csstore

ଭୁବନେଶ୍ୱର କ୍ୟାପିଟାଲ୍ ଫାଉଣ୍ଡେସନ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭୁବନେଶ୍ୱର ସହର ଏହାର ୭୬ ତମ “କ୍ୟାପିଟାଲ୍ ଫାଉଣ୍ଡେସନ୍ ଦିବସ ବା ରାଜଧାନୀ ପ୍ରତିଷ୍ଠା ଦିବସ, ଆଜି ୧୩ ଏପ୍ରିଲ ୨୦୨୪ରେ ପାଳନ କରୁଛି । ଆସନ୍ତୁ ଆମେ ସମସ୍ତେ ମିଳିମିଶି ଆଜିର ଏହି ପବିତ୍ର ଦିବସକୁ ଆନନ୍ଦ ଉଲ୍ଲାସରେ ପାଳନ କରିବା ଏବଂ ସଂସ୍କୃତି, ଇତିହାସ, ସାହିତ୍ୟ, ଭାଷା, ସ୍ଥାପତ୍ୟ, ସାହସିକତା, ସମନ୍ୱୟ, ସମୃଦ୍ଧତା ଏବଂ ଶାନ୍ତିର ପ୍ରତୀକ ଏହି ସୁନ୍ଦର ପ୍ରାଚୀନ ସହରର ଗୌରବ ରକ୍ଷା କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ।

jayashree
Leave A Reply

Your email address will not be published.