Daily Archives

ବଲାଙ୍ଗିର ପୌର ପରିଷଦ ପକ୍ଷରୁ ନିଖିଳ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରପରିଷଦ ପକ୍ଷରୁ ଜିଲ୍ଲାରେ ପାଳନ କରାଯାଇଛି ନିଖିଳ ଭାରତୀୟ ସ୍ୱାୟତ ଶାସନ ଦିବସ । ନିଜକୁ ଶାସନ କରିବା ହିଁ ସ୍ୱାୟତ୍ତ ଶାସନ । ଏହି ଶାସନରେ ଭାଗୀଦାରିତା ପାଇଁ ଜନସାଧାରଙ୍କ ସଂପୃକ୍ତି ନିଶ୍ଚୟ । ତ୍ରିସ୍ତରୀୟ ଶାସନରେ ସ୍ୱାୟତ ଶାସନ
Read More...

ସାହିତ୍ୟ ପତ୍ରିକା ମହୁରୀ ପକ୍ଷରୁ ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

'ଅମର ଜୟନ୍ତ' କାର୍ଯ୍ୟକ୍ରମ ଆୟୋଜିତ ଭବାନୀପାଟଣା : ବିଶ୍ୱ ସାହିତ୍ୟରେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର ଏକ ଧ୍ରୁବ ତାରା । ତାଙ୍କର ସାହିତ୍ୟ ମାଟି ସହ ଯେତିକି ଓତଃ ପ୍ରୋତ, ଆକାଶ ସହ ସେତିକି ନିବିଡ଼ । ନିଜର ସାହିତ୍ୟ ପୃଥିବୀରେ ସେ ଅନେକ ସର୍ଜନା କରିଥିବା ସହ ବିବିଧ
Read More...

ପାଇକମାଲ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଶିକ୍ଷକ ଭବନ ପାଇଁ ଜମି ଚିହ୍ନଟ ନିମନ୍ତେ ତହସିଲଦାରଙ୍କୁ ଆବେଦନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଶିକ୍ଷକ ଭବନ ପାଇଁ ଜମି ଚିହ୍ନଟ ନିମନ୍ତେ ପାଇକମାଲ ତହସିଲଦାରଙ୍କୁ ଆବେଦନ ପତ୍ର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ପ୍ରଦାନ କରାଯାଇଛି । ଆବେଦନ ପତ୍ର ପ୍ରଦାନ ସମୟରେ ପାଇକମାଲ ମିଳିତ ପ୍ରାଥମିକ
Read More...

ଆଦର୍ଶ ସମାଜ ଗଠନ ଗଙ୍ଗାଧର ସାହିତ୍ୟର ମୂଳପିଣ୍ଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଙ୍ଗାଧର ସାହିତ୍ୟର ମୂଳପିଣ୍ଡ ଥିଲା ଏକ ଆଦର୍ଶ ସମାଜ ଗଠନ ତେଣୁ ତାଙ୍କ ଆଚରଣ ଉଚ୍ଚାରଣରେ ଭିନ୍ନ ନ ଥିଲା ସାହିତ୍ୟ ମାଧ୍ୟମରେ ସମାଜକୁ ସୁଧାରିବରେ କୌଣସି ହେଳା କରି ନାହାନ୍ତି । ଯେଉଁଠି ସାହିତ୍ୟ ତା'ର ଉଚ୍ଚତମ ସୋପାନକୁ ଛୁଇଁଛି । ଗଙ୍ଗାଧରଙ୍କ
Read More...

ରକ୍ଷା ବନ୍ଧନ ଓ ଗଙ୍ଗାଧର ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପବିତ୍ର ରକ୍ଷାବନ୍ଧନ ଓ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସୁଷମା ବିଶ୍ୱାଳ ଗୁରୁମା ରକ୍ଷାବନ୍ଧନ ଓ ଗଙ୍ଗାଧରଙ୍କ
Read More...

ପଦ୍ମପୁର ଟାଉନରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଟାଉନ ହଲଠାରେ ସ୍ୱାୟତ୍ତ ଶାସନ ଦିବସ ଦିବସ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀମତୀ ବର୍ଷା ସିଂହ ବରିହା, ମୁଖ୍ୟ ବକ୍ତା ଶ୍ରୀମତୀ ଶର୍ମିଲା ପଣ୍ଡା ଯୋଗ ଦେଇଥିଲେ । ଏହି ଅବସରରେ ନିରୋଜ ଦୋରା,
Read More...

ଗୋପପୁର ମହିମା ଆଶ୍ରମ ମଠରେ ନବାନ୍ନ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପପୁର ମହିମା ଆଶ୍ରମ ମଠରେ ମହାପ୍ରଭୁଙ୍କ ବାର୍ଷିକ ନବାନ୍ନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଅଲେଖ ମହିମା ଧର୍ମ ପରମ୍ପରା ଅନୁଯାୟୀ ମହିମା ଧର୍ମାବଲମ୍ବୀମାନେ ଶ୍ରାବଣ ମାସର ଶୁକ୍ଳପକ୍ଷ
Read More...

ଜିଲ୍ଲା ପରିଷଦ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳେ ଜିଲ୍ଲା ପରିଷଦ ସଭା ଗୃହରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ଅଧ୍ୟକତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା ହୋଇଥିଲା । କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ ଓ ଏହି ଅନୁଦାନର
Read More...

ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଭୁଣ୍ଡିମୁହାଁଣ ତଥା କଙ୍କରା ଗ୍ରାମ ପରିଦର୍ଶନରେ ସାଂସଦ ସଂଗୀତା

ବଲାଙ୍ଗିର, (କେପିଏନ୍‌ଏସ୍‌) ଆଜି ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଭୁଣ୍ଡିମୁହାଁଣ ତଥା କଙ୍କରା ଗ୍ରାମ ପରିଦର୍ଶନରେ ଯାଇ ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଙ୍କରା ଏବଂ
Read More...

ଜିଲ୍ଲାସ୍ତରୀୟ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ସରକାରୀ ଏଏନ୍‌ଏମ୍‌ ତାଳିମ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଚକ୍ଷୁଦାନ ପକ୍ଷ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ୱରଞ୍ଜନ ପତି ମୁଖ୍ୟ ଅତିଥି
Read More...