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଜିଲ୍ଲାସ୍ତରରୁ ଗ୍ରାମସ୍ତର ପର୍ଯ୍ୟନ୍ତ ସମ୍ବେଦନଶୀଳ
Read More...

କଲ୍ୟାଣ ମଣ୍ଡପଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ସ୍ମାଇଲ ଫର୍ ଅଲ ଫାଉଣ୍ଡେସନ ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି, ବୀରମହାରାଜପୁରଙ୍କ ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୌର ଅଧ୍ୟକ୍ଷା ଶ୍ରୀମତୀ
Read More...