Daily Archives

ମା’ ତାରାତାରିଣୀଙ୍କ ଶେଷପାଳି ଯାତ୍ରାରେ ବି ସଜାଗ ଥିଲେ ଛତ୍ରପୁର ସ୍ୱେଚ୍ଛାସେବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚୈତ୍ରମାସର ଶେଷପାଳିରେ ମଧ୍ୟ ପୂର୍ବ ପରି ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ମନ୍ଦିର ତଥା ପୀଠକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ବୃଦ୍ଧ, ଅସହାୟ ଶ୍ରଦ୍ଧାଳୁ, ତଥା ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କର ସୁଅ ଛୁଟିଥିଲା ।
Read More...

କଳିକେଶଙ୍କ ବିଜୟ କାମନାରେ ବିଶାଳ ମହିଳା ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳିକେଶଙ୍କ ବିଜୟ କାମନା କରି ଆଜି ସନ୍ଧ୍ୟାରେ ବଲାଙ୍ଗିର ରାଜେନ୍ଦ୍ର ପାର୍କ ଠାରୁ ସହସ୍ରାଧିକ ମହିଳା ବାହାରି ନଗର ପରିକ୍ରମା କରିବା ସହ ମା' ସମଲେଶ୍ୱରୀ ଏବଂ ମା' ପାଟଣେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା କରିଛନ୍ତି । ବିଜୁ ଜନତା ଦଳର କଂଟାବାଂଜି ନିର୍ବାଚନ
Read More...

ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚୀନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ : ସୁରକ୍ଷା ପରିସ୍ଥିତିର…

ଅତ୍ୟଧିକ ପ୍ରତିକୂଳ ପରିବେଶ ଏବଂ କଠିନ ପରିସ୍ଥିତିରେ ବୀରତା ଏବଂ ଦୃଢ଼ ସଂକଳ୍ପର ସହିତ ଦେଶକୁ ସୁରକ୍ଷା ପ୍ରଦାନ କରୁଥିବାରୁ ସୈନିକମାନଙ୍କୁ ପ୍ରଶଂସା କଲେ ପ୍ରତିରକ୍ଷା ମନ୍ତ୍ରୀବରଫାବୃତ ସିଆଚୀନ ଗ୍ଳାସିୟରରେ ଆମ ସୈନିକଙ୍କ ସାହସିକତା ଏବଂ ଦୃଢ଼ ସଙ୍କଳ୍ପ ଭବିଷ୍ୟତ ପିଢ଼ିଙ୍କୁ ସଦା ସର୍ବଦା
Read More...

ପୁଣି ଜଣେ ଅପରିଚିତ ବୃଦ୍ଧାଙ୍କ ମୃତ୍ୟୁ : କେବଳ ଚଳିତ ମାସରେ ଚତୁର୍ଥ ଅସହାୟ ଶବକୁ ଶେଷ ସମ୍ମାନ ଦେଲା ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଜଣେ ଅଲୋଡା । ପୁଣି ଜଣେ ଅସହାୟ ଅପରିଚିତ । ବାରମ୍ବାର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ ସତ୍ତ୍ୱେ କିଏ ଚିକିତ୍ସା ପାଇଁ ଭର୍ତ୍ତି କରାଉଛି, ସେ ରୋଗୀର ସମ୍ପର୍କୀୟଙ୍କ ନାମ ହସ୍ପିଟାଲ କାଜୁଆଲିଟିରେ ରେକର୍ଡ କରାଯାଉ ନାହିଁ
Read More...

ପଂଚାୟତ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରନିପାଲିଠାରେ ଗ୍ରାମପଞ୍ଚାୟତ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଯୁବ ବିଜେଡି ସଭାପତି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ନିହାର ରଂଜନ
Read More...

