pakka

ତୁରେକେଲା ବ୍ଲକ୍‌ରେ ଚତୁର୍ଥ ଦିବସିୟ ପ୍ରଧାନ ଶିକ୍ଷକ ଓ ଶିକ୍ଷତ୍ରି ସଂପୃକ୍ତି ତାଲିମ ଶିବିର ଅନୁଷ୍ଠିତ

bbehera

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ଅନ୍ତର୍ଗତ ଚଟୁଅନକା ୟୁ. ଜି. ଏଚ୍‌. ଏସ୍‌.ଠାରେ ଚାରି ଦିନିଆ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷତ୍ରିଙ୍କୁ ନେଇ ସଂପୃକ୍ତି ତାଲିମ ଆରମ୍ଭ ହୋଇଯାଇଛି ଉକ୍ତ କର୍ଯ୍ୟକ୍ରମ ତୁରେକେଲା ବ୍ଲକ୍‌ ଶିକ୍ଷା ଅଧିକାରୀ ସାନ୍ତାନୁ କୁମାର ପଢିହାରି ପୂଜାର୍ଚ୍ଚନା କରି ତାଲିମକୁ ଉଦ୍‌ଘାଟନ କରିଥିଲେ ଓ ଡାଏଟ୍‌ ବଲାଙ୍ଗିର ତୁରେକେଲା ବ୍ଲକ୍‌ ଜଂଯୋଜକ ଜ୍ଞାନେନ୍ଦ୍ର ମଲ୍ଲିକ ସାର, ସିଆର୍‌ସିସି ଅମର ବାଗ, ଅନିତା ତ୍ରିପାଠୀ ପ୍ରଧାନ ଶିକ୍ଷୟତ୍ରୀ, ଗୌର ମେହେର, ରବୀନ୍ଦ୍ର ରଥ, ମିନିକେତନ ବେହେରା, ପ୍ରେମାନନ୍ଦ ବରିହା ଓ ଅନ୍ୟ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରି ଉପସ୍ଥିତ ଥିଲେ ଓ ଅମର କାନ୍ତ ବେହେରା ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ ସିଆର୍‌ସିସି ଅମର ବାଗ ସମସ୍ତଙ୍କୁ ଧନ୍ୟବାଦ୍‌ ଦେଇଥିଲେ ।

Leave A Reply

Your email address will not be published.

eighteen + seven =