Daily Archives

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନାକ୍ ସମ୍ବନ୍ଧୀୟ କର୍ମଶାଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଇ. କ୍ୟୁ. ଏ. ସି. ଆନୁକୂଲ୍ୟରେ ନାକ୍ ସମ୍ବନ୍ଧୀୟ କର୍ମଶାଳା ମଙ୍ଗଳବାର ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ
Read More...

ପରିବେଶ ସଂକ୍ରାନ୍ତୀୟ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୱାଇ.ଏମ୍‌.ଏଫ.ଆଇ ଏବଂ ଏସ୍‌. ପି. ସି. ବିର ମିଳିତ ଆନୁକୂଲ୍ୟରେ ପରିବେଶ ସଂକ୍ରାନ୍ତୀୟ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ସ୍ଥାନୀୟ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାର ବିଷୟବସ୍ତୁ 'ଜମି ପୁନଃରୁଧାର, ମରୁଭୂମି ଓ
Read More...

ଉପାନ୍ତ ଇଲାକା ସ୍କୁଲମାନଙ୍କରେ ଶିକ୍ଷକଙ୍କ ମନମାନି : ଶିକ୍ଷା ମନ୍ଦିରରେ ମାତାଲ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍‌ ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ଥିବା ଉପାନ୍ତ ଇଲାକାରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କ ଅବହେଳାକୁ ନେଇ ସବୁବେଳେ ଅଭିଯୋଗ ଉପରେ ଅଭିଯୋଗ ଆସିଥାଏ । କେତେବେଳେ ଶିକ୍ଷକ ମାସ ମାସ ଧରି ସ୍କୁଲ ଆସୁନାହାନ୍ତି ତ ଆଉ କେତେବେଳେ
Read More...

ବଲାଙ୍ଗିର ଖ୍ରୀଷ୍ଟିଆନ୍‌ ସମୁଦାୟଙ୍କୁ ଭେଟିଲେ ନରସିଂହ ଓ ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପରିପ୍ରେକ୍ଷୀରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏବଂ ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଭିନ୍ନ ଭିନ୍ନ ବର୍ଗର ଭୋଟର୍‌ଙ୍କ ସହ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସାକ୍ଷାତ କରି ସେମାନଙ୍କ ସହଯୋଗ ସମର୍ଥନ କାମନା କରୁଥିବା
Read More...

ବୌଦ୍ଧ ସିଦ୍ଧ ହନୁମାନ ମନ୍ଦିରରେ ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ସହର ମହାନଦୀ ମଧ୍ୟସ୍ଥ ସିଦ୍ଧ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ ମନ୍ଦିରରେ ଧ୍ୱଜା ରୋପଣ ପରେ ବ୍ରତଧାରୀ ମହିଳାମାନେ ଶୁଭ କଳସ ଧରି ସହର ପରିକ୍ରମା କରି ପୂଜା ସ୍ଥଳରେ କଳସ
Read More...

ବଙ୍ଗୋମୁଣ୍ଡା ବାବାମଠ ଠାରେ ନାରୀ ସଂଗଠନର ସମାବେଶ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ସଦରଠାରେ ଥିବା ବାବାମଠ ଠାରେ ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଲୀ ସ୍ତରୀୟ ନାରୀ ସଂଗଠନର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱପ୍ନା ବାଗଙ୍କ ସଭାପତିତ୍ୱରେ ମୁଖ୍ୟ
Read More...

ବିରୋଧୀଙ୍କୁ ଟାର୍ଗେଟ୍‌ କରି ବିଜେଡିର ସାମ୍ବାଦିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଆସନ୍ତା ସାଧାରଣ ନିର୍ବାଚନରେ କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ
Read More...

ଝାଡାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ସାକ୍ଷାତ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉପରଝରରେ ଝାଡାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ସାକ୍ଷାତ କରିବା ସହିତ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ଦେଓଗାଁ ବ୍ଲକ୍‌ ଉପରଝର ଗାଁରେ ୬୫ ଜଣ ବ୍ୟକ୍ତି ଡାଇରିଆ ରୋଗରେ
Read More...

ତୁରେକେଲା ବ୍ଲକ୍‌ରେ ଚତୁର୍ଥ ଦିବସିୟ ପ୍ରଧାନ ଶିକ୍ଷକ ଓ ଶିକ୍ଷତ୍ରି ସଂପୃକ୍ତି ତାଲିମ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ଅନ୍ତର୍ଗତ ଚଟୁଅନକା ୟୁ. ଜି. ଏଚ୍‌. ଏସ୍‌.ଠାରେ ଚାରି ଦିନିଆ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷତ୍ରିଙ୍କୁ ନେଇ ସଂପୃକ୍ତି ତାଲିମ ଆରମ୍ଭ ହୋଇଯାଇଛି ଉକ୍ତ କର୍ଯ୍ୟକ୍ରମ ତୁରେକେଲା ବ୍ଲକ୍‌ ଶିକ୍ଷା ଅଧିକାରୀ
Read More...

ଏ. ସୋହନ ପାତ୍ରଙ୍କ ସ୍ମୃତିରେ ଧରିତ୍ରୀ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରସିଦ୍ଧ ଶକ୍ତି ପୀଠ ମା' ରାମଚଣ୍ଡୀଙ୍କ ପୀଠ ପରିସରରେ ଏପ୍ରିଲ ୨୨ ତାରିଖ ଧରିତ୍ରୀ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମା' ରାମଚଣ୍ଡୀଙ୍କ ଟ୍ରଷ୍ଟ, ପରିଚାଳନା କମିଟୀ ଓ ପୂଜା କମିଟୀର ମିଳିତ ଉଦ୍ୟମରେ ମା' ରାମଚଣ୍ଡୀ ମନ୍ଦିର ପରିସରରେ
Read More...
error: Content is protected !!