ବାଲିଗୁଡାରେ ନିର୍ବାଚନକୁ ନେଇ ଚଳଚଞ୍ଚଳ : ବିଭିନ୍ନ ଦଳର ଅସନ୍ତୋଷ କର୍ମୀ ଓ ନେତାଙ୍କ ଉପରେ ସମସ୍ତଙ୍କ ନଜର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଲାଣି । ଅନ୍ୟ ନିର୍ବାଚନ ମଣ୍ଡଳୀ ଅପେକ୍ଷା ଏହି ନିର୍ବାଚନ ମଣ୍ଡଳୀରେ ରାଜନୀତି ଗଣିତ କିଛି ଅଲଗା ରହିଥାଏ । ଚଳିତ ନିର୍ବାଚନରେ ବିଜେଡି,
Read More...

ସମରେନ୍ଦ୍ରଙ୍କ ପାଇଁ ଜନ ଆଶୀର୍ବାଦ ସଭା : କଂଗ୍ରେସ ଜିତିଲେ ସବୁ ବର୍ଗର ଲୋକେ ଉପକୃତ ହେବେ – ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମରେନ୍ଦ୍ରଙ୍କ ପାଇଁ ଜନ ଆଶୀର୍ବାଦ୍‌ ସଭାରେ କଂଗ୍ରେସ ଜିତିଲେ ସବୁ ବର୍ଗର ଲୋକେ ଉପକୃତ ହେବେ ବୋଲି ସମରେନ୍ଦ୍ର କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟା ନିର୍ବାଚନି ପ୍ରତିଶ୍ର୍ରୁତି ଯୋଗୁଁ ପ୍ରତ୍ୟେକ ବର୍ଗର ଲୋକେ ହଇରାଣ ହେଉଛନ୍ତି । ଏଇ ଉଭୟ
Read More...

କଂଗ୍ରେସ ଦଳରେ ଯୋଗଦେଲେ ଦେଓଗାଁ ଅଂଚଳର ବହୁ ଯୁବକ ଓ ବୁଦ୍ଧିଜୀବୀ

ନରସିଂହଙ୍କ ନୀତି ଆଦର୍ଶ ଓ ସମରେନ୍ଦ୍ରଙ୍କ ନେତୃତ୍ୱରେ ହେଲେ ଅନୁପ୍ରାଣିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟାରେ ଦେଓଗାଁ ବ୍ଲକ୍‌ ଗୌରଗୋଠ ଗାଁ ତଥା ଆଖ ପାଖ ଅଂଚଳର ବହୁ ଯୁବକ ତଥା ଆଗଧାଡିର ଯୁବନେତାମାନେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି
Read More...

ମାଁ’ ନିତେଇ ଧୋବଣୀଙ୍କ ଚୈତ୍ର ପର୍ବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜ ରରଫରୁ, ମଙ୍ଗଳବାର ପୂର୍ଣ୍ଣିମା ଦିନ ଇଷ୍ଟଦେବୀ ମାଁ ନିତେଇ ଧୋବଣୀଙ୍କ ଚୈତ୍ର ପର୍ବ ବଲାଙ୍ଗିର, ବିଷ୍ଣୁମୁଣ୍ଡା ଗ୍ରାମସ୍ଥିତ ମାଁ ନିତେଇ ଧୋବଣୀଙ୍କ ମନ୍ଦିରରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ପ୍ରଥମେ ମନ୍ଦିରର ପୂଜକ
Read More...

କୁଲୁତା ସମାଜ ବଲାଙ୍ଗିର ଦ୍ୱାରା କୁଲୁତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭଗବତି ନଗର ସ୍ଥିତ କୁଲୁତା ସମାଜ ବଲାଙ୍ଗିର ତରଫରୁ କୁଲୁତା ଜାତିର ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡିଙ୍କ ଚୈତ୍ର ପୂର୍ଣ୍ଣିମା, ବାସନ୍ତିକ ପୂଜା ତଥା କୁଲୁତା ଦିବସ ସମାଜ କାର୍ଯ୍ୟାଳୟରେ ମହାସମାରୋହରେ ପାଳିତ ହୋଇଛି । ପୂଜକ ସୁରଥ ପ୍ରଧାନଙ୍କ
Read More...