Daily Archives

ଚନ୍ଦନଭାଟି ଶିଶୁ ମନ୍ଦିରରେ ରାମ ନବମୀ ପାଳିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚନ୍ଦନଭାଟିଠାରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଧୁମ୍ ଧାମ୍‌ରେ ପାଳିତ ହୋଇଯାଇଛି । ଶ୍ରୀରାମ ରଥ ସହିତ ବିଦ୍ୟାଳୟରୁ ସମସ୍ତ ଶିଶୁ ଭାଇ ଭଉଣୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ସକାଳ ଘ୭.୩୦ମି.ରେ ଚନ୍ଦନଭାଟି ଗ୍ରାମ ପରିକ୍ରମା
Read More...

କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇ ଲଢ଼ିବେ ମୁଖ୍ୟମନ୍ତ୍ରୀ : ସ୍ୱାଗତ ଜଣାଇଲେ ମୁରିବାହାଲ ବ୍ଲକ ଅଞ୍ଚଳବାସୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କଣ୍ଟାବାଞ୍ଜି ସହ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ଆସନରୁ ଏକ ସଙ୍ଗେ ବିଜେଡ଼ିର ବିଧାୟକ ପ୍ରାର୍ଥୀ ଘୋଷିତ ହୋଇଛନ୍ତି
Read More...

ପବିତ୍ର ରାମ ନବମୀ ପାଇଁ ସମଗ୍ର ଜୟପାଟଣା ଅଞ୍ଚଳ ଉତ୍ସବମୁଖର

ଜୟପାଟଣା, (ଶେଷଦେବ ବେହେରା) : ପବିତ୍ର ଶ୍ରୀରାମ ନବମୀ ପାଳନ ଅବସରରେ ସମଗ୍ର ଜୟପାଟଣା ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି । ବିଭିନ୍ନ ଅଞ୍ଚଳର ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପୋଳକାମୁଣ୍ଡା, କଦୋପଦର, ବାନେର, ଧନ୍‌ସୁଲି, ମୁଖିଗୁଡ଼ା, ରେଙ୍ଗାଲପାଲି ଆଦି
Read More...

ଶ୍ରୀରାମ ନବମୀରେ ମନ୍ଦିର ବୁଲିଲେ ସମରେନ୍ଦ୍ର ନରସିଂହ : ଅଂଚଳ ପାଇଁ ମାଗିଲେ ଶାନ୍ତି, ମୈତ୍ରୀ, ଏକତା ଓ ଉନ୍ନତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ପ୍ରଭୁଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ସମଗ୍ର ବଲାଙ୍ଗିର ସହର ଭକ୍ତିମୟ ପରିବେଶରେ ପୁରି ଉଠିଛି । ସହର ମଧ୍ୟରେ ପ୍ରତ୍ୟେକ ଶ୍ରୀରାମ ମନ୍ଦିର ଓ ହନୁମାନ ମନ୍ଦିରରେ ସହରବାସୀଙ୍କର ଗହଳି ଲାଗି ରହିଛି । ଏ ଅବସରରେ
Read More...

ଖୁଟୁଲୁମୁଣ୍ଡା ଗାଁରେ ଆମ୍ବେଦକର ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଁଲ ଗ୍ରାମପଞ୍ଚାୟତ ଖୁଟୁଲୁମୁଣ୍ଡା ଗ୍ରାମରେ ବିଶ୍ୱରତ୍ନ ଡାକ୍ତର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସାଇଭାଇ ସୋସିଆଲ ୱାର୍କର ଫାଉଣ୍ଡର ପ୍ରତିଷ୍ଠାତା ରାଜେନ୍ଦ୍ର
Read More...

ପାଣିରେ ବୁଡ଼ି ପ୍ରାଣ ହରାଇଲେ ୭ ବର୍ଷର ବାଳକ ରୁଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘଂଟ ଶଙ୍ଖ ବାଦ୍ୟ ସହ ଗ୍ରାମବାସୀ ଏକ ଆଧ୍ୟାତ୍ମିକ ପଟୁଆରରେ କଳସ ବିସର୍ଜନ ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ ପୋଖରୀ ପାଣିରେ ବୁଡ଼ି ପ୍ରାଣ ହରାଇଛି ଜଣେ ୭ ବର୍ଷର ପୁଅ ରୁଦ୍ର ମାଝି । ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ
Read More...

ମାହେଶ୍ୱରୀ ତରଫରୁ ନାରୀ ସଶକ୍ତିକରଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ତରଫରୁ ନାରୀ ସଶକ୍ତିକରଣ ପାଇଁ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାହେଶ୍ୱରୀ ସବୁବେଳେ ନାରୀ ଶକ୍ତିକୁ ଏକ ମର୍ଯ୍ୟାଦାଜନକ ସ୍ଥାନରେ ସମାଜରେ ଦେଖିବାକୁ ଚାହେଁ । ସେଥି ପାଇଁ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ
Read More...

ଖଡ଼ିଆଳରେ ବିଜେପିର ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ

ଖଡ଼ିଆଳ, (ନିରାକାର ମେହେର) : ଭାରତୀୟ ଜନତା ପାର୍ଟି ତରଫରୁ ଆଜି ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଳବିକା ସିଂ ଦେଓ,
Read More...

ଖଦ୍ୟୋତର ୭ମ ବାର୍ଷିକ ଉତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟେଲିଗୋଠପଡା ସ୍ଥିତ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ଠାରେ ଖଦ୍ୟୋତ ଅନୁଷ୍ଠାନର ବାର୍ଷିକ ଉତ୍ସବ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ
Read More...

ଭାରତୀୟ ଶିକ୍ଷଣ ମଣ୍ଡଳ ଦ୍ଵାରା ବିରଞ୍ଚି ଦାଶ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ସାରା ଭାରତ ବର୍ଷରେ ଶ୍ରୀରାମ ନବମୀ ପୁଣ୍ୟ ତିଥିରେ ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ଅବସରରେ ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗିର ଶାଖାରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ଶାଖାର ସଭାପତି ତରୁଣ କୁମାର ମିଶ୍ରଙ୍କ
Read More...