Daily Archives

୧୯ ଏପ୍ରିଲରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ମତଦାନ

୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଅରୁଣାଚଳ ଓ ସିକ୍କିମର ୯୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ଭୋଟ୍ ଗ୍ରହଣଏପ୍ରିଲ ୧୯, ୨୦୨୪ରେ ସୁରୁଖୁରୁରେ, ଅବାଧ ଏବଂ ନିରପେକ୍ଷ ମତଦାନ ସୁନିଶ୍ଚିତ କରିବାକୁ ୩୫୦ରୁ ଅଧିକ ପର୍ଯ୍ୟବେକ୍ଷକଙ୍କୁ ନିର୍ବାଚନ
Read More...

କଣାସ କଲେଜ ୧୯୯୫ ସ୍ନାତକ ବ୍ୟାଚ୍‌ର ବନ୍ଧୁମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଣାସ କଲେଜ ୧୯୯୫ ସ୍ନାତକ ବ୍ୟାଚ୍‌ ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ ସମାବେଶ କଣାସ ବ୍ଲକ୍‌ର ବଡ଼ାସ ସ୍ଥିତ ମା’ ପଂଚମୁଖୀ ମନ୍ଦିର ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ସୁକାନ୍ତ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ ।
Read More...

ଧ୍ୱଂସ ହେବାରେ ଲାଗିଛି ଜଙ୍ଗଲ, ପାଟଣାଗଡ଼ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ହରିୟାଣା ରାଜ୍ୟକୁ ବେଆଇନ ଖଇର କାଠ ଚାଲାଣ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଓଡ଼ିଶା ଜଙ୍ଗଲରୁ ବାହାର ରାଜ୍ୟକୁ ହେଉଛି କାଠ ଚାଲାଣ । କାଠ ମାଫିଆ ଟନ୍ ଟନ୍ ମୂଲ୍ୟବାନ କାଠ ଅନ୍ୟ ରାଜ୍ୟକୁ ଚୋରାଚାଲାଣ କରୁଛନ୍ତି । ଏହିପରି ଭାବେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବନାଞ୍ଚଳ ଅଞ୍ଚଳରୁ ହରିଆଣା ରାଜ୍ୟକୁ ବିପୁଳ ପରିମାଣର ମୂଲ୍ୟବାନ କାଠ
Read More...

ଟାଟା ଆଇପିଏଲ୍‌ ଫ୍ୟାନ୍‌ ପାର୍କର ମଜା ଆସନ୍ତା ୧୩ ଓ ୧୪ରେ

ରାଉରକେଲ, (ସସ୍ମିତା ପ୍ରଧାନ) : ସମ୍ପ୍ରତି ଟାଟା ଆଇପିଏଲ୍‌ର ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍‌ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିବା ବେଳେ ଏହି ଖେଳକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଟାଟା ଆଇପିଏଲ୍‌ ଫ୍ୟାନ୍‌ ପାର୍କ ତରଫରୁ ସ୍ଥାନୀୟ ସେକ୍ଟର ୧୭ ପଡ଼ିଆଠାରେ ଏହାକୁ ଉପଭୋଗ କରିବା ବଡ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ କଣ୍ଟାବାଞ୍ଜି ତହସିଲ୍‌ଦାରଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ କଣ୍ଟାବାଞ୍ଜି ତହସିଲ୍‌ଦାରଙ୍କ ବିୟୋଗରେ ଶୋକସଭା କରାଯାଇଛି । କଣ୍ଟାବାଞ୍ଜି ତହସିଲ୍‌ଦାର ତଥା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର (୭୦)ର ସହାୟକ ରିଟର୍ଣ୍ଣିଂ ଅଧିକାରୀ ରତନଲାଲ ମୁଣ୍ଡାଙ୍କ ବିୟୋଗ ପାଇଁ ଏହି ସଭା
Read More...

ଡ଼ା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଭୋଟ୍‌ ପ୍ରଚାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ଅଳଙ୍କୃତ କରିବା ନିମନ୍ତେ ବିଜୁ ବାବୁଙ୍କ ଅନ୍ତରଙ୍ଗୀ ବନ୍ଧୁ ତଥା ବିଶିଷ୍ଟ ସମାଜସେବୀ, ବର୍ଷୀୟାନ ନେତା, ବିଧାନସଭାକୁ ବହୁବାର ବିଜୟୀ ଲାଭକରି ଆସିଥିବା ଜନପ୍ରିୟ ନେତା ଡ଼ାକ୍ତର ରମେଶ ଚନ୍ଦ୍ର
Read More...

ହଳଦୀ ଓ ଦେଶୀଲ ଗ୍ରାମରୁ ଦୁଇ ପୁରୁଣା ୱାରେଣ୍ଟିଙ୍କୁ ଗିରଫ କରି ମୁରିବାହାଲ ପୁଲିସର କୋର୍ଟ ଚାଲାଣ, ଜେଲ୍ ଗଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସ୍ ପକ୍ଷରୁ ହଳଦୀ ଓ ଦେଶୀଲ ଗ୍ରାମରୁ ଦୁଇ ଜଣ ପୁରୁଣା ୱାରେଣ୍ଟିଙ୍କୁ ଗିରଫ କରି ଆଣି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ମୁରିବାହାଲ ଥାନା
Read More...

କଂଗ୍ରେସ ଦଳରେ ଯୋଗଦେଲେ ଦେଓଗାଁ ବିଜେଡି ନେତା

ସମରେନ୍ଦ୍ରଙ୍କ ନେତୃତ୍ୱ ଓ ନରସିଂହଙ୍କ ବିକାଶମୂଳକ କାର୍ଯ୍ୟକ୍ରମରେ ହେଲେ ଅନୁପ୍ରାଣିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ୧୦.୩୦ରେ ଦେଓଗାଁ ବ୍ଲକ ସ୍ଥିତ ଦେଓଗାଁ କଛାରପାଲି ଅଂଚଳର ବିଜେଡିର ଆଗଧାଡିର ଯୁବନେତାମାନେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହଙ୍କ ଆବାସିକ
Read More...

ବାଲିଗୁଡ଼ାରେ ପହଞ୍ଚିଲା ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସାଧାରଣ ନିର୍ବାଚନ ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ପହଂଚିଲା ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଓ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ପାଇଁ ବାଲିଗୁଡା ଉପଜିଲ୍ଲାପାଳ ଡ଼. ରୀନା ପ୍ରଧାନନଙ୍କ ପ୍ରତ୍ୟକ୍ଷ
Read More...

ବଲାଙ୍ଗିର ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ମାଲପଡା ନାଗରିକ କମିଟିର ବୈଠକ ସଭାପତି ଯୁଧିଷ୍ଠିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୱାର୍ଡ ନଂ.୧୪ ଓ ୧୫ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସଭା ପ୍ରାରମ୍ଭରେ ଜନ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପାନୀୟ
Read More...