Daily Archives

‘ମହାନଦୀର ଚରିତ୍ରରେ ପରିବର୍ତ୍ତନ ଏବଂ ଜନସମୁଦାୟ ଓ ନ‌ଦୀ ଉପରେ ତାହାର ପ୍ରଭାବ’ ଉପରେ କର୍ମଶାଳା…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶାର ଜୀବନ ରେଖା ମହାନଦୀର ଚରିତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି ଏବଂ ସେହି ପରିବର୍ତ୍ତନର ହାର ଓ ବ୍ୟାପକତା ଆହୁରି ବଢିବଢି ଚାଲିଛି ବୋଲି ଆଜି ସୁବର୍ଣ୍ଣପୁରରେ 'ମହାନଦୀର ଚରିତ୍ରରେ ପରିବର୍ତ୍ତନ ଏବଂ ଜନସମୁଦାୟ ଓ ନଦୀ ଉପରେ ତାହାର ପ୍ରଭାବ'
Read More...

ଓଡିଶା ଅବସରପ୍ରାପ୍ତ ସରକାର କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିରଠାରେ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋଟ ୨୧ ଜଣ ସଭ୍ୟ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ ।
Read More...

ରାଜନୀତି ମୋ ପାଇଁ ଲୋକଙ୍କ ସେବା କରିବା : ସମରେନ୍ଦ୍ର

ଛାତ୍ର, ଯୁବକଙ୍କ ଭବିଷ୍ୟତ ନିର୍ମାଣ ଆମର ଲକ୍ଷ ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଚନ୍ଦନଭାଟି ପଂଚାୟତ ଅନ୍ତର୍ଗତ ବଘଲା ଗାଁରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ମୋ ମତରେ ରାଜନୀତିର ଉଦ୍ଦେଶ୍ୟ ଲୋକଙ୍କ
Read More...

ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘର ପ୍ରତିଷ୍ଠା ଦିବସ ଓ ବାର୍ଷିକ ସାଧାରଣ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘର ପଞ୍ଚମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ସାଧାରଣ ସଭା ସ୍ଥାନୀୟ ସରକାରୀ ଟାଉନ୍‌ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଭାପତି ନାରାୟଣ ପାଢୀଙ୍କ ଅନୁରୋଧ କ୍ରମେ ପ୍ରଥମରେ ତିନିଥର
Read More...

ମାକ୍ରିପଡ଼ା ଗ୍ରାମର ଯୁବ ଗୋଷ୍ଠୀଙ୍କ ଦ୍ୱାରା ରାସ୍ତା ପାର୍ଶ୍ଵ ସଫେଇ କାର୍ଯ୍ୟକ୍ରମ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ମାକ୍ରିପଡ଼ା ଗ୍ରାମରେ ରାସ୍ତାର ଉଭୟ ପାର୍ଶ୍ଵରେ ଅତ୍ୟଧିକ ଆବର୍ଜନା ହୋଇ ରାସ୍ତା ଅଣଓସାରିଆ ଓ ସଂକୀର୍ଣ୍ଣ ହୋଇଥିବାରୁ ଗୋଟିଏ ଯାନବାହାନକୁ ଅନ୍ୟ ଏକ ଯାନବାହାନ ରାସ୍ତା ଦେବାରେ ଅସୁବିଧା
Read More...

କନ୍ଧବାହାଲ ଗ୍ରାମରେ କଲାର ସମାଜର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କନ୍ଧବାହାଲ ଗ୍ରାମଠାରେ ପାଟଣାରାଜ ଦଣ୍ଡସେନା କଲାର ସମାଜର ବାର୍ଷିକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ସୁରେଶ ଚନ୍ଦ୍ର ନେଓରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ପାଟଣାରାଜ କଲାର
Read More...

ଭବାନୀପାଟଣା ଜିଲ୍ଲା ମୁଖ୍ୟ କାରାଗାରରୁ ଦୁଇ କଏଦୀ ଫେରାର

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : ଭବାନୀପାଟଣା ଜିଲ୍ଲା ମୁଖ୍ୟ କାରାଗାରରୁ ଦୁଇ କଏଦୀ ଫେରାର । ଆଜି ସକାଳୁ ବଗିଚା କାମ କରୁଥିବା ସମୟରେ ଦୁଇଜଣ ଜେଲ ପାଚେରୀ ଡେଇଁ ଫେରାର ମାରିଥିବା ସୂଚନା ମିଳିଛି । ଦୁଇଜଣ କଏଦୀ ହେଲେ ସିକନ୍ଦର ଜାଲ ଏବଂ ନୀଳମଣି ବିଭାର । ଦୁଇଜଣ ଯାକ ପୋକ୍ସୋ
Read More...

ରାଷ୍ଟ୍ରୀୟ ନବବର୍ଷ ପାଳନ ଆସନ୍ତା ୯ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ନବବର୍ଷ ଆୟୋଜନ ସମିତି ସେକ୍ଟର ୨ ଆନୁକୂଲ୍ୟରେ ଚଳିତ ବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦା ଆସନ୍ତା ୯ ତାରିଖ ଦିନ ଦ୍ୱିତୀୟ ଥର ପାଇଁ ହିନ୍ଦୁ ନବବର୍ଷ ପାଳନ କରିବାକୁ ଯାଉଛି । ଏନେଇ ସେକ୍ଟର ୨ ଏନ୍‌ଏସି ମାର୍କେଟ ସ୍ଥିତ ରାଧାକୃଷ୍ଣ ମନ୍ଦିର
Read More...

ଗନ୍ଧମାର୍ଦ୍ଦନ ବିଜ୍ଞାନ ଏକାଡେମିର ବାର୍ଷିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ବିଜ୍ଞାନ ଏକାଡେମି (ଜିଏଏସ୍‌)ର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକ ଅଭିଭାବିକାମାନେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଡ. କାର୍ତ୍ତିକ ପ୍ରଧାନଙ୍କ
Read More...

ମେ ଏଗାରରେ ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ମେ ଏଗାର ତାରିଖ ମାସର ଦ୍ଵିତୀୟ ଶନିବାର ଦିନ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ବଲାଙ୍ଗିର, ଟିଟିଲାଗଡ, ପାଟଣାଗଡ, କଣ୍ଟାବାଞ୍ଜି, ଲୋଇସିଙ୍ଘା, ସଇଁତଳା, ମୁରିବାହଲ ଏବଂ ବଙ୍ଗୋମୁଣ୍ଡା ଅଦାଲତ ପରିସରରେ ଏହି ଲୋକ ଅଦାଲତ
Read More...