Daily Archives

ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ଟିକେଟ୍‌ ପରିବର୍ତ୍ତନ ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପାଇଁ ଟିକେଟ୍‌ ବଂଟାକୁ ନେଇ ବିଜେପି ଦଳରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଆଜି ବଲାଙ୍ଗିର ଗସ୍ତରେ ଆସିଥିବା ଓଡିଶା ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମରଙ୍କ ପାଖରେ ଅବିଭକ୍ତ ବଲାଙ୍ଗିର ଜିଲ୍ଲା ବୀରମହାରାଜପୁର ବିଧାନସଭା ଆସନର ପ୍ରାର୍ଥୀ
Read More...

ଭୁବନେଶ୍ୱର କ୍ୟାପିଟାଲ୍ ଫାଉଣ୍ଡେସନ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭୁବନେଶ୍ୱର ସହର ଏହାର ୭୬ ତମ "କ୍ୟାପିଟାଲ୍ ଫାଉଣ୍ଡେସନ୍ ଦିବସ ବା ରାଜଧାନୀ ପ୍ରତିଷ୍ଠା ଦିବସ, ଆଜି ୧୩ ଏପ୍ରିଲ ୨୦୨୪ରେ ପାଳନ କରୁଛି । ଆସନ୍ତୁ ଆମେ ସମସ୍ତେ ମିଳିମିଶି ଆଜିର ଏହି ପବିତ୍ର ଦିବସକୁ ଆନନ୍ଦ ଉଲ୍ଲାସରେ ପାଳନ କରିବା ଏବଂ ସଂସ୍କୃତି,
Read More...

ଆଜି ବଲାଙ୍ଗିର ଗସ୍ତରେ ଓଡିଶା ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଥରଚେପା ବିଜେପି କାର୍ଯ୍ୟାଳୟଠାରେ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବଲାଙ୍ଗିର ଲୋକସଭା ଓ ବିଧାନସଭା ସାଙ୍ଗଠାନିକ କାର୍ଯ୍ୟକ୍ରମରେ ବିଜୟପାଲ ସିଂ ତୋମାର ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ,
Read More...

ରୋଷେୟାକୁ କଟୁରିରେ ହାଣିଲା ମାଲିକ

ଭୁବନେଶ୍ୱର : ରୋଷେୟାକୁ କଟୁରିରେ ହାଣି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ହୋଟେଲ୍ ମାଲିକଙ୍କୁ ଗିରଫ କରିଛି । ତାଙ୍କ ନାମ ସୁଶାନ୍ତ ପାତାଳସିଂହ (୪୨) ଘର ପୁରୀ ଜିଲ୍ଲା ଡେଲାଙ୍ଗ । ସେ କଳିଙ୍ଗନଗର କେ -୪ରେ ରହୁଥିଲେ । ସୂଚନା ଅନୁଯାୟୀ, ସୁଶାନ୍ତ ଘାଟିକିଆ ଆଇଜିକେସି
Read More...

୪୨ ଲିଟର ମଦ ଜବତ : ୨ ଜଣ ଅଭିଯୁକ୍ତ ଗିରଫ

ରାମପୁର : ରାମପୁର - ବିନିକା ରାସ୍ତା ବିଶାଲପାଲି ଛକରେ ବିନିକା ଅବକାରୀ ବିଭାଗ ଚଢ଼ଉ କରି ୪୨ ଲିଟର ମଦ ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ଡୁଙ୍ଗୁରିପାଲି ବ୍ଳକ୍‌ ବେହେରାମାଲ ଗ୍ରାମର ମଦନମୋହନ ସାହୁ ଓ ବିନିକା ଥାନା ପାପି ଗ୍ରାମର ବଳିଷ୍ଠ ପୁଟା ।
Read More...

ବିଧାୟକ ପ୍ରାର୍ଥୀ ଟିକଟ୍‌କୁ ନେଇ ଅସନ୍ତୋଷ ପ୍ରକାଶ କଲେ ଅନନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଣ୍ଡ ଉପରେ ନିର୍ବାଚନ ରହିଥିବା ବେଳେ ବିଜେପି ପକ୍ଷରୁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି । ଏତିକି ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି ଗତ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ଅନନ୍ତ ଦାଶ । ସେ ସିଧାସଳଖ
Read More...

୪.୭୫ କେଜି ଗଞ୍ଜେଇ ଜବତ : ୩ ଅଭିଯୁକ୍ତ ଗିରଫ

ବିନିକା : ବିନିକା – ସୋନପୁର ରାସ୍ତାର ଫୁଲମୁଠି ଛକରେ ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତମାନେ ହେଲେ ବାଉଁଶୁଣି ଥାନା ସାହୁପଡାର ଭାସ୍କର ନାଏକ, ରାଜା ନାଏକ ଏବଂ ଗୁଡାପଡାର ସୁବ୍ରତ ରାଜହଂସ । ସୁଚନା ଅନୁଯାୟୀ, ଅଭିଯୁକ୍ତମାନେ ୨ ଟି ବାଇକ ଯୋଗେ
Read More...

୭୩ ଲିଟରରୁ ଅଧିକ ବିଦେଶୀ ମଦ ଜବତ କଲା ପୋଲିସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲ ଥାନା ପୁଲିସ ପକ୍ଷରୁ ଚଢାଉ ଅଭିଯାନ । ୭୩ ଲିଟରରୁ ଅଧିକ ବିଦେଶୀ ମଦ ଜବତ କରାଯାଇଛି । ମଦବିକ୍ରି ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମାଥିଲି ଥାନା ଅଧିକାରୀ ଡି. ମଲ୍ଲିକ ସୂଚନା ଦେଇଛନ୍ତି । ମାଥିଲି ଅଞ୍ଚଳରେ ଦିନକୁ ଦିନ
Read More...

୧୨ ଗୋରୁଙ୍କ ଶୋଚନୀୟ ମୃତ୍ୟୁ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ନିକଟସ୍ଥ ଜାତୀୟ ରାଜପଥ ନଂ ୧୪୩ ତଳସେରା ଛକ ନିକଟରେ ଆଜି ଭୋର ସମୟରେ ଏକ ମାଲ ବୋଝେଇ ଭାରିଯାନର ଦୁର୍ଘଟଣା ଯୋଗୁ ୧୨ଟି ଗୋରୁଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇ ଭାରିଯାନ ଗାଡ଼ି ଫେରାର ହୋଇଯାଇଛି । ଖବର ଅନୁଯାୟୀ, ଆଜି ସକାଳ
Read More...

ଆଜି ଭୁବନେଶ୍ୱର ୭୬ବର୍ଷରେ ପାଦ ଥାପିଲା

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ । ୭୬ବର୍ଷରେ ପାଦ ଥାପିଲା ଭୁବନେଶ୍ୱର । ୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ମନୋହର ନଗରୀରେ ଗଢ଼ି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର "ଅଟୋ କଏନ୍ସବର୍ଗର" । ୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଦିନ
Read More...