Daily Archives

ପ୍ରଚାର ମଇଦାନ୍‌କୁ ଓହ୍ଲାଇଲେ କଳିକେଶଙ୍କ ପତ୍ନୀ ମେଘ୍‌ନା ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀଙ୍କ ପାଇଁ ବଲାଙ୍ଗିର ସହରର ୱାର୍ଡ ନଂ.୧୦ ସୁଦପଡ଼ା ଅଂଚଳରେ ଘରକୁ ଘର ବୁଲି ସମର୍ଥନ ଲୋଡ଼ିଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ପତ୍ନୀ ଶ୍ରୀମତୀ ମେଘ୍‌ନା ସିଂହଦେଓ । ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡ଼ି ପକ୍ଷରୁ
Read More...

ଜଏଁତରା ଗ୍ରାମରେ ପବନରେ ବିରାଟ ବରଗଛ ଭାଙ୍ଗି ଟ୍ରାକ୍ଟର ସହ ଦୁଇ ଘର କ୍ଷତିଗ୍ରସ୍ତ : ରାସ୍ତା ଅବରୋଧ

ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ଗଛ କାଟି ସଫା କରିବା ପରେ ଯାତାୟାତ ସ୍ଵାଭାବିକ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ଅଞ୍ଚଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିଥିଲା । ପବନ ଦ୍ଵାରା ଏହି
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ଉତ୍କଟ ଜଳକଷ୍ଟ ସମସ୍ୟା : ଦଳିତ ପଡ଼ାଗୁଡ଼ିକୁ ପାନୀୟ ଜଳ ଦିଆଯାଉନ ଥିବା ଗୁରୁତର ଅଭିଯୋଗ

ମହିଳାମାନେ ବ୍ଲକ ପ୍ରଶାସନର ଦ୍ଵାରସ୍ଥ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ତାପମାତ୍ରା ୪୫ ଡ଼ିଗ୍ରୀ ଉପରେ ରହୁଛି । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ପାନୀୟ
Read More...

ନିର୍ବାଚନ ପରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ସଂଗ୍ରାମୀ ସ୍ମାରକୀପୀଠ ଉଦ୍‌ଘାଟନ ହେବ : ସଭାପତି ସୁବାସ ପଣ୍ଡା

ରମ୍ଭା, (କେପିଏନ୍‌ଏସ୍‌) : ଶୁକ୍ରବାର ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ପ୍ରଜ୍ଞା ଭବନ ପରିସରରେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ସଂଗ୍ରାମୀ ସ୍ମାରକୀ ପୀଠର ଏକ ସାଧାରଣ ବୈଠକ ସ୍ୱାମୀ ଶଙ୍କରାନନ୍ଦ ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମହାରାଜା କୃଷ୍ଣ
Read More...

ଗଣମାଧ୍ୟମ ନିଜର ଲକ୍ଷ୍ୟ ଓ ଆଦର୍ଶରୁ ବିଚ୍ୟୁତ ହେଉଥିବା ଯୋଗୁଁ ଗଣତନ୍ତ୍ର ବିପନ୍ନ : ରବି ରଥ

କଟକ, (କେପିଏନ୍‌ଏସ୍‌) : ଜାତୀୟ ସାମ୍ବାଦକ ସଂଘ ପକ୍ଷରୁ ସ୍ଥାନୀୟ ଶତାବ୍ଦୀ ଭବନଠାରେ ଓଡ଼ିଶା ଏଡିଟର ଆୱାର୍ଡ-୨୦୨୪ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ତଥା ନବୀନର ସମ୍ପାଦ ରବି ରଥ ବର୍ତ୍ତମାନ ପରିସ୍ଥିତିରେ ଗଣମାଧ୍ୟମଗୁଡ଼ିକ ନିଜର ଲକ୍ଷ୍ୟ ଓ
Read More...

ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍କଳ ସମ୍ମିଳନୀ ପୁରୀ ଜିଲ୍ଲା ଶାଖା ପକ୍ଷରୁ ଡେଲାଙ୍ଗ ରେଂଚ୍‌ ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଉତ୍କଳ ସମ୍ମିଳନୀ ପୁରୀ ଜିଲ୍ଲାର ଉପସଭାପତି ଅନାମ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି
Read More...

ଗାନ୍ଧୀପୀଠରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଐତିହାସିକ ଗାନ୍ଧୀ ସ୍ମୃତି ପୀଠରେ ରବିବାର ଡେଲାଙ୍ଗ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସ୍ୱାଭିମାନ ଦିବସ ତଥା ମଧୁବାବୁଙ୍କ ୧୭୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ସାହିତ୍ୟ ଘରର ସଭାପତି ପ୍ରଭାତ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶିଶୁ
Read More...

ରାଉରକେଲା ଆଇନ ମହାବିଦ୍ୟାଳୟରେ ମଧୁବାବୁ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଭୁରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ସୁଜୟ ପାଣି ଯୋଗଦେଇ
Read More...

ନାମାଙ୍କନ ପତ୍ର ଦାଖଲ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆଗମନ : ଏନେଇ ଗଞ୍ଜାମ ପୋଲିସ ପ୍ରଶାସନର ତତ୍ପରତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଓ ତାଙ୍କରି ନାମାଙ୍କନ ପତ୍ର ଦାଖଲକୁ ନେ଼ଇ ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ସୋମବାର ସନ୍ଧ୍ୟାରେ ଆରମ୍ଭ ହୋଇଛି । ଏହି କ୍ରମେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ସ୍ଥିତି ଅନୁଧ୍ୟାନ
Read More...

କଂଗ୍ରେସ ମହିଳା ସମାବେଶ : ଆମେ ଜିତିଲେ ଭୂମିହୀନ, ଜବରଦଖଲକାରୀଙ୍କ ଜମିପଟ୍ଟା ନିଶ୍ଚିତ କରାଯିବ, କହିଲେ ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଂଗ୍ରେସ ପକ୍ଷରୁ ମହିଳା ସମାବେଶର ଆୟୋଜନ ହୋଇଥିବା ବେଳେ ଆମେ ଜିତିଲେ ଭୂମିହୀନ, ଜବରଦଖଲକାରୀଙ୍କ ଜମିପଟ୍ଟା ନିଶ୍ଚିତ କରାଯିବ, କହିଛନ୍ତି ସମରେନ୍ଦ୍ର । ଗତ ୧୦ ବର୍ଷରେ ଦୁଇଟି ନିର୍ବାଚନରେ ଆପଣ ଆମ ପ୍ରିୟ ବିଧାୟକ ନରସିଂହ ମିଶ୍ରଙ୍କୁ ଦେଇଥିବା
Read More...