Daily Archives

ବିରଳ ଜାତୀୟ ପେଚା ଉଦ୍ଧାର : ବନବିଭାଗକୁ ହସ୍ତାନ୍ତର କଲେ ସମାଜସେବୀ ଜଗନ୍ନାଥ ବାଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲଠାରେ ଆଜି ଜଣେ ସମାଜସେବୀ ଏକ ବିରଳ ଜାତୀୟ ପେଚାକୁ ଉଦ୍ଧାର କରି ସ୍ଥାନୀୟ ବନବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଖପ୍ରାଖୋଲ ତଳିପଡ଼ା ସ୍ଥିତ ଜଗନ୍ନାଥ ବାଗଙ୍କ ବାରିପଟରେ ଗୋଟିଏ ବିରଳ ଜାତୀୟ ପେଚା ଆହତ ଅବସ୍ଥାରେ
Read More...

ଭାରତୀୟ ଜନତା ପାର୍ଟିର ମଣ୍ଡଳ ସ୍ତରୀୟ ବିଜୟ ସଂକଳ୍ପ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଲସାପାଲିଠାରେ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସ୍ତରୀୟ ବିଜୟ ସଂକଳ୍ପ ସମାବେଶ ହୋଇଥିଲା । ଏହି ଅବସରରରେ ୩୦ ହଜାରରୁ ଅଧିକ ମହିଳା ଓ ପୁରୁଷ ବିଜେପି କର୍ମୀ ଯୋଗ ଦେଇଥିଲେ । ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ
Read More...

ଆସନ୍ତାକାଲିଠାରୁ ମା’ ସମଲେଶ୍ୱରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ ଓ ପାନ ଗୁଟକାର ବ୍ୟବହାର ଉପରେ ରୋକ୍

ସମ୍ବଲପୁର : ମା' ସମଲେଶ୍ୱରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ, ପାନ ଗୁଟକା, ବିଡି, ସିଗାରେଟ ଆଦି ଦ୍ରବ୍ୟର ବ୍ୟବହାର ଉପରେ ଆସନ୍ତାକାଲିଠାରୁ ରୋକ ଲଗାଇବା ନିଷ୍ପତ୍ତି ନେଇଛି ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ । ଏନେଇ ସୂଚନା ଦେଇଛନ୍ତି ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ
Read More...

ଭାରସାମ୍ୟ ହରାଇ ଓଲଟିଲା ଅଟୋ : ୮ ଆହତ, ୨ ଗୁରୁତର

କୁଚିଣ୍ଡା : କୁଚିଣ୍ଡା ଥାନା ଘୋଡାବାନ୍ଧୁଣି ବୁଲାଣିରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଭାରସାମ୍ୟ ହରାଇ ଏକ ଅଟୋ ଓଲଟିଥିଲା । ଏହାଫଳରେ ସେଥିରେ ଥିବା ୧୦ଯାତ୍ରୀଙ୍କ ମଧ୍ୟରୁ ୮ ଆହତ ଓ ୨ ଗୁରୁତର ହୋଇଛନ୍ତି । ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଥିବା ସୂଚନା ରହିଛି ।
Read More...

ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀଙ୍କ ମାତୃ ବିୟୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀଙ୍କ ମାତା ହରପ୍ରିୟା ଚୌଧୁରୀ (୯୪)ଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି । ସ୍ୱର୍ଗତା ଚୌଧୁରୀ ଅନସ୍ଲୋ ହାଇସ୍କୁଲର ଜଣେ ପ୍ରଥମ ଛାତ୍ରୀ ଥିଲେ । ସ୍ଵାମୀ ସ୍ୱର୍ଗତ ତ୍ରିନାଥ ଚୌଧୁରୀଙ୍କ ଗାନ୍ଧୀବାଦୀ ଆଦର୍ଶରେ
Read More...

କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ

କୋଲକାତା : କୋଲକାତାର ଦମଦମ ବସ୍ତି ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ଏଥିରେ କେହି ମୃତାହତ ହୋଇନଥିବା କୁହାଯାଉଥିବା ବେଳେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି । ୧୨ରୁ ଅଧିକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରୁଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
Read More...

ନିର୍ବାଚନୀ ପ୍ରଚାର ସମୟରେ ଦାଦନ ପ୍ରସଙ୍ଗ ଉଠାଇଲେ ବୈଜୟନ୍ତ

କେନ୍ଦ୍ରାପଡ଼ା : ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନିର୍ବାଚନୀ ପ୍ରଚାର ଜୋର୍‌ ଧରିବାରେ ଲାଗିଛି । ଆଜି ତିକନପୁରରେ ଅନୁଷ୍ଠିତ ସାଧାରଣ ସଭା ଓ ମିଶ୍ରଣ ପର୍ବରେ ଯୋଗ ଦେଇ ମୋଦିଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ୱାନ କରିଛନ୍ତି ବୈଜୟନ୍ତ । ଏହି ଅବସରରେ
Read More...

ଛତ୍ରପୁରର ଧର୍ମପରାୟଣ ବ୍ୟକ୍ତି ଜଗବନ୍ଧୁ ପାଣିଗ୍ରାହୀଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି, ଆଧ୍ୟାତ୍ମିକବାଦୀ, ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ଜଗବନ୍ଧୁ ପାଣିଗ୍ରାହୀ (୮୨)ଙ୍କ ପରଲୋକ ହୋଇଯାଇଛନ୍ତି । ସେ ନିଃଶ୍ୱାସ ତ୍ୟାଗ କରିବା ଯାଏଁ ଛତ୍ରପୁରର ଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳକ
Read More...

ସୋନିଆ ଗାନ୍ଧୀଙ୍କୁ ଭେଟିଲେ ନରସିଂହ

ଜାତୀୟ ଓ ରାଜ୍ୟ ରାଜନୀତିକୁ ନେଇ ହେଲା ଆଲୋଚନାଆଗାମୀ ଦିନରେ ସଂଗଠନ ସୁଦୃଢ କରିବା ଉପରେ ଗୁରୁତ୍ୱ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ଘ.୧୦.୩୦ ମି.ସମୟରେ କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ସହ ମାନ୍ୟବର ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା
Read More...

ନମ୍ରତା ଓ ଶ୍ରଦ୍ଧାଶୀଳତା ବିଦ୍ୟାର୍ଥୀର ଶ୍ରେଷ୍ଠ ମୁକୁଟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନମ୍ରତା ଓ ଶ୍ରଦ୍ଧାଶୀଳତା ପ୍ରତ୍ୟେକ ବିଦ୍ୟାର୍ଥୀ ଓ ବିଦ୍ୟାର୍ଥୀନୀଙ୍କର ଶ୍ରେଷ୍ଠ ମୁକୁଟ । ଏହା ବଳରେ ସେମାନେ ବାସ୍ତବ ଜ୍ଞାନର ଅଧିକାରୀ ହୋଇ ସମାଜକୁ ଚିରକାଳ ପାଇଁ ଦିବ୍ୟତ୍ୱ ପ୍ରତିଭାରେ ପ୍ରତିଭାତ କରିଥାନ୍ତି ବୋଲି ଶ୍ରୀପୁରୁଷୋତ୍ତମପୁର
Read More